ଆସିଲା ବଡ ନିଯୁକ୍ତି ସୁଯୋଗ ! ନିଜ ଗ୍ରାମରେ ଅଙ୍ଗନବାଡି ରେ ନିଯୁକ୍ତି, ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ….

0

Odisha sub-ordinate staff selection commission (OSSSC) ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର।ଏହି ବିଭାଗ ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଅଙ୍ଗନୱାଡ଼ି ପଦବୀ ପାଇଁ ଭଲ ସୁଯୋଗ ଯାହାର ବିଜ୍ଞପ୍ତି ଆସି ସାରିଛି।ଏହାକୁ ଗ୍ରାଜୁଏସନ ପାସ୍ ପିଲା ଆବେଦନ କରି ପାରିବେ ଏବଂ ପାଖାପାଖି ୫୦୦ ଟି ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।

ଏହି ଚାକିରି ସୁଯୋଗ ବାହାରିଛି କେବଳ ଓଡ଼ିଶାର ପିଲା ମାନଙ୍କ ପାଇଁ।ତେବେ ଯଦି ଆପଣ ଯଦି କୌଣସି ବି ଷ୍ଟ୍ରିମରେ ଗ୍ରାଯୁଏସନ ପାସ୍ କିମ୍ବା ବି ଟେକ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

OSSSC ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଅଙ୍ଗନୱାଡ଼ି ସୂପରଭାଇଯର

ପଦବୀ- ୪୦୦-୫୦୦ ଟି ପଦବୀ ରହିଛି।

ଆବେଦନ ମାଧ୍ୟମ- ଅନଲାଇନ

ଆପ୍ଲିକେସନ୍ ଫି- UR/SEBC ପିଲାଙ୍କ ପାଇଁ ୨୦୦ ଟଙ୍କା ଫି ରହିଛି।

ଆବେଦନ ମାଧ୍ୟମ- କେରିଆର୍ ମାର୍କ ଏବଂ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା- Arts, science, commerce ରେ ଗ୍ରାଯୁଏସନ କିମ୍ବା ବି ଟେକ ପାସ୍ ହୋଇଥିବା ନିହାତି ଦରକାର।

ଆବେଦନ ଆରମ୍ଭ ତାରିଖ- ବହୁତ ଜଲଦି ଏହାର ଆବେଦନ ଆରମ୍ଭ ହେବାକୁ ଯାଉଛି।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୨୧ ବର୍ଷ ସର୍ବନିମ୍ନ ଓ ୩୨ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ୧୩,୩୦୦ ଟଙ୍କା ପ୍ରାରମ୍ଭିକ ଦରମା ରହିଛି।

ଆବେଦନ ପ୍ରକ୍ରିୟା- ଓଡ଼ିଶା ସରକାରଙ୍କ ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ OSSSC ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.osssc.gov.in) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।