ସାଧାରଣ ଜ୍ଞାନ ପ୍ରଶ୍ନ – ଏହି କମଳା ପାଖୁଡ଼ାରେ କେଉଁ ଭଗବାନଙ୍କ ଫୋଟୋ ଅଛି ? ଏହି ପ୍ରଶ୍ନ ରେ ୯୯% ଲୋକ ଭୁଲ ଉତ୍ତର ଦେଇସାରିଲେଣି ଆଉ ଆପଣ…

0

ଆଜି ଆମେ ଆପଣଙ୍କୁ କେତେ ଗୋଟି ଚତୁର ମଜାଳିଆ ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ର ଉତ୍ତର ଅତି ସରଳ ଓ ସହଜ ।ଏହି ପ୍ରଶ୍ନ ଗୁଡିକ ର ଆପଣ ଅତି ଚତୁରତା ର ସହକାରେ ଦେବେ ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ତେବେ ଏହି ସବୁ ପ୍ରଶ୍ନ ଉତ୍ତର ଦେବା ପାଇଁ ଆପଣ ୫ ସେକେଣ୍ଡ ସମୟ ନେଇ ପାରିବେ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ପ୍ରଶ୍ନ ବିଷୟରେ;

୧- କେଉଁ ଫଳ ଅଛି ଯାହା କଞ୍ଚା ବେଳେ ହଳଦିଆ ପାଚିଲେ କଳା କହି ନପାରିଲେ ରାଜ୍ୟ ରୁ ପଳା ?
ଉତ୍ତର – ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ଖଜୁରୀ କୋଳି କାରଣ ଖଜୁରୀ କୋଳି କଞ୍ଚା ବେଳେ ହଳଦିଆ ପାଚିଲେ କଳା ବା ମାଟିଆ ରଙ୍ଗର ହୋଇଥାଏ ।

୨- କୋଣାର୍କ ମନ୍ଦିର ର ଦଧିନଉତି କିଏ ମାରିଥିଲେ ?
ଉତ୍ତର – ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ଧର୍ମପଦ । ୧୨ ଶହ ବଢେଇ ମାନଙ୍କୁ ସାହାର୍ଯ୍ୟ କରିବା ସେ କୋଣାର୍କ ମନ୍ଦିର ର ଦଧିନଉତି ମାରିଥିଲେ ଓ ସମୁଦ୍ର ଭିତରକୁ ଲମ୍ପ ମାରି ଥିଲେ ।

୩- ଆଜି କାଲି ଆମେ ଯେଉଁ ଇଣ୍ଟରନେଟ ବ୍ୟବହାର କରୁଛେ ସେହି ଇଣ୍ଟରନେଟ କିଏ ପ୍ରଥମ ଉଦ୍ଭାବନ କରି ଥିଲେ ?
ଉତ୍ତର -ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ରବର୍ଟ ଇ ଖାନ୍ ଓ ଭିଷ୍ଟ କେର୍ଫ ଯିଏକି ଇଣ୍ଟରନେଟ ପ୍ରଥମେ ଉଦ୍ଭାବନ କରି ଥିଲେ ।

୪- ନଦି ଅଛି କିନ୍ତୁ ପାଣି ନାହିଁ,ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,ସଡ଼କ ଅଛି କିନ୍ତୁ ଗାଡି ନାହିଁ,ସହର ଅଛି କିନ୍ତୁ ଘର ନାହିଁ।ଏହା କେଉଁ ସ୍ଥାନ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାନଚିତ୍ର ଯେଉଁଠି ନଦି ଅଛି କିନ୍ତୁ ପାଣି ନାହିଁ,ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,ସଡ଼କ ଅଛି କିନ୍ତୁ ଗାଡି ନାହିଁ,ସହର ଅଛି କିନ୍ତୁ ଘର ନାହିଁ ।

୫- କେଉଁ ଥିରେ ଭିଟାମିନ A ଓ ଭିଟାମିନ D ଥାଏ ?
ଉତ୍ତର – ଲହୁଣୀ ରେ ଭିଟାମିନ A ଓ ଭିଟାମିନ D ଥାଏ

୬- ଏହି କମଳା ପାଖୁଡ଼ାରେ କେଉଁ ଭଗବାନଙ୍କ ଫୋଟୋ ଅଛି ?
ଉତ୍ତର – ଗଣେଶ

୭- ପତ୍ର ରେ ଥିବା କାହା ମାଧ୍ୟମ ରେ ବାୟୁ ପତ୍ର ଭିତରକୁ ଜାଏ ?
ଉତ୍ତର -ପତ୍ର ରେ ଥିବା ପତ୍ର ଛିଦ୍ର ବା ଷ୍ଟୋମ ମାଧ୍ୟମ ରେ ବାୟୁ ପତ୍ର ଭିତରକୁ ଜାଏ ।

୮ – ଗୋଟିଏ ମାଛି ଥରକୁ କେତୋଟି ଅଣ୍ଡା ଦେଇ ପାରେ ?
ଉତ୍ତର -ଗୋଟିଏ ମାଛି ଥରକୁ ୧୨୦ ରୁ ୧୬୦ ଅଣ୍ଡା ଦେଇ ପାରେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।