ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଏବେ RI ଏବଂ CLERK ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ। ନିଶ୍ଚିତ ଏକ ଭଲ ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର।ଏହି ବିଭାଗ ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଭଲ ସୁଯୋଗ ଯାହାର ବିଜ୍ଞପ୍ତି ଆସି ସାରିଛି।ଏହାକୁ ଦଶମ ପାସ୍ ସହିତ ଅବସର ପ୍ରାପ୍ତ ରେଭୀନ୍ୟୁ ଇନ୍ସପେକ୍ଟର ଆବେଦନ କରି ପାରିବେ ।
୨ ଟି ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି କେନ୍ଦୁଝର ଜିଲ୍ଲା ତରଫରୁ ଯାହାକୁ କେବଳ କେଉଁଝର ର ରିଟାର୍ଡ୍ ରେଭିନ୍ୟୁ ଇନ୍ସପେକ୍ଟର ମାନେ ଆବେଦନ କରିବେ।
ତେବେ ଯଦି ଆପଣ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।ଏହି ବିଭାଗ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।
ପଦ ନାମ- ସିନିୟର୍ କ୍ଲାର୍କ, ରେଭିନ୍ୟୁ ଇନ୍ସପେକ୍ଟର।
ପଦବୀ- କେବଳ ୨ ଟି ପଦବୀ ରହିଛି।
ଆବେଦନ ମାଧ୍ୟମ- ଅଫଲାଇନ ରେ ରେଜିଷ୍ଟ୍ରେଡ ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ।
ଆପ୍ଲିକେସନ୍ ଫି- କୌଣସି ଫି ଦେବାକୁ ପଡ଼ିବ ନାହିଁ।
ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ୍ ସହିତ ଅବସର ପ୍ରାପ୍ତ ରେଭିନ୍ୟୁୂ ଇନ୍ସପେକ୍ଟର ହୋଇଥିବା ଦରକାର।
ଆବେଦନ ଶେଷ ତାରିଖ- ୨୫/୦୧/୨୦୨୧
ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୬୦ ରୁ ୬୫ ବର୍ଷ ଭିତରେ ହୋଇଥିବା ଦରକାର।
ଦରମା- ୧୭୦୦୦ ଟଙ୍କା ମାସିକ ଦରମା ରହିଛି।
ଆବେଦନ ପ୍ରକ୍ରିୟା- କେନ୍ଦୁଝର ଜିଲ୍ଲା ତରଫରୁ ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.kendujhar.nic.in) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।
ଏହା ଛଡା ଆପଣ ଏହାକୁ ୨୫ ଜାନୁଆରୀ ସନ୍ଧ୍ୟା ୫ ପୂର୍ବରୁ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।