ଜରୁରୀ ଖବର – ଏଥର ବାହାଘର ରେ ବାଜିବ DJ ! ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କଲେ ସରକାର, ସେୟାର କରିସମସ୍ତ ଙ୍କୁ ଜଣାନ୍ତୁ…

0

ସାରା ଦେଶରେ କରନା ସଂକ୍ରମଣ କୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉ ଅଛି ।ତେବେ ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ ।ଏହା ପରେ ଅଧିକ ଦିନ ଜାଏ ଲୋକ ମାନେ ନିଜ କାର୍ଯ୍ୟ ନକରି ପାରି ହଇରାଣ ହେଉ ଥିବା ରୁ ସରକାର ପ୍ରଥମେ ଲୋକ ମାନଙ୍କୁ ବଜାର ସହର ଯିବା ପାଇଁ ଅନୁମତି ଦେଇ ଥିଲେ କେବଳ ଅତି ଆବଶ୍ୟକ କ୍ଷେତ୍ର ରେ । କିନ୍ତୁ ସରକାର ମାସ୍କ , ସନିତାଇଯାର୍ , ସାମାଜିକ ଦୂରତା ଅବଲମ୍ବନ କରିବା ସମସ୍ତଙ୍କୁ ଅନିବର୍ଯ୍ୟ କରି ଥିଲେ ।

ତେବେ ଏବେ ଯେତେବେଳେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ପୁରା ସ୍ଥିତି କୁ ଆଖି ଆଗରେ ରଖି ନୂଆ ନୂଆ ନିଷ୍ପତି ନେଇଛନ୍ତି ସରକାର । ତେବେ ପୂର୍ବରୁ ଲକ୍ ଡାଉନ୍ ରେ ବିବାହ ପାଇଁ ଅନୁମତି ଦିଆ ଯାଇଥିଲେ ମଧ୍ୟ ଏଥିରେ ଅନେକ କଟକଣା ଓ ଗାଇଡ ଲାଇନ ଜାରି କରାଯାଇ ଥିଲା ଯେଉଁ ଗାଇଡ ଲାଇନ ଅନୁସାରେ ବିବାହ ରେ ଉଭୟ ବର ଓ କନ୍ୟା ବ୍ରାହ୍ମଣ କୁ ମିଶାଇ ଓ ଉଭୟ ପରିବାର ପକ୍ଷରୁ ମୋଟ ୫୦ ଜଣ ଲୋକ ଉପସ୍ଥିତ ରହି ପାରିବେ ।

ଏହା ସହିତ ବିବାହ ରେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ସରକାର ମାସ୍କ , ସନିତାଇଯାର୍ , ସାମାଜିକ ଦୂରତା ଅବଲମ୍ବନ କରିବା ସମସ୍ତଙ୍କୁ ଅନିବର୍ଯ୍ୟ କରି ଥିଲେ । ତେବେ ଏହି ଗାଇଡ ଲାଇନ ରେ ପ୍ରୋସେଶନ ଓ ଭୋଜି ପାଇଁ ଅନୁମତି ଦିଆ ଯାଇ ନଥିଲା। କେବଳ ଉଭୟ ପକ୍ଷର ସଦସ୍ୟ ଉପସ୍ଥିତ ରହିବା ପାଇଁ ଅନୁମତି ମିଳିଥିଲା ।

କିନ୍ତୁ ବର୍ତ୍ତମାନ ପରିସ୍ଥିତି ଟିକେ ସୁଧୁରି ଆସିବା ସହିତ ଟୀକା କରଣ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି । ତେଣୁ ସରକାର ଏହି ବିବାହ କୁ ନେଇ ନୂତନ ଗାଇଡ ଲାଇନ ଜାରି କରିଛନ୍ତି। ବର୍ତ୍ତମାନ ବିବାହ ଉତ୍ସବରେ ପ୍ରୋସେସନ୍ କରାଯାଇ ପାରିବ।ଆଉ ଏହି ପ୍ରୋସେସନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏଥିରେ କିଛି ସର୍ତ୍ତାବଳୀ ରହିଛି ତେବେ କଣ ସେହି ସର୍ତ୍ତାବଳି ଆସନ୍ତୁ ଜାଣିବା ;

ତେବେ ନୂତନ ଗାଇଡ ଲାଇନ ଅନୁସାରେ ବିବାହ ପ୍ରୋସେଶନ ରେ ଉଭୟ ପରିବାର ସଦସ୍ୟ , ବନ୍ଧୁ ବାନ୍ଧବ ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାହାଘର ଉତ୍ସବରେ ମୋଟ ୨ଶହ ଲୋକ ରହି ପାରିବେ । ଏହା ସହିତ ମାଷ୍କ୍ ସାନିତାଇଯର ଓ ସାମାଜିକ ଦୂରତା ଅନୀର୍ବର୍ଯ୍ୟ ।

ସୂଚନା ଅନୁସାରେ ଡିସେମ୍ବର ୩୧ ତାରିଖରେ ନୂଆ ବର୍ଷ ପାଳନକୁ ଆଖି ଆଗରେ ରଖି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ ରାଜ୍ୟ ସରକାର। ଯେଉଁ ଗାଇଡ୍‌ଲାଇନ୍‌ ରେ ବିବାହ ଉତ୍ସବ ସମ୍ପର୍କ ରେ ମଧ୍ୟ ଉଲ୍ଲେଖ ରହିଥିଲା । ତେବେ ଏହି ଗାଇଡ ଲାଇନ ରେ ବିବାହ ରେ ୨୦୦ ଜଣ ରହିବାର ଅନୁମତି ସହିତ ଅନ୍ତିମ ସଂସ୍କାର ରେ ୧୦୦ ଲୋକ ଉପସ୍ଥିତ ରହିବା ପାଇଁ ଅନୁମତି ମିଳିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।