ଦେଖନ୍ତୁ ଏହି ଦୃଶ୍ୟ – ସିସିଟିଭି ରେ ଧରାପଡିଲା ୧୪ ମାସର ଶିଶୁ କୁ ହାତଗୋଡ ବାନ୍ଧି ନିଜ ମାଆ ମାରିଲା ଗୋଇଠା, ଏଭଳି ମା” ଙ୍କୁ କ’ଣ କରାଯିବା ଦରକାର କମେଣ୍ଟରେ ଜଣାନ୍ତୁ…

0

ମରିଗଲା ମା ର ମମତା । ନିର୍ଦୟୀ ହେଲା ଜନ୍ମଦାତ୍ରୀ ।ଛୁଆ ଉପରେ ସୁଝାଇଲା ରାଗ । ଯାହାକୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା ତାକୁ ତଳେ ପକେଇ ଗୋଇଠା ଉପରେ ଗୋଇଠା। କେତେବେଳେ ପିଠି ରେ ତ କେତେବେଳେ ପେଟକୁ ଲାତ ।ନିଜେ ଜନ୍ମ କରିଥିବା ୧୪ ମାସ ର ଶିଶୁ କୁ ତଳେ ପକାଇ ନିଜ ପାଦ ରେ ଗୋଇଠା ମାରି ଚାଲିଛି ମା ନିଜର ଅସହାୟ ଶିଶୁ କୁ ।।

ତେବେ କାହିଁକି ଏମିତି ସେ ନିଜ ଶିଶୁ କୁ ମାଡ ମାରିଛନ୍ତି ଏହାର କାରଣ ଜାଣିଲେ ଆହୁରି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣଙ୍କ ରୁମ ତଙ୍କୁରି ଉଠିବ। କିପରି ଏତେ ବକଟେ ଶିଶୁ କୁ କିପରି ଏମିତି ନିର୍ଯାତାର ଦେଇ ପାରୁଛି ଜନ୍ମ କଲା ମାଆ ।

ତେବେ ସୋସିଆଲ ମିଡ଼ିଆ ରେ ଏମିତି ଏକ କରୁଣ ଭିଡିଓ ସେୟାର ହୋଇ ଅଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଦଳିଚକୁଟି ହୋଇ ଯିବ । ତେବେ କୁହା ଯାଏ ମାଆ ର ପଣତ କାନି ତଳେ ସୁଖ ର ବାସ ଥାଏ ଆଉ ମାଆ ର ପାଦ ତଳେ ସ୍ବର୍ଗ । ନିଜ ଶିଶୁ କୁ ଖାଇବା ପାଇଁ ଦେଇ ନିଜେ ଓପାସ ରେ ରହିଥାଏ ମା ତେଣୁ କୁହାଯାଏ ମା ର ଋଣ ଶୁଝି ହୁଏ ନାହିଁ।କିନ୍ତୁ ସୋସିଆଲ ମିଡ଼ିଆ ରେ ଯେଉଁ ଭିଡିଓ ଟି ସେୟାର ହୋଇଛି ସେହି ଭିଡିଓ ଦେଖିଲେ ଆପଣ ଙ୍କ ର ଏହି ଚିନ୍ତାଧାରା ସମ୍ପୂର୍ଣ ବଦଳି ଯିବ।

ନିଜ ରକ୍ତ ସମ୍ପର୍କ ର ମା ହୋଇ ମଧ୍ୟ ନିଜ ୧୪ ମାସ ର ଶିଶୁ କୁ ଏପରି ନିର୍ଯାତନା ଦେଖିଲେ ଆପଣ ଙ୍କ ରୁମ ଟଙ୍କୁରି ଉଠିବ। ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ପୁରୀ ଜିଲ୍ଲା ର ଗୋପ ବ୍ଲକ ଅନ୍ତର୍ଗତ ପାଇକ ସାହି ଗ୍ରାମ ରେ। ପାଇକ ସାହି ଗ୍ରାମ ଚକ୍ରଧର ବାବୁ ଭୁନେଶ୍ବରସ୍ଥିତ ଏକ ପ୍ରାଇଭେଟ୍ ରେ ଚାକିରି କରନ୍ତି।

ତେବେ ସେ ନଥିବା ଅବସ୍ଥାରେ ଅନେକ ସମୟରେ ତାଙ୍କର ପତ୍ନୀ ତାଙ୍କର ବୃଦ୍ଧ ବାପା ମା ଙ୍କୁ ମଧ୍ୟ ନିର୍ଯାତନା ଦିଅନ୍ତି ବୋଲି ତାଙ୍କ ମାଆ ତାଙ୍କୁ ବାରମ୍ବାର କହିଥିଲେ କିନ୍ତୁ ଏହି କଥା ବିଶ୍ୱାସ କରି ନଥିଲେ ଚକ୍ରଧର ବାବୁ ଓ ଘରେ ସିସିଟିଭି ମଧ୍ୟ ଲଗାଇ ଥିଲେ।ଯେତେବେଳେ ସେ ଘର ର ସିସିଟିଭି ଫୁଟେଜ ଚେକ୍ କଲେ ସେତେବେଳେ ଦେଖିଲେ ଯେ ତାଙ୍କ ପତ୍ନୀ ତାଙ୍କ ୧୪ ମାସ ର ଛୁଆ କୁ ଦୌଡ଼ି ରେ ବାନ୍ଧି ଦେଇ କୁ ଛୁଆ କୁ ନିଧୂମ ମାଡ ଏବଂ ଗୋଇଠା ମାରି ଚାଲିଛି ।

ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ନିଜ ଘରୋଇ କଳହ କୁ ଆଖ୍ୟା କରି ଓ ନିଜ ଶାଶୁ ସହିତ ପଡୁ ନଥିବା ରୁ ସେ ଏମିତି କରିଛନ୍ତି ବୋଲି କୁହା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।