ଦେଖନ୍ତୁ ଭିଡିଓ – ଆଳତୀ ବେଳେ ଜୀବନ୍ତ ହେଲେ ମା” କାଳୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମା” ଙ୍କର ଚମତ୍କାର ଭିଡ଼ିଓ…

0

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।ତେବେ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ମା କାଳୀ ଆଳତି ସମୟ ରେ ଜୀବନ୍ତ ହେବାରେ ଦେଖିବାକୁ ମିଳିଛି।ଆଳତି ବେଳେ ଜୀବନ୍ତ ହେଲେ ମା କାଳୀ ।

ଆଉ ଆଳତି ବେଳେ ଜୀବନ୍ତ ହେଲା ମାତା କାଳୀ ଙ୍କ ପ୍ରତିମୂର୍ତ୍ତି। ଆଉ ମା କାଳୀ ଙ୍କ ର ଏମିତି ଏକ ଅଦ୍ଭୁଡ ଦୃଶ୍ୟ କ୍ୟାମେରା ରେ ରେକର୍ଡ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଆଉ ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବେ ଯେ ଏହା କିପରି ସମ୍ଭବ ହେଲା । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ତେବେ ହିନ୍ଦୁ ଧର୍ମ ରେ ପୂଜା ପାଠ ର ଖୁବ୍ ମର୍ଯ୍ୟାଦା ରହି ଅଛି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ। ତେବେ ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହାଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇଥାଏ।ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ତେବେ ମନ୍ଦିର ରେ ପୂଜା କରିବା ସମୟ ରେ କିଛି ଲୋକ ମାନଂକ ର ମୋବାଇଲ୍ ଫୋନ୍ ରେ ଭିଡିଓ କରିବା ଅଭ୍ୟାସ ଥାଏ। କିନ୍ତୁ ସେହି ଭିଡିଓ କରୁ କରୁ ମୋବାଇଲ କ୍ୟାମେରା କଏଦେ ହେଲା ମା କାଳୀ ଙ୍କ ଅଦ୍ଭୂଦ ଦୃଶ୍ୟ । ଆଉ ଆଳତି ସମୟ ରେ ହୋଇଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ କ୍ୟାମେରା ଯେଉଁ ଆଡ଼କୁ ବୁଲ ଯାଉଛି ମା କାଳୀ ସେଇ ଆଡ଼କୁ ଚାହୁଁଛନ୍ତି ।ଆଉ ଭିଡିଓ ଦେଖିଲେ ଲାଗିବ ଯେପରି ମା ଙ୍କ ପ୍ରତିମୂର୍ତ୍ତି ନୁହଁ ଜୀବନ୍ତ ମୂର୍ତ୍ତି ପୂଜା କରା ଯାଉଛି ।

ତେବେ ମା କାଳୀ ଙ୍କ ର ଏହି ଅଦ୍ଭୁଦ ଭିଡିଓ ମୋବାଇଲ ରେ ରେକର୍ଡ ହେବା ପରେ ମା କାଳୀ ଙ୍କ ର ଏହି ମନ୍ଦିର ରେ ବହୁତ୍ ସଙ୍ଖ୍ୟା ରେ ଭିଡ ଜମାଇ ଥିବାର ଦେଖିବାକୁ ମିଳିଛି ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।