ଦେଖନ୍ତୁ ଭିଡିଓ – ବୟଫ୍ରେଣ୍ଡର ପଇସା ରେ ଏସଆଇ ପୋଲିସ ହୋଇଥିବା ଯୁବତୀ ଜଣକ ଭିଡିଓ ନିଆଁଭଳି ଭାଇରାଲ, ଆଉ ତା’ପରେ ଶେଷରେ…

0

ପ୍ରକୃତରେ ପ୍ରେମ ଏମିତି ଏକ ଜିନିଷ ତାହା ଏକ ପବିତ୍ର ବନ୍ଧନ ଏବଂ ଦୁଇଟି ଆତ୍ମାର ମିଳନ ରେ ହୋଇଥାଏ ବୋଲି କୁହାଯାଏ। ଯାହା ଏକ ପରିଣତ ବୟସରେ ନିଜର ବୌଦ୍ଧିକ ବିକାଶ ଏବଂ ମାନସିକ ବିକାଶ ହେବା ପରେ ପରସ୍ପର ପ୍ରତି ସ୍ନେହ ମମତା ଭଲପାଇବା, ଯତ୍ନ ଆସିବା ପରେ ହିଁ ହୋଇଥାଏ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ।

କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି।ସେଥିପାଇଁ କୁହାଯାଏ ପ୍ରେମ ତାହା, ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ ଅଟେ।

ଆଉ ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣେ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲିଯଇଥାଆନ୍ତି।

ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ। ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।

ପରସ୍ପର କୁ ସବୁ ପରିସ୍ଥିତି ରେ ସହାୟତା କରିବା ଏବଂ ଭାବନା କୁ ବୁଝିବାରେ ସମର୍ଥ ହୋଇଥାନ୍ତି ଉଚିତ୍ ପ୍ରେମ କରିବା ଲୋକେ।ତେବେ ଭଲପାଇବା ର ସ୍ୱାର୍ଥପରତା କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଭୁବନେଶ୍ୱର।ଏଠାରେ ଜଣେ ଯୁବତୀ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କୁ ଧୋକ୍କା ଦେଇଛନ୍ତି ତାଙ୍କ ଠାରୁ ସମସ୍ତ ସ୍ବାର୍ଥ ପାଇ ପାରିବା ପରେ। କାରଣ ଝିଅଟି ସମୟ କ୍ରମେ ଜଣେ ପୋଲିସ୍ ଅଧିକାରୀ ହୋଇ ପାରିଥିଲେ।

ଆଉ ତାପରେ ସେ ଏବେ ତାଙ୍କ ବୟ ଫ୍ରେଣ୍ଡ୍ କୁ ଧୋକା ଦେବା ପରେ ପ୍ରେମିକ ଜଣଙ୍କ ପୋଲିସ୍ ନିକଟରେ ଏ ବିଷୟରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ପ୍ରେମର ଅନେକ ପ୍ରମାଣ ମଧ୍ୟ ଦେଖାଇଛନ୍ତି।ଯୁବକ ଜଣଙ୍କ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓ ପୋଲିସ୍ କୁ ଦେଖାଇବା ସହ ଏସବୁ କୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି। ଏହାସହ ଯୁବତୀ ଜଣଙ୍କ ତାଙ୍କ ସହ ଏକାକୀ ଗୋଟିଏ ରୁମ୍ ରେ ମଧ୍ୟ ସ୍ବାମୀ ସ୍ତ୍ରୀ ସମ୍ପର୍କ ଭଳି ସମାୟ ଅତିବାହିତ କରିବା କଥା ସେ ପୋଲିସ୍ କୁ କହିଛନ୍ତି।

ଏଠାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏଭଳି ଭଲପାଇବା କେଉଁ ଦିଗକୁ ସୂଚାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।