ଦେଖନ୍ତୁ ଭିଡିଓ – ସାଙ୍ଗ ଘରକୁ ଯିବ ବାହାନା କରି ଜଙ୍ଗଲରେ ଯାଇ ରୋମାନ୍ସ କରୁଥିଲେ ଗାଁ ଲୋକମାନେ ଧରି ଭିଡିଓ ଭାଇରାଲ୍ କରିଲେ ସୋସିଆଲ୍ ମିଡିଆରେ…

0

ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଆମ ନଜର କୁ ଆସିଥାଏ। ନାରୀ ‘ଦୁଷ୍କର୍ମ’ ଭଳି ଘଟଣା ନିତିଦିନିଆ ହୋଇଗଲାଣି। ବର୍ତ୍ତମାନ ସମାଜରେ ନାରୀ ମାନଙ୍କର ଇଜ୍ଜତ୍ ଲୁଟ୍ ହେଉଛି ଏହା ଦ୍ୱାରା ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଆପଣମାନେ ଝିଅ ପୁଅ ମାନଙ୍କର ଆନେକ ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଦେଖିବାକୁ ପାଇଥାନ୍ତି।

ଏହି ଭଳି ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଅନେକ ଅସାମାଜିକ ଲୋକମାନେ ଭାଇରାଲ କରିଥାନ୍ତି। ଏଥିପାଇଁ ଅନେକଙ୍କ ଭବିଷ୍ୟତ ନଷ୍ଟ ହେବା ସହିତ ଜୀବନ ମଧ୍ୟ ଯାଉଛି, ଏଥି ସହିତ ପରିବାର ସଂମ୍ମାନ ହାନି ମଧ୍ୟ ହେଉଛି।

ବର୍ତ୍ତମାନର ଯୁବପିଢ଼ି ଆଧୁନିକତାର ବଶବର୍ତ୍ତୀ ହୋଇ ଲଜ୍ୟା ଜନକ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନେ ଏହିପରି କାର୍ଯ୍ୟ କରିବା ପୂର୍ବରୁ ନିଜର ପରିବାର ବିଷୟରେ ଚିନ୍ତା କରୁନାହାନ୍ତ, ନିଜର ଭବିଷ୍ୟତ ମଧ୍ୟ ନଷ୍ଟ ହେଉଛି। ସୋସିଆଲ ମିଡିଆରେ ଆପଣମାନେ ଏହିପରି ଅନେକ ଘଟଣା ଦେଖିବାକୁ ପାଇଥିବେ। ତେବେ ଆଜି ଆମେ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ‘ଝିଅ ପୁଅ’ ଉଭୟଙ୍କ ଭିଡ଼ିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ତେବେ ଘଟଣାଟି ଘଟଣାଟି ଘଟିଛି ମୁଜାଫୁର ଜିଲ୍ଲା ରେ, ପୁଅ ଏବଂ ଝିଅ ଏକ ନିଛାଟିଏ ସ୍ଥାନରେ ବସିଥିଲେ। ସେଠାରେ କିଛି ଲୋକ ଜବରଦସ୍ତି ସେମାନଙ୍କର ଭିଡ଼ିଓ ଉଠେଇବା ସହିତ ଅତି ଅସଭ୍ୟ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଲୋକମାନେ ଝିଅକୁ ତାର ବାପା ମାଆ ନାମ ଏବଂ ଘର କେଉଁଠି ଇତ୍ୟାଦି ପ୍ରଶ୍ନମାନ ପଚାରିଥିଲର। ସେ ଝିଅ ଏବଂ ପୁଅ କଲେଜ କଲେଜ ବାହାନାରେ ଜଙ୍ଗଲକୁ ଆସିଥିଲେ।

ସେମାନେ କିଛି କରିନାହାନ୍ତି ବୋଲି କହିଥିଲେ। ଭିଡ଼ିଓ ନ କରିବା ପାଇଁ ସେମାନେ ହାତ ଯୋଡି ଅନୁରୋଧ କରିଥିଲେ। କିନ୍ତୁ ଲୋକମାନେ ସେମାନଙ୍କ ଭିଡ଼ିଓ ଉଠେଇବା ସହିତ ସେମାନଙ୍କ ବାପା ମାଆଙ୍କୁ ଡାକିବା ପାଇଁ କହିଥିଲେ। ଝିଅପୁଅ ଉଭୟ ଭୟଭୀତ ହୋଇଯାଇଥିଲେ, କାନ୍ଦି କାନ୍ଦି ଭିଡ଼ିଓ କରୁଥିବା ଲୋକଙ୍କୁ ଭୂଲ ହୋଇଯାଇଛି ବୋଲି କହି କ୍ଷମା କରିଦିଅନ୍ତୁ ବୋଲିକହିଥିଲେ।

ବର୍ତ୍ତମାନର ଯୁବପିଢ଼ି ଆଧୁନିକତାକୁ ଅନୁସରଣ କରି ଏହିସବୁ କାର୍ଯ୍ୟ କରୁଛନ୍ତି। ଯାହାକି ଆମ ସମଜ ପାଇଁ ଆଦୁ ଗ୍ରହଣୀୟ ନୁହେଁ। ଏହା ଦ୍ୱାରା ନିଜର ଭବିଷ୍ୟତ ନଷ୍ଟ ହେବା ସହିତ ପରିବାରର ସଂମ୍ମାନହାନି ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଲୋକମାନେ ଏହିପରି ଭିଡ଼ିଓ ଉଠେଇ ଭାଇରାଲ କରୁଛନ୍ତି, ଏହିପରି କାର୍ଯ୍ୟ କରିବା ଆଦୁ ଠିକ ନୁହେଁ। ତାଙ୍କୁ ବୁଝାଇବା ଆବଶ୍ୟକ ଏହା ଦ୍ୱାରା କାହାର ସଂମ୍ମାନହାନି ହେବନି କିମ୍ବା ଜୀବନ ମଧ୍ୟ ଯିବନି।

ପିତାମାତା ମାନେ ମଧ୍ୟ ବର୍ତମାନର ଯୁବପୀଢ଼ିଙ୍କୁ ସଚେତନ କରେଇବା ଆବଶ୍ୟକ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।