ଦେଖନ୍ତୁ ଭିଡ଼ିଓ । ଦିନ ଦ୍ବିପହର ରେ ବିବାହିତ ସ୍ତ୍ରୀ ହୋଇ ଜଙ୍ଗଲରେ କରୁଥିଲେ ରାସଲୀଳା, ଧରି ନେଲେ କିଛି ଟୋକା । ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ….

0

କହିବାକୁ ଗଲେ ବର୍ତ୍ତମାନ ଅଧିକାଂଶ ଯୁବକ ଯୁବତୀ ପରସ୍ପରକୁ ଯେଉଁ ପ୍ରେମ କରି ବସୁଛନ୍ତି ତାହା ସେମାନଙ୍କ ପାଇଁ ଏକ ଶାରିରୀକ ଆକର୍ଷଣ ଏବଂ ଶାରିରୀକ ମିଳନ ର କେନ୍ଦ୍ରବିନ୍ଦୁ ପାଲଟିଛି।ନିଜକୁ ଉପଭୋଗ କରିବା ପାଇଁ ଏବଂ ଅନୁଭବ ପାଇବା ପାଇଁ ସେମାନେ ସେମାନେ ବିବାହ ପୂର୍ବରୁ ଏସବୁ ଅନୈତିକ କାର୍ଯ୍ୟ ଅନୈତିକ ଭାବରେ କରିବାକୁ ପଛାଉ ନାହାନ୍ତି।ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।

ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ତେବେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ଗତ ୨୨ ତାରିଖର ବୋଲି କୁହା ଯାଉଛି।

ଏବଂ ଏହା ବଲାଙ୍ଗୀର ଜିଲ୍ଲାର ଏକ ଜଙ୍ଗଲ ପାଖ ଅଞ୍ଚଳ ଅଟେ।ଭିଡିଓ ଟିରେ ମଧ୍ୟ ଯୁବକ ଯୁବତୀ ନିଛାଟିଆ ସ୍ଥାନରେ ପ୍ରେମାଲାପ କରୁଥିବା ବେଳେ ତାଙ୍କୁ ଧରିଛନ୍ତି କିଛି ବ୍ୟକ୍ତି ଏବଂ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ନିଛାଟିଆ ସ୍ଥାନରେ ତାଙ୍କର ଏହି କାର୍ଯ୍ୟ କଲାପ କୁ ଦୁର୍ଭାଗ୍ୟ ବଶତଃ କେହିଜଣେ ଶୁଟ କରିଥିଲେ ଏବଂ ଏହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଆଉ ଏଥିରେ ଦେଖିବାକୁ ମିଳୁଛି କି ସେମାନଙ୍କୁ ଛାଡ଼ି ଦେବା ପାଇଁ କିପରି ସେମାନେ ନେହୁରା ହେଉଛନ୍ତି।ତେବେ କୁହା ଯାଇ ପାରେ ଯେ ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଏହିଭଳି କିଛି ପ୍ରେମୀ ଯୁଗଳ ଏକ ଖରାପ୍ ଆଖ୍ୟା ଦେବାରେ ଲାଗିଛନ୍ତି।ଏଥି ପାଇଁ ସେମାନେ ନିଜର କ୍ଷଣିକ ସୁଖ ପାଇଁ ଯେ କୌଣସି ନିଛାଟିଆ ସ୍ଥାନକୁ ମଧ୍ୟ ଛାଡୁ ନାହାନ୍ତି।

ତେବେ ଏଠାରେ ଘଟିଥିବା ଏହି ଘଟଣାରେ ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ ଏବେ ଏକ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।ତେବେ ଏହି ଭୁଡ଼ିଓ ରୁ ସ୍ପଷ୍ଟ ଭାବରେ ଏହା ଜଣାପଡୁଛି କି ବର୍ତମାନ ର ଯୁବ ସମାଜ କିପରି ଦିନକୁ ଦିନ ଭୁଲ ମାର୍ଗରେ ଅଗ୍ରସର ହେଉଛନ୍ତି।ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବା , ରୋମାନ୍ସ ର ମଜା ନେବା ସହିତ ଜୀବନକୁ ଅନୈତିକ ଢଙ୍ଗରେ ଉପଭୋଗ କରିବାକୁ ଇଚ୍ଛା କରୁଛନ୍ତି ଅନେକ ଯୁବକ ଯୁବତୀ।

ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟଣା ମାନ ଘଟିବାର ଦେଖିବାକୁ ମିଳୁଛି। ଯାହା ଏହି ଶିକ୍ଷିତ ସମାଜରେ ମୂର୍ଖାମିର ପରିଚୟ ପ୍ରଦାନ କରୁଛି ନିଶ୍ଚିତ ଭାବରେ।ତେବେ ଆମେ ଆପଣଙ୍କୁ ଲେଖା ମାଧ୍ୟମରେ ଏତିକି କହିବାକୁ ଚାହୁଁଛୁ ଯେ ନିଜର ବ୍ୟକ୍ତିଗତ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତକୁ ଏମିତି ବାହାରେ ସର୍ବ ସାଧାରଣରେ ଅସମ୍ମାନ କରନ୍ତୁ ନାହିଁ। ନିଜ ପ୍ରେମକୁ ସମ୍ମାନ ଦିଅନ୍ତୁ ଏବଂ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ସମ୍ମାନ ଜନାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।