ଦେଖନ୍ତୁ ଭିଡ଼ିଓ । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ରେ ଏକାଠି ଅଭିନୟ କରିବେ ବାପା ପୁଅ, ଜବରଦସ୍ତ ଭୂମିକା ରେ ସିଦ୍ଧାନ୍ତ ଙ୍କ ପୁଅ….

0

ଆପଣ ମାନେ ନିଶ୍ଚିତ ଭାବେ ଓଡ଼ିଆ ଆଲବମ୍ ଦୁନିଆ ର ସଫଳ ଅଭିନେତା ଶୈଳେନ୍ଦ୍ର‌ ଅଟନ୍ତି। ତାଙ୍କ ଦ୍ୟାନ୍ସ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି । ଯାହା ଫଳରେ ଶୈଳେନ୍ଦ୍ର‌ ଏବେ ଗୋଟିଏ ନୂଆ ଫିଲ୍ମ୍ ରେ ଅଭିନୟ କରିଛନ୍ତି। ଯେଉଁ ଫିଲ୍ମ୍ ଟି ଜି ସାର୍ଥକ ରେ ପ୍ରସାରିତ ହୋଇଥିଲା । ତେବେ ଏହି ଫିଲ୍ମ୍ ରେ ଶୈଳେନ୍ଦ୍ର‌ ଙ୍କ ନାୟିକା ଭାବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ନଜର ଆସି ଥିଲେ।

ତେବେ ବର୍ତ୍ତମାନ ଶୈଳେନ୍ଦ୍ର‌ ଙ୍କ ହାତରେ ଆଉ ଦୁଇଟି ଓଡ଼ିଆ ଫିଲ୍ମ୍ ରହି ଅଛି ।ତେବେ ଗୋଟିଏ ଫିଲ୍ମ୍ ରେ ଶୈଳେନ୍ଦ୍ର‌ ଙ୍କ ବିପକ୍ଷ ରେ ପ୍ରକୃତି ମିଶ୍ର ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିବା ବେଳେ ଆଉ ଗୋଟିଏ ଫିଲ୍ମ୍ ରେ ଭୂମିକା ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି। ଯାହା ସୂଚନା ମିଳିଛି ଏହି ଫିଲ୍ମ୍ ରେ ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର‌ ଙ୍କ ବାପା ଚରିତ୍ର ରେ ଅଭିନୟ କରିବା ରେ ନଜର ଆସିବେ। ତେବେ ଏହି ନୂଆ ଫିଲ୍ମ୍ ର ସଙ୍ଗୀତ ନିର୍ଦ୍ଦେଶନା ବୈଦନାଥ ଦାସ ଦେଇ ଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ରାଯାଦିପି ।

ତେବେ ଆପଣ ମାନେ ଜାଣି ଥିବେ ଯେ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏକ ଖବର ଖୁବ୍ ମାତ୍ରା ରେ ଭାଇରାଲ ହୋଇଥିଲା କିନ୍ତୁ ଏହି ଖବର ଟି ସମ୍ପୂର୍ଣ ମିଥ୍ୟା ଅଟେ। ଆମେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଶୈଳେନ୍ଦ୍ର‌ ଙ୍କ ବାପା ସିଦ୍ଧାନ୍ତ ମହାପାତ୍ର ନୁହଁନ୍ତି । ଶୈଳେନ୍ଦ୍ର‌ ଙ୍କ ବାପା ସିଦ୍ଧାନ୍ତ ମହାପାତ୍ର ନୁହଁନ୍ତି । ଏହି ଫିଲ୍ମ୍ ରେ ସେ ତାଙ୍କ ବାପା ଚରିତ୍ର ରେ ଅଭିନୟ କରୁଛନ୍ତି ।

ତେବେ ଶୁଣା ଯାଉଛି ଯେ ଏହି ଫିଲ୍ମ୍ ଟି ଆସନ୍ତା ମାସ ରେ ଜି ସାର୍ଥକ ରେ ଟେଲିକାଷ୍ଟ ହେବାକୁ ଯାଉଛି। ତେବେ ଆପଣ ମାନେ ଶୈଳେନ୍ଦ୍ର‌ ଙ୍କ ଫିଲ୍ମ୍ ଓ ଆଲବମ୍ ଗୀତ ତ ନିଶ୍ଚୟ ଦେଖିଥିବେ । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ସେ ନିଜ ଆଲବମ୍ ଗୀତ ରୁ ହିଁ ବହୁତ୍ ପ୍ରସିଦ୍ଧ ହୋଇ ପାରିଛନ୍ତି ଆଉ ବର୍ତ୍ତମାନ ସେ ଫିଲ୍ମ୍ ମଧ୍ୟ କରୁଛନ୍ତି। ତେବେ ସେ ନିଜର କଠିନ ପରିଶ୍ରମ ଦ୍ବାରା ଆଗକୁ ଆଗକୁ ସଫଳତା ଦିଗରେ ଆଗେଇ ଚାଲିଛନ୍ତି ।

ତାଙ୍କ ଆଲବମ୍ ଗୀତ ସବୁ ହିଟ୍ ହୋଇଥାଏ ଓ ସେ ଏଥିରେ ଖୁବ୍ ଭଲ ଦ୍ୟନ୍ସ ସହିତ ଅଭିନୟ ମଧ୍ୟ କରି ଥାଆନ୍ତି। ତେବେ ବର୍ତ୍ତମାନ ରିଲିଜ୍ ହୋଇଥିବା ଫିଲ୍ମ୍ କୁ ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି ଆଉ ଆଗାମୀ ମାସରେ ତାଙ୍କ ର ଏକ ନୂଆ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି । ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଶୈଳେନ୍ଦ୍ର‌ ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।