ଦେଖନ୍ତୁ ଭିଡ଼ିଓ – ଓଡିଶା ଛାଡିବା ପରେ ହୋଟେଲ ରେ ଜବରଦସ୍ତ ଡ୍ୟାନ୍ସ କଲେ ଆଇଟମ ଗାର୍ଲ ରାଣୀ ପଣ୍ଡା…

0

ବର୍ତ୍ତମାନ ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। କିଛି ନା କିଛି କାରଣକୁ ନେଇ ସେ ମିଡ଼ିଆ ସମ୍ମୁଖକୁ ଆସିଥାନ୍ତି ଏବଂ ତାଙ୍କର ବାଇଟ ମଧ୍ୟ ଦେଇଥାନ୍ତି। ଯାହା ସମସ୍ତଙ୍କୁ ଚକିତ ମଧ୍ୟ ଅନେକାଂଶରେ କରିଥାଏ।ତେବେ କହିବାକୁ ଗଲେ ଯାତ୍ରା ଜଗତର ରାଣୀ ଭାବରେ ଜଣାଶୁଣା ରାଣୀ ପଣ୍ଡା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ଦର୍ଶକ ମହଲରେ ଏବେ ବେଶ୍ ଆଦୃତି ହାସଲ କରିଛନ୍ତି।

ତେବେ ଦର୍ଶକ ମାନେ କେବଳ ତାଙ୍କୁ ରାନୀ ପଣ୍ଡା ନାମରେ ନୁହେଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାମରେ ଭଲ ଭାବରେ ଜାଣନ୍ତି। କାରଣ ଅନେକ ଘଟଣା ସମ୍ପର୍କରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ସେ କିଛି ମାସ ହେବ ସର୍ବଦା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପୁଣି ଅନେକ ସମୟରେ ଭିଡିଓ ଜରିଆରେ ତାଙ୍କର ଅନେକ ମନ୍ତବ୍ୟ ଏବଂ କାର୍ଯ୍ୟ କଲାପ ମଧ୍ୟ ସାମ୍ନାକୁ ଆସିଥାଏ। ଯାହାବି ହେଉ ଚର୍ଚ୍ଚିତ ଅଭିନେତ୍ରୀ ଭାବରେ ରାନୀ ପଣ୍ଡା ବେଶ୍ ଜଣାଶୁଣା।ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।ଏବେ ପୁଣି ସେ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ଡାନ୍ସ ଭିଡିଓ କୁ ନେଇ। କୁହା ଯାଉଛି କି ଏହି ଭିଡିଓ ସେ ଓଡ଼ିଶା ଛାଡ଼ିବା ପରେ ବାହାରେ ଏକ ହୋଟେଲ ରେ ଡାନ୍ସ ପାର୍ଟିରେ ଶୁଟ କରିଛନ୍ତି।

ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ସେ ଯେଉଁଭଳି ଭାବରେ ଭିଡିଓ ରେ ଡାନ୍ସ କରୁଛନ୍ତି ତାହା ବହୁତ ଆକର୍ଷଣୀୟ ହୋଇଛି।ତାଙ୍କର ନୃତ୍ୟ ମଧ୍ୟ ବହୁତ୍ ମନୋରଞ୍ଜନ ଧର୍ମୀ ହୋଇଛି।ସେଠାରେ ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ଡାନ୍ସ କରୁ ଥିବାର ଦେଖିବାକୁ ମିଳୁଛି। ଯିଏକି ଝିଲମିଲ ଡ୍ରେସ୍ ରେ ଆଇଟମ ଡାନ୍ସ କରୁଛନ୍ତି ।

ଏହାକୁ ସେଠାକାର ଉପସ୍ଥିତ ଲୋକେ ଉପଭୋଗ କରୁଛନ୍ତି ଏବଂ କ୍ୟାମେରା ରେ ରେକର୍ଡ ମଧ୍ୟ କରୁଛନ୍ତି।ସେ ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି। ଆଇଟମ ଏବଂ ଡାନ୍ସ ଗୀତ ମାଧ୍ୟମରେ ସେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି।ଏହି ଭିଡିଓ ଗୁଡ଼ିକରେ ସେ ତାଙ୍କର ଜବରଦସ୍ତ ଜଲବା ଦେଖାଉଛନ୍ତି।

ବେଶ ସୁନ୍ଦର୍ ବେଶଭୂଷା ରେ ନିଜକୁ ସଜେଇ ସେ ଅନେକ ଭିଡିଓ ରେକର୍ଡ କରିଛନ୍ତି।ଏହି ଭିଡିଓ ଗୁଡ଼ିକ ରେ ସେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି ଏବଂ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି।ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ରାଣୀ ପଣ୍ଡା କିଛିଦିନ ତଳେ ଓଡ଼ିଶା ଛାଡ଼ି ଚାଲି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।