ଦେଖନ୍ତୁ ଯୁବତୀଙ୍କର Mms ଭିଡିଓ – ଚେଞ୍ଚିଙ୍ଗ ରୁମରେ ସିସିଟିଭି ଲଗାଇ ଯୁବତୀ ଙ୍କ ଡ୍ରେସ ବଦଳାଇ ବାର ଦୃଶ୍ୟ ଲୁଚି ଲୁଚି ଦେଖୁଥିଲେ ଦୋକାନୀ ଯୁବତୀ ଜାଣିବା ପରେ…

0

ଆଜିର ଇଣ୍ଟରନେଟ ଏବଂ ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିବା କାରଣରୁ ଅନେକ ସମୟରେ ମଣିଷ ଏହାର ସଦୁପଯୋଗ ନକରି ଦୁରୁପଯୋଗ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ଅନେକ କିଛି ଅପ୍ରୀତିକର ଘଟଣା ଏବଂ ନିନ୍ଦନୀୟ ବାତାବରଣ ଆଜିର ସମାଜରେ ସୃଷ୍ଟି ହେଉଛି ଭିନ୍ନ ସମୟରେ। ଏମିତି ରେ ଅନେକ ପ୍ରକାରର ଖବର ସଂସ୍ପର୍ଶରେ ଆପଣ ମାନେ ପ୍ରତିଦିନ ଆସୁଥିବେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଅନେକ ସମୟରେ।

ଦେଶ ବିଦେଶର ଅନେକ ଖବର ବିଷୟରେ ଆପଣଙ୍କୁ ଆମେ ଅନେକ ସମୟରେ ଅବଗତ କରାଇଛୁ ବିଭିନ୍ନ ସମୟରେ ଯାହା ସୋସିଆଲ ମିଡ଼ିଆ ସହିତ ଜଡ଼ିତ।

ଏହିପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଖବର ମଧ୍ୟ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ବା ଖବର ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। କାରଣ ଏହା ସମାଜର ଏକ ବିପରୀତ ଧାରାକୁ ସୂଚାଇ ଥାଏ ଯେଉଁଥିରେ ଭରି ରହିଥାଏ ମନ୍ଦ ଉଦ୍ଦେଶ୍ୟ।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

କିନ୍ତୁ ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।କାରଣ ଘଟଣାଟି କିଛି ସେହିପରି ପ୍ରକାରର ଅଟେ। ବହୁତ୍ ଏହି ଭଳି ଅପ୍ରୀତିକର ଘଟଣା ମାନ ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ସେହିପରି ଏକ ଘଟଣା ନିକଟରେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ ସପିଂ ମଲ ର ଚେଞ୍ଜିଙ୍ଗ ରୁମ୍ ରେ ଡ୍ରେସ୍ ଟ୍ରାଏଲ୍ କରୁଥିବାର ଦେଖିବାକୁ ମିଳୁଛି।

ଆଉ ସେ ଏହି ସମୟରେ କାମ ସ୍କାମ୍ ର ସମୁଖୀନ ହେଉଛନ୍ତି। ସୌଭାଗ୍ୟ ବଶତଃ ସେ ଜାଣି ପାରୁଛନ୍ତି ସେଠାରେ କିଛି ଅସ୍ବାଭାବିକ ସ୍ଥିତି ରହିଛି। ତାପରେ ସେ ନିଜ ଆଙ୍ଗୁଳିକୁ ଆଇନା ଆଗରେ ରଖି ଏହାର ପ୍ରତିଫଳନ ଜାଣି ଏବଂ ଏଥିରେ ବାଡେଇ ଏହାର ଶବ୍ଦରୁ ସେ କିଛି ଅନୁମାନ କରି ପାରିଲେ ଯେ ଚେଞ୍ଜୀଙ୍ଗ ରୁମ୍ ରେ କିଛି ସିକ୍ରେଟ୍ କ୍ୟାମେରା ଲାଗିଛି ଯାହା ଝିଅଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରୁଛି।

ତେଣୁ ସେ ସଂପୂର୍ଣ୍ଣ ଡ୍ରେସ୍ ନଖୋଲି ତାଙ୍କୁ କିଛି ଅସ୍ବାଭାବିକ ଲାଗିବା କାରଣରୁ ସେ ପୁଣି ଖୋଲିଥିବା ଡ୍ରେସ୍ ପିନ୍ଧି ତାଙ୍କର ଏକ ସାଙ୍ଗକୁ ଫୋନ୍ କରୁଛନ୍ତି ଏବଂ ଏହି ଘଟଣା ବିଷୟରେ ଅବଗତ କରାଉ ଅଛନ୍ତି। ତାପରେ ସେ ସେହି ମଲ ର ମ୍ୟାନେଜର ନିକଟକୁ ଏ ବିଷୟରେ କହିବା ପାଇଁ ଯାଉ ଥିବାର ଦେଖିବାକୁ ମିଳିଛି। ତେଣୁ ଆପଣ ମାନେ ନିଶ୍ଚିତ ଟ୍ରାଏଲ ରୁମ୍ ରେ ଡ୍ରେସ୍ ଚେଞ୍ଜ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।