ଦେଖନ୍ତୁ LIVE ଭିଡ଼ିଓ । କାହିଁକି ଖରାପ ଭାଷାରେ ଗଲି ଦିଅନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା, Live ଆସି କହିଲେ ଏମିତି….

0

ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରିଥାନ୍ତି। କିଛି ଲୋକ ଅଛନ୍ତି ଯିଏ ସବୁବେଳେ ନିଜ କଥା ଭାବିଥାନ୍ତି। ସେହିପରି ଲୋକଙ୍କୁ ସ୍ୱାର୍ଥପର ବୋଲି କହିପାରିବ। ସାହାଯ୍ୟ କରୁଥିବା ଲୋକ ସମାଜରେ ବହୁତ କମ ମିଳିବେ। ଆଉ ମଧ୍ୟ କିଛି ଅଛନ୍ତି ଯଦି ଜଣେ ଆଗକୁ ଯିବାକୁ ଚାହିଁବ ଏଠି ତାକୁ ତଳକୁ ଖସେଇ ଦିଆଯାଇଥାଏ। ତେବେ ଏମିତି ଲୋକ ଅଛନ୍ତି ଯେ ବିପଦ ସମୟରେ ବି ହାତ ବଢାଇଛନ୍ତି।

ସେ ସୁଖ ଆଉ ଦୁଃଖର ସାଥି। ସେହିପରି ଆମ ଓଡ଼ିଶାର ସମସ୍ତଙ୍କର ପ୍ରିୟ ଅଭିନେତା ରାନୀ ପଣ୍ଡା ଏବଂ ସେ ମଧ୍ୟ ଜଣେ ସମାଜସେବୀ। ତାଙ୍କର ବିଚିତ୍ର ପ୍ରତିଭା ପାଇଁ ଲୋକପ୍ରିୟ ହାସଲକରିପାରିଛନ୍ତି। କଥାରେ ଅଛି ଠିକ ବାଟରେ ଗଲେ ବାଧା ସୃଷ୍ଟି ହୋଇଥାଏ।

ସମସ୍ତଙ୍କର ପ୍ରିୟ ରାନୀ ପଣ୍ଡା ଜଣେ ଥିଲେ ସାହାସିକତାର ନାରୀ। ସେ ସବୁ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣରେ ରଖିଥାନ୍ତି। ସେ ବିଭିନ୍ନ ବିବାଦକୁ ନେଇ ସମସ୍ତଙ୍କ ପାଖରେ ଛିଡା ହେବା ଆଉ ନ୍ୟାୟ ପାଇଁ ଲଢ଼ିବା ପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ମାନେ ଜାଣିଥିବେ।ତାଙ୍କର ସୋସିଆଲ ମିଡିଆରେ ବି ବହୁତ ଫ୍ୟାନସ ଫ୍ରେଣ୍ଡ ଅଛନ୍ତି।

ଏହାମାନେ ତାଙ୍କର ପ୍ରଶଂସା କରିଥାନ୍ତି ଏବଂ ଭଲ ପାଇବା ଦେଇଥାନ୍ତି। ସେହିପରି ଏବେ ଗୋଟିଏ ଭିଡିଓ ଭାଇରାଲ ହେଉଅଛି, ସେଥିରେ ସେ କହୁଛନ୍ତି ଯେ ” ତାଙ୍କୁ ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତକୁ ନେଇ ଖରାପ କରି କହିଛନ୍ତି କିନ୍ତୁ ସେ ସେମିତି କିଛି ବି ନୁହନ୍ତି। ସେ ବହୁତ ସାହାସିକତା ଏବଂ ମାନବିକତା ମଧ୍ୟ। ସେ କୌଣସି ବେପାର, ଚୋରି ଭଳି କାମରେ ଲିପ୍ତ ନାହାନ୍ତି ବୋଲି କହିଛନ୍ତି।

ଆଉ ସେ କେବେ ବି କାହା ପାଖରୁ ଧାର କରିକି ଚଳୁ ନାହାନ୍ତି ,ସେ ନିଜେ ଖଟୁଛି ଏବଂ ଖାଉଛି। ଆଉ ଗୋଟିଏ ସତ କଥା ଦୁଃଖ ସମୟରେ କେହି ପାଖରେ ରୁହନ୍ତି ନାହିଁ କିନ୍ତୁ ସୁଖ ସମୟରେ ରହିଥାନ୍ତି”। ସେହିପରି ରାନୀ ପଣ୍ଡାଙ୍କ ଜୀବନରେ ଆସିଛି ବୋଲି କହୁଛନ୍ତି। ତାଙ୍କ ଜୀବନ ମଧ୍ୟରେ ସେ ବହୁତ କଷ୍ଟ ଯନ୍ତ୍ରଣା ପାଇଲେଣି।

ତାଙ୍କ ଭିଡିଓରୁ ଜଣାପଡୁଛି ଯେ ଏ ଦୁନିଆରେ ଯିଏ ଯେଉଁ କଲର ଚଷମା ପିନ୍ଧିଛି ତାକୁ ସମସ୍ତେ ସେମିତି ଦେଖା ଯାଉଛନ୍ତି। ସେମାନେ ସମସ୍ତଙ୍କୁ କହିପାରନ୍ତି ନାହି। ତାଙ୍କ କ୍ୟାରେକ୍ଟରକୁ ନେଇ କିଛି ଦୁଷ୍ଟ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଅଯଥା ବେଜିତ କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ସବୁ କଥା ତାଙ୍କର ଫ୍ୟାନସ ଏବଂ ପ୍ରଶଂସକମାନେ ଜାଣିଲାପରେ ଘୋର ନିନ୍ଦା କରିଛନ୍ତି।

ସେମାନେ କହୁଛନ୍ତି ଆମେ ସମସ୍ତେ ରାନୀ ପଣ୍ଡା ପାଖରେ ଅଛୁ। ଆମମାନଙ୍କର ଭଲ ପାଇବା ବି ଅଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।