ଦେଖନ୍ତୁ Live ଭିଡ଼ିଓ – କାହାକୁ ଭଲ ପାଇଁ ବିବାହ କରିବେ ସିରିଏଲ ଅଭିନେତ୍ରୀ ଭକ୍ତି ଓ ସୁଭଦ୍ରା ଦେଖନ୍ତୁ ନିଜ ବିଷୟରେ ଆଉ କ’ଣ କହିଲେ….

0

ଅନେକ ସମୟରେ ଟେଲି ଅଭିନେତ୍ରୀ ମାନଙ୍କର ବ୍ୟକ୍ତିଗତ ଜୀବନ ଶୈଳୀ ବିଷୟରେ ଜାଣିବାକୁ ଦର୍ଶକ ମାନେ ଇଚ୍ଛା କରିଥାନ୍ତି। କାରଣ ସେମାନେ ଅଭିନୟ ଦୁନିଆ ବାହାରେ କିପରି ନିଜକୁ ପରିବେଷଣ କରନ୍ତି ତାହା ସମସ୍ତଙ୍କର ଆଗ୍ରହ ଥାଏ ଜାଣିବାକୁ।ତେବେ ଆପଣ ତ ଜାଣିଛନ୍ତି ଏମିତି ରେ ବି ସେଲେବ୍ରିଟି ମାନଙ୍କ ର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।

କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି। ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରହସ୍ୟ ମଧ୍ୟ ରହିଥାଏ।

ଆଉ ସ୍ୱାଭାବିକ ଭାବରେ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ମଧ୍ୟ ଭରି ରହିଥାଏ। ସିନେ ଜଗତର ତାରକା ହୁଅନ୍ତୁ କି ଛୋଟ ପରଦା ର ତାରକା ହୁଅନ୍ତୁ ସେମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ।

ସେହିପରି ଆମେ ଆଜି ଆମ ଓଡ଼ିଶାର ଟେଲି ଅଭିନେତ୍ରୀ ମାନଙ୍କର ପ୍ରେମ ସମ୍ପର୍କ ଏବଂ ପ୍ରେମ ଜୀବନକୁ ନେଇ ହେଉଥିବା ଏକ ଚର୍ଚ୍ଚାର ଝଲକ ଆପଣଙ୍କୁ ଦେଖାଇବା ପାଇଁ ଯାଉଛୁ ଯାହାକୁ ଦେଖିଲା ପରେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇଯିବେ ଯେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ କୁ ନେଇ କିଭଳି ଧାରଣା ରହିଛି।

ଏହାଛଡା ଏହି ଛୋଟ ପରଦାର ଅଭିନେତ୍ରୀ ମାନେ ମଧ୍ୟ ବ୍ୟକ୍ତିଗତ ଜୀବନରେ କେତେ ମେଲାପି ଅଟନ୍ତି ଏବଂ କେତେ ମଜା କରିଥାନ୍ତି ପରସ୍ପର ସହ। ଆମେ କହୁଚୁ ଧାରାବାହିକର ଅଭିନେତ୍ରୀ ସୁମନ୍, ଜେଶି, ଯାହାଙ୍କୁ ଆପଣ ଭକ୍ତି ନାମରେ ଜାଣିଛନ୍ତି। ତୋ ଅଗଣା ର ତୁଳସୀ ମୁଁ ଧାରାବାହିକରେ ସେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟି ଅଛନ୍ତି ଏବଂ ଦର୍ଶକଙ୍କ ଭଲ ପାଇବା ମଧ୍ୟ ପାଇଛନ୍ତି।

ତେବେ ଆପଣଙ୍କୁ ଆମେ କହି ରଖୁଛୁ କି ଏମାନଙ୍କ ସହିତ ଆମର ଅଭିନେତା ପୁପିନ୍ଦର ଏକ ଭିଡିଓ କନ୍ଫରେନ୍ସ କରିଥିଲେ ଏବଂ ସମସ୍ତଙ୍କୁ ସେମାନଙ୍କ ଲଭ୍ ଲାଇଫ ବିଷୟରେ ପଚାରିଥିଲେ।ଆଉ ଏହି ପ୍ରଶ୍ନରେ ସେମାନେ ଯେଉଁଭଳି ଭାବରେ ଉତ୍ତର ଦେଇଥିଲେ ତାହା ଆପଣ ଶୁଣିଲେ ହସି ହସି ଗଡି ଯିବେ ଏବଂ ନିଶ୍ଚିତ ମନୋରଞ୍ଜନ ର ସୁରାକ ମଧ୍ୟ ପାଇବେ। ସିଧା ସଳଖ କିଛି ନକହି ଏହି ଅଭିନେତ୍ରୀ ମାନେ ପରୋକ୍ଷ ଭାବରେ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ କହିଥିଲେ।

ଅଭିନେତ୍ରୀ ଯେଶି ମଧ୍ୟ ତାଙ୍କର ମତ ରଖିଥିଲେ। ପୁପିନ୍ଦର ମଧ୍ୟ ତାଙ୍କ ପ୍ରେମ ସମ୍ପର୍କରେ କହିଥିଲେ। ଆପଣ ମଧ୍ୟ ଏହି ଭିଡିଓ କୁ ଦେଖି ନିଶ୍ଚିତ ଏଥିରୁ ମଜା ପାଇବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।