ଦେଖନ୍ତୁ LIVE ଭିଡ଼ିଓ – ବିବାହ ପରେ ଲାଇଭ ଭିଡିଓ କରି ଦର୍ଶକଙ୍କ ସାମ୍ନାକୁ ଆସିଲେ ଦିପ୍ତିରେଖା, ଆଉ କହିଲେ ଏମିତି କିଛି କଥା….

0

ଆପଣ ମାନେ ଓଡ଼ିଶା ର ପ୍ରସିଦ୍ଧ ଓଡ଼ିଆ ଗାୟିକା ଦିପ୍ତିରେଖା ପାଢ଼ୀ କୁ ନିଶ୍ଚିତ ଭାବେ ଜାଣିଥିବେ । ନିଜର ସଙ୍ଗୀତ ପାଇଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି । ଫିଲ୍ମ୍ ଗୀତ ଠାରୁ ଆରମ୍ଭ କରି ଆଲବମ୍ ଭଜନ ଜାଏ ସବୁ ପ୍ରକାର ଗୀତ ସେ ଗାଈ ଅଛନ୍ତୀ । ଓଡ଼ିଆ ର ପ୍ରାୟ ୩୦୦ ରୁ ଅଧିକ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି ।

ଏହା ସହିତ ଦିପ୍ତିରେଖା ପାଢ଼ୀ ଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଧିକ ଫ୍ୟାନ ମାନେ ରହିଛନ୍ତି ।ତାଙ୍କ କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ ।

ତାଙ୍କର ସବୁ ଗୀତ ହିଟ୍ ହୋଇ ଥାଏ ଓ ସେ ଜଣେ ପ୍ରସିଦ୍ଧ ଗାୟିକା ବୋଲି ଆଜି ଘରେ ଘରେ ପରିଚିତ ଅଟନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ଦିପ୍ତିରେଖା ପାଢ଼ୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ। ତେବେ ଦିପ୍ତିରେଖା ପାଢ଼ୀ ଭୁବନେଶ୍ୱର ରେ ଜଣେ ଶିଳ୍ପପତି ଙ୍କୁ ବିବାହ କରିଛନ୍ତି ।ତେବେ ବିବାହ ପରେ ସେ ପ୍ରଥମ ଥର ପାଇଁ ଟିଭି ପରଦା ସାରେଗାମାପା ର ମଞ୍ଚ ଜରିଆ ରେ ନଜର ଆସିଛନ୍ତି ।

ତେବେ ବିବାହ ପୂର୍ବରୁ ସେ କହିଥିଲେ ଯେ ବିବାହ ପରେ ମଧ୍ୟ ସେ ନିଜର ସୀଙ୍ଗିଗି କ୍ୟାରିୟର କୁ ଜାରି ରଖିବେ ଓ ପୂର୍ବ ଭଳି ନୂଆ ନୂଆ ସୁପର୍ ହିଟ୍ ଗୀତ ମାନଙ୍କୁ ସେ ନିଜ ଫ୍ୟାନ ମାନଙ୍କୁ ଭେଟି ଦେବେ। ତେବେ ସେ ନିଜର ଏହି କଥା ରଖି ସାର୍ଥକ ସବୁଠାରୁ ଫେମସ୍ ସୋ ସାରେଗାମାପା ରେ ଜଜ୍ ଭାବରେ ନଜର ଆସିବାକୁ ଯାଉଛନ୍ତି ।ତେବେ ବିବାହ ପରେ ଦିପ୍ତିରେଖା ପାଢ଼ୀ ଭୁବନେଶ୍ୱର ରେ ନିଜ ଶାଶୁ ଘରେ ରହିଥିଲେ ଆଉ ବିବାହ ପରେ ଏହି ସୋ ତାଙ୍କର ପ୍ରଥମ ସୋ ହେବାକୁ ଯାଉଛି।

ଏହି ସୋ ରେ ଆପଣ ଦିପ୍ତିରେଖା ପାଢ଼ୀ ଙ୍କ ସହିତ ଅନ୍ୟ ବଡ଼ ବଡ଼ ସିଙ୍ଗର ଯେମିତି କି ଅସୀମା ପଣ୍ଡା , ଗୁଡୁଲି ରଥ ଙ୍କୁ ଯଜ୍ ଭାବରେ ଏହି ସୋ ରେ ଦେଖିବାକୁ ପାଇବେ। ତେଣୁ ଏହି ସୋ ଟି ଜି ସାର୍ଥକ ର ବହୁତ ସୁନ୍ଦର ଓ ଗ୍ରାଣ୍ଡ ଭାବରେ ସୋ ଟି ହେବାକୁ ଯାଉଛି।ତେବେ ଏହି ସାରେଗାମାପା ସୋ ର ଟିମ୍ ମେମ୍ବର ଆଜି ଲଞ୍ଚିଗ୍ ପାଇଁ ସମୁଦ୍ର କୁଳ ରେ ନଜର ଆସିଛନ୍ତି।

ତେବେ ସେହି ସମୁଦ୍ର ପାଖରେ ବାଲୁକା ରେ ସଂଗୀତ ର ସମସ୍ତ ବାଦ୍ୟ କୁ ତିଆରି କରା ଯାଇଛି । ତେବେ ଜାନୁଆରୀ ୯ ତାରିଖ ଦିନ ରାତି ୯ ଟା ରେ ” ସାରେଗାମାପା ସ୍ୱର ର ମହା ମଞ୍ଚ” ଜି ସାର୍ଥକ ରେ ପ୍ରସାରିତ ହେବାକୁ ଯାଉଛି। ତେବେ ଅସୀମା ପଣ୍ଡା ଓ ଦିପ୍ତିରେଖା ପାଢ଼ୀ ସେହି ବାଲୁକା ବେଳାଭୂମି ରେ ଲାଇଭ ଆସି ଏହି ସୋ ବିଷୟ ରେ କହିଛନ୍ତି ଓ ସମସ୍ତଙ୍କୁ ଏହି ସୋ ଦେଖିବା ପାଇଁ ଅନୁରୋଧ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।