ପ୍ରଥମେ ପ୍ରେମ ଏବଂ ପରେ ଧୋକା, ଶେଷରେ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ହେଲା ଜଣେ ଅଭିନେତାର, ସୋସିଆଲ ମିଡ଼ିଆର ଘୁରି ବୁଲୁଛି ଭିଡ଼ିଓ….

0

ଧୀରେ ଧୀରେ ଯୁଗ ପରିବର୍ତ୍ତନ ହେଉଅଛି ତା ସହିତ ମାନବ ଜାତିର ଢାଞ୍ଚା ମଧ୍ୟ ବଦଳି ଯାଉଅଛି। ବିଶ୍ୱରେ ସବୁଦେଶ ଟେକ୍ନୋଲୋଜି ମାଧ୍ୟମରେ ପ୍ରତିଯୋଗିତା କରୁଛନ୍ତି। ବର୍ତ୍ତମାନ ଏହି ଅତ୍ୟାଧୁନିକ କିମ୍ବା ଟେକ୍ନୋଲୋଜି ଯୁଗରେ ଛାତ୍ରଛାତ୍ରୀ ମାନେ ଶିକାର ହୋଇ ପାଠପଢା ପ୍ରତି ଆଉ ମାନଯୋଗ ଦେଉନାହାନ୍ତି।

ଏବେ ସମସ୍ତେ ପ୍ରେମ ସମ୍ପର୍କକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି। ପ୍ରେମରେ ପଡିଲା ପରେ ଯୁବ ପିଢ଼ି ନଷ୍ଟ ହୋଇଯାଇଥାନ୍ତି। ପ୍ରେମରେ ପଢିଲାପରେ ସମସ୍ତେ ଏକ ପ୍ରକାର ଅନ୍ଧ ହୋଇଯାଇଥାନ୍ତି। ଯାହା ଫଳରେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି।ଯୁବସମାଜ ଏହାଦ୍ୱାରା ସମାଜର ସବୁ ନୀତିନିୟମକୁ ଭୁଲି ଯାଉଛନ୍ତି।

ପ୍ରେମ ସମସ୍ତଙ୍କୁ ଅଲଗା ଦୁନିଆକୁ ନେଇଯାଇଥାଏ। ଯାହାଦ୍ୱାରା ବାପା ମା ଙ୍କୁ ମଧ୍ୟ ପଛରେ ପକେଇଦେଇଥାନ୍ତି।ଏମାନେ ନିଜର ଜୀବନକୁ ଆଗକୁ ନେବା କଥା ଭାବନ୍ତି ନାହିଁ ଆଉ ଜୀବନକୁ ନଷ୍ଟ କରିଦେଇଥାନ୍ତି।ଆଉ ମଧ୍ୟ ସେମାନେ ସମାଜରେ ନିଜକୁ ଲଜିତ କରିଥାନ୍ତି। ତେବେ ଆଜି ଏମିତି ଏକ ପ୍ରେମ ସମ୍ପର୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ହାସ୍ୟଜନକ ଏବଂ ଲଜିତ ମଧ୍ୟ। ଆଗରୁ ଥିଲା ପ୍ରେମ ଶବ୍ଦ ପବିତ୍ର କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମ କହିଲେ କାମନା ଏବଂ ବାସନାର ସମାହାର।

ଆଉ ଏହି ସମୟରେ ଯୁବ ସମାଜ ନିଜର ମାନସମ୍ମାନକୁ ଭୁଲି ଯାଇ କଳୁଷିତ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ଯାହା ପରବର୍ତ୍ତୀ ପିଢୀର ପରିବାର ଏବଂ ସମାଜ ଉପରେ ଅଧିକ ପ୍ରଭାବ ପକାଇଥାଏ।ସୂଚନାମିଳିଛି ଯେ ବର୍ତ୍ତମାନ ଜଣେ ଅଭିନେତାଙ୍କ ସହ ତାଙ୍କ ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓ ସମସ୍ତଙ୍କ ପାଖରେ ପହଂଚିସରିଲାଣି ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓ ଭାଇରାଲ ହେବାର କାରଣ ଜାଣିଲେ ଆପଣମାନେ ଚମକି ପଡିବେ।

ତେବେ ସେ ଅଭିନେତାଙ୍କ ମତ ଅନୁସାରେ ତାଙ୍କର ଗାର୍ଲଫ୍ରେଣ୍ଡ ତାଙ୍କୁ ପ୍ରେମରେ ପ୍ରତାରଣା ଦେଇଛନ୍ତି।କିନ୍ତୁ ତାଙ୍କ ଗାର୍ଲଫ୍ରେଣ୍ଡ ଧକ୍କା ଦେବାର କିଛି କାରଣ ରହିଛି ଯାହା ହେଉଛି ତାଙ୍କ ସହ ବିତାଇ ଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହଉଛି। ଯାହାକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି। ଯାହା ଗୋଟିଏ ଝିଅର ଇଜ୍ଜତ। ଆଉ ଏବେ ଅଭିନେତା କହୁଛନ୍ତି ଏହି ଭିଡ଼ିଇ ପାଟ ପରେ ମୋତେ ପୋଲିସ ଗିରଫ କରିବ କିମ୍ବା ଆତ୍ମହତ୍ୟା କରିବି।

ଆଉ ମୋ ସହ ପ୍ରେମ ନାମରେ ଛଳନା କରିବା ଏବଂ ସ୍ୱାର୍ଥ ହାସଲପରେ ପ୍ରତାରଣା ଦେଇଥିବା ମହିଳାଙ୍କ ପାଇଁ ଏତିକି କିଛି କରିବାଟା ଭୁଲ ନୁହେଁ।ଆଉ ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ପୋଲିସ ଏ ଯାଏ ଗିରଫ କରିନାହାନ୍ତି। ଯାହା ଏବେ ସମସ୍ତେ ଘରନିନ୍ଦା କରୁଛନ୍ତି। ଏହା ସମାଜ ପାଇଁ ଖରାପ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।