ଭଗବାନ ଶିବଙ୍କର ଅବତାର ବଦ୍ରିନାଥ ମନ୍ଦିରରେ କାହିଁକି ବଜାଯାଏ ନାହିଁ ଶଙ୍ଖ, କଣ ରହିଛି ଏହା ପଛର ରହସ୍ୟ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ, ଏହା ସମ୍ପର୍କରେ ଜାଣିଲେ ଚମକି ପଡିବେ…

0

ବିଶ୍ୱର ସବୁସ୍ଥାନରେ ରହସ୍ୟମୟ ସ୍ଥାନ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ସେହିପରି ଆମ ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଉ ପ୍ରତ୍ୟେକ ମନ୍ଦିରର ନିଜରର ସ୍ଵତନ୍ତ୍ର ଏବଂ କିଛି ରହସ୍ୟ ରହିଛି। ଏହି ରହସ୍ୟ ମନ୍ଦିର ମଧ୍ୟରେ ଆମ ଭାରତର ମଧ୍ୟ ଅଛି ଯାହା ହେଉଛି ଶିବଙ୍କର ବଦ୍ରିନାଥ ମନ୍ଦିର।

ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ଯାହାର ରହସ୍ୟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମନ୍ଦିର ବିଶ୍ୱରେ ସବୁଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର। ଏହା ଶିବଙ୍କର ଦ୍ୱାଦଶ ଅବତାର ମଧ୍ୟରୁ ଗୋଟିଏ ଯାହା ହେଉଛି ବଦ୍ରିନାଥ। ଏହା ଆମ ଦେଶର ଉତ୍ତରାଖଣ୍ଡ ର ଅଳମାନନ୍ଧା ନଦୀ ପାଖରେ ଅବସ୍ଥିତ। ଏହି ମନ୍ଦିରରେ ବହୁତ ଦୁରନ୍ତରରୁ ଲୋକମାନେ ଆସିଥାନ୍ତି। ଆମ ଦେଶର ମନ୍ଦିର ମାନଙ୍କ ମଧ୍ୟରେ ଏହା ଏକ ଅନ୍ୟତମ। ଏହି ମନ୍ଦିରର ସ୍ୱତନ୍ତ୍ର ଇତିହାସ ମଧ୍ୟ ରହିଛି।

ତେବେ ଏହି ମନ୍ଦିରକୁ ଦେଖିବାପାଇଁ ଦେଶ ବିଦେଶରୁ ଲୋକମାନେ ଆସିଥାନ୍ତି। ଏହି ମନ୍ଦିରର କିଛି ରହସ୍ୟ ରହିଛି ଆପଣମାନେ ଜାଣିନଥିବେ ତାହା ହେଉଛି ଏହି ବଦ୍ରିନାଥ ମନ୍ଦିରରେ କେବେ ବି ଶଙ୍ଖ ବଜାଯାଏ ନାହିଁ। ତେବେ ଆଜି ଆପଣଙ୍କୁ ଆଜି ଏହି ରହସ୍ୟ ସମ୍ପର୍କରେ କହିବୁ ଯାହା ଜାଣିଲେ ଆଚଙ୍କିତ ହୋଇଯିବେ। ଏହି ମନ୍ଦିର ପଛରେ ଥିବା କାହାଣୀ ହେଉଛି, ଦିନେ ଏହି ସ୍ଥାନରେ ଦାନବମାନେ ତାଙ୍କର ତାଣ୍ଡବଲୀଳା କରିଥିଲେ।

ଯାହାକୁ ସମସ୍ତ ମାନବଜାତି ଡରୁଥିଲେ। ସେମାନେ କୌଣସି ମୁନି ଋଷି ଏବଂ ବ୍ରାହ୍ମଣ ମାନଙ୍କୁ ମନ୍ଦିରରେ ପୂଜା କରିବାକୁ ଦେଉ ନଥିଲେ। ସେମାନେ ନିଜକୁ ବଞ୍ଚେଇବା ପାଇଁ ଗୁମ୍ଫା ଭିତରେ ଲୁଚି ରହିଥାନ୍ତି। ଦାନବମାନଙ୍କର ଏପରି କଷ୍ଟଦାୟକ କିମ୍ବା କାର୍ଯ୍ୟକଳାପ ଦେଖିଲାପରେ ଋଷି ବୈଶିଷ୍ଟ୍ୟ ମା ଭଗବତୀ ଙ୍କର ସାହାଯ୍ୟ ମାଗିଥିଲେ। ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଧରା ପୃଷ୍ଠରେ ଆବିର୍ଭାବ ହୋଇଥିଲେ ମାତା କୁଷ୍ମାଣ୍ଡ ଦେବୀ ରୂପରେ ।

କିନ୍ତୁ ମାତା କୁଷ୍ମାଣ୍ଡଙ୍କ ଠାରୁ ଦୁଇ ରାକ୍ଷାସ ବାତାପି ଓ ପ୍ରତାପୀ ବଂଚିବା ପାଇଁ ଜଣେ ମା ଙ୍କର ମନ୍ଦିର ପଛରେ ଲୁଚିଥିବା ବେଳେ ଆଉ ଜଣେ ବଦ୍ରିନାଥ ମନ୍ଦିରରେ ଥିବା ଶଙ୍ଖ ଭିତରେ ଲୁଚି ଯାଇଥିଲେ। ଏହି ଘଟଣା ପରଠାରୁ କିଛି ପରିବର୍ତ୍ତନ ହୋଇଥିଲା। ଯାହା ହେଉଛି ବଦ୍ରିନାଥ ମନ୍ଦିରରେ ଶଙ୍ଖ ବଜେଇବା ବନ୍ଦ କରାଯାଇଥିଲା। ସେହିଦିନ ଠାରୁ ଏହି ମନ୍ଦିରରେ ନୂଆ ପରମ୍ପରା ଆରମ୍ଭ ହୋଇଥିଲା।

ଏହି ରହସ୍ୟ ଜାଣିଲା ପରେ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଠାକୁ ସମସ୍ତେ ଆସିପାରନ୍ତି ନାହିଁ , ଯଦି ଭଗବାନଙ୍କ ଡୋରି ଥିବ ଯାଇପାରିବେ। ତାଙ୍କର ମହିମା ବହୁତ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।