ମାଳିକା ର ବଡ ଭବିଷ୍ୟବାଣୀ ! ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାଳିକାରେ ମିଳିଲା ପ୍ରମାଣ…

0

ଗୋଟିଏ ମାଳିକା ଶାସ୍ତ୍ର ସବୁ ଭକ୍ତ ମାନଙ୍କୁ ମିଳିଥାଏ।ସେହି ମାଲିକାର ନାମ ହେଉଛି ଇନ୍ଦ୍ର ଗୋବିନ୍ଦ ଗୀତା।ଏଥିରେ ଓଡ଼ିଶାର ସମସ୍ତ ରାଜା ଏବଂ ତାଙ୍କର ଶାସନ ଏବଂ ରାଜବଂଶ ବିଷୟରେ ଆଲୋଚନା କରିଛନ୍ତି।ତେବେ ଏହି ସମୟରେ ଭକ୍ତ ମାନେ ପ୍ରଶ୍ନ କରିଛନ୍ତି ଯଦି ମହାପୁରୁଷ ଅଚ୍ୟୁତାନନ୍ଦ ରାଜା ରାଜୁଡ଼ା ଶାସନ ବିଷୟରେ ଉଲ୍ଲେଖ କରିଛନ୍ତି ତେବେ କଣ ଆଗକୁ ଯିଏ ଆମ ରାଜ୍ୟର ଶାସନ ଭାର ଗ୍ରହଣ କରିବ, ଦେଶ ବିଦେଶର ପ୍ରଜାତନ୍ତ୍ର, ଗଣତନ୍ତ୍ର ଶାସନ ପରିଚାଳନା ଏବଂ ଏବେର ଶାସନ ଗଣତନ୍ତ୍ର ଉପରେ କୌଣସି ମନ୍ତବ୍ୟ ରଖି ନାହାନ୍ତି।

ମାଳିକାରେ କଣ ଓଡ଼ିଶାର ଆଗାମୀ ରାଜନୈତିକ ଭବିଷ୍ୟତ କୁ ନେଇ କିଛି ଉଲ୍ଲେଖ ରହିଛି କି ନାହିଁ ଏହା ଅନେକଙ୍କ ପ୍ରଶ୍ନ ରହିଛି।ତେବେ ଆମେ ଆଜି ମହାପୁରୁଷ ଅଚ୍ୟୁତ ଙ୍କ ବର୍ଣ୍ଣିତ ଲେଖାରେ ଏହା ସମ୍ବନ୍ଧୀୟ କଣ ତଥ୍ୟ ଉଲ୍ଲେଖ ରହିଛି ତାହା ଆପଣଙ୍କୁ କହିବାକୁ ଯାଉଛୁ।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ରାଜା ରାଯୁଡ଼ା ଶାସନ ସହିତ ସେମାନଙ୍କର ଜନ୍ମ ବିବରଣୀ ଆଦି ଉଲ୍ଲେଖ କରିଛନ୍ତି ଏବଂ ପୁନଶ୍ଚ ଉତ୍କଳ ପ୍ରଦେଶରେ କିଏ ତାର ଶାସନ ଚଳାଇବ ଏବଂ ୨୦୨୪ ରେ କିଏ ଏଠାରେ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ମଧ୍ୟ ବର୍ଣ୍ଣନା କରିଛନ୍ତି ମାଳିକା ରେ।ତେବେ ଏହି ଶାସକ ଜଣଙ୍କ ପୁରୁଷ କିମ୍ବା ମହିଳା, ବିବାହିତ ଅଥବା ଅବିବାହିତ ଏହି ଭଳି ସମ୍ବନ୍ଧୀୟ ତଥ୍ୟ ସେ ବର୍ଣ୍ଣନା କରିଛନ୍ତି।ତେବେ ଯେଉଁଭଳି ଭାବରେ ଏବେ ରାଜା ମାନେ ରହି ମଧ୍ୟ ସେମାନଙ୍କର ହାତରେ କ୍ଷମତା କିଛି ନାହିଁ।

ସାଧାରଣ ପ୍ରଜା ଭାବରେ ସେମାନେ ଏବେ ରହିଛନ୍ତି। ସେହିପରି ମନ୍ତ୍ରୀ ମାନଙ୍କ ଶାସନ ଉପରେ ଯାହା ବର୍ଣ୍ଣିତ ରହିଛି ତାହା ଯାହା ରହିଛି ତାକୁ ଭକ୍ତବୃନ୍ଦ ମାନେ ସ୍ବୀକାର କରିବା ଦରକାର।ଓଡ଼ିଶା ପ୍ରଦେଶରେ ୨୦୨୪ ମସିହା ବେଳକୁ ଓଡିଶାର ଯିଏ ମୁଖ୍ୟମନ୍ତ୍ରୀ ହେବେ ଅଥବା ମୁଖ୍ୟ ଶାସନ ଭାର ଗ୍ରହଣ କରିବେ ସିଏ ଜଣେ ମହିଳା ହୋଇଥିବେ ବୋଲି ଉଲ୍ଲେଖ କରିଛନ୍ତି ମହାପୁରୁଷ। ଅନେକ ପରିବର୍ତ୍ତନ ଦେଖାଦେବ ଓଡ଼ିଶା ପ୍ରଦେଶରେ।

ସମସ୍ତେ ପ୍ରଜାମାନେ ଜଣେ ମହିଳାଙ୍କ ଶାସନ ଭାର ରେ ଚଳିବେ ଏବଂ ସମୟକ୍ରମେ ଏଇ ସମୟ ବେଳକୁ ନୀଳାଚଳ ପ୍ରଦେଶରେ ଅଲୌକିକ ପ୍ରତିଭା ଦେଖାଦେବା ବିଷୟରେ ମଧ୍ୟ ବର୍ଣ୍ଣନା କରା ଯାଇଛି।ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଏହି ବଚନ ର ସତ୍ୟତା କୁ ଆଧାର କଲେ ଆମେ ଜାଣିବାକୁ ପାଉଛୁ ଯେ ଓଡ଼ିଶାରେ ନୀଳାଚଳ ମାଟିରେ ଆଗକୁ ନାରୀର ଶାସନ ରେ ଆମକୁ ରହିବାକୁ ପଡ଼ିବ। ଜଣେ ମହିଳା ଏହି ଶାସନ ଭାର ଗ୍ରହଣ କରି ଓଡ଼ିଶାକୁ ଆଗେଇ ନେବାରେ ସହାୟକ ହେବ।

ତେବେ ଏହାର ପ୍ରମାଣ ମଧ୍ୟ ମାଳିକା ରେ ଉଲ୍ଲେଖ ରହିଛି। ଏହାକୁ ଏକ ଯୁକ୍ତି ଭାବରେ ଗ୍ରହଣ ନକରି ଏହାର ଯଥାର୍ଥତା ପାଇଁ ଶାସ୍ତ୍ରକୁ ଅନୁସରଣ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।