( ମୁଠାଏ ଚାଉଳ ) ଆପଣଙ୍କ ଘରକୁ ଆଣିବ ଟଙ୍କା | ଧନ ପ୍ରାପ୍ତିର ଏହି ଉପାୟ ଆଜି ହିଁ କରନ୍ତୁ….

0

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି , ତାଙ୍କ ଜୀବନରେ ବହୁତ ସର ଧନ ଆସୁ ଏବଂ ବହୁତ୍ ସର ଖୁସି ମଧ୍ୟ ଆସୁ । କିନ୍ତୁ ବେଳେ ବେଳେ ଏହା ହୋଇଥାଏ ଯେ ଆପଣମାନେ ପଇସା ତ ବହୁତ୍ ସାରା କମେଇଥାନ୍ତି କିନ୍ତୁ ଧନ ଘରେ ରହିନଥାଏ , କେବେ କେବେ ତା ଧନ ଘରକୁ ଆସେ ହିଁ ନଥାଏ । ସେଥିପାଇଁ ଆପଣ ବହୁତ୍ ଚିନ୍ତିତ ଅଛନ୍ତି ଏବଂ ଆପଣ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି କିନ୍ତୁ ଧନ ଘରେ ଆଦୌ ରହୁ ନାହିଁ , ବହୁତ ଶୀଘ୍ର ଆପଣଙ୍କର ଘରୁ ଆପଣ କମେଇ ଥିବା ଧନ ସରିଯାଉଛି ।

ବନ୍ଧୁଗଣ ଏହା ବହୁତ ସହଜ ଉପାୟ ଅଟେ , ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ ! ବରଂ ଦିନକୁ ଦିନ ଆହୁରି ଏହି ଧନର ମାତ୍ର ବୃଦ୍ଧି ପାଇବାରେ ଲାଗିବ । କେବଳ ଗୁରୁବାର କିମ୍ବା ଶୁକ୍ରବାର ଦିନ ହିଁ କରିବେ , କାରଣ ଏହି ଦୁଇ ବାର ମଧ୍ୟ ରୁ ଗୁରୁବାର ହେଉଛି ମାତା ଲକ୍ଷ୍ମୀଙ୍କ ବାର ଏବଂ ଶୁକ୍ରବାର ଦେବ ଗୁରୁଙ୍କ ବାର ହୋଇଥାଏ ।

ସର୍ବ ପ୍ରଥମେ ଆପଣ ଏକ ଛୋଟ ମାଟି ମାଠିଆ ନିଅନ୍ତୁ ।ଏବେ ଆପଣଙ୍କୁ ଏହି ମାଠିଆ ବା କଳସରେ ଚାଉଳ ରଖିବାର ଅଛି , ଆପଣ ମାନେ କରି ଏହି ମାଠିଆରେ ସମ୍ପୂର୍ଣ ଭାବେ କରି ଚାଉଳ ଭର୍ତି କରନ୍ତୁ , ଏବଂ ଏବେ ଦୁଇଟି ଦୁବ ଘାସ ନିଅନ୍ତୁ ଯାହାକି ପ୍ରଭୁ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ । ଏହା ପରେ ଏଥିରେ ଗୋଟେ ୧ ଟଙ୍କା ରଖନ୍ତୁ ,ବନ୍ଧୁଗଣ ଏହାକୁ ଚାଉଳ ଭିତରେ ହିଁ ରଖନ୍ତୁ । ଏହାପରେ ଗୋଟେ ନାଲି କପଡ଼ାରେ ସେହି କଳସ ବ ମାଠିଆ ର ମୁହଁ କୁ ଭଲ ଭାବେ ବାନ୍ଧି ଦିଅନ୍ତୁ ।

ବନ୍ଧୁଗଣ ଏବେ ଏହା ବନିଗଲା ଆପଣଙ୍କର ଦିବ୍ୟ ଧନ ଆସିବାର କଳସ , ଏହା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ । ବନ୍ଧୁଗଣ ମାନେ ରଖିବେ କି ଏହି କଳସ କୁ ଆପଣ ଆପଣଙ୍କର ଘରର ଉତ୍ତର – ପଶ୍ଚିମ କୋଣ ରେ ରଖିବେ । ଏବେ ଏହାକୁ ଆପଣମାନେ ପୁରା ବର୍ଷ ସେମିତି ସ୍ଥିର କରି ରଖିବେ ଏବଂ ଏହାକୁ ଆର ବର୍ଷ ଉଠାଇ ଭଗବାନ ଙ୍କୁ ସ୍ମରଣ କରି ପାଖରେ ଥିବା ଯେ କୌଣସି ନଦୀ ବା ପୋଖରୀ ରେ ଭସେଇ ଦେବେ ନହେଲେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ।

ଏହାକୁ ଛାତ ଉପରେ ଭୁଲ ରେ ମଧ୍ୟ ପକେଇବେ ନାହିଁ । ଏବଂ ସେହି ୧ ଟଙ୍କା କୁ ନିଜ ପାଖରେ ରଖନ୍ତୁ , ବନ୍ଧୁଗଣ ଧ୍ୟାନ ରଖିବେ ଏହାକୁ ଯେପରି ଖର୍ଚ୍ଚ କରିବେ ନାହିଁ ।ଏହାକୁ ଆପଣ ନିଜର ଧନ ରଖୁଥିବା ସ୍ଥାନ କିମ୍ବା ନିଜର ପର୍ଶ୍ ରେ ରଖିପାରିବେ । ତେବେ ବନ୍ଧୁଗଣ ଆପଣ ଯଦି ଘରେ ଏହି ଉପାୟ ପ୍ରୟୋଗ କରନ୍ତି , ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଏବଂ ଆପଣଙ୍କର ଘର ଉପରେ ପ୍ରସନ୍ନ ହୋଇ ଅସୀମ କୃପା ଆପଣଙ୍କୁ ଏବଂ ଆପଣଙ୍କର ଘରକୁ ପ୍ରଦାନ କରିଥାନ୍ତି , ଯାହା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ଏବଂ ଖର୍ଚ୍ଚ କମ୍ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।