ସାଧାରଣ ଜ୍ଞାନ ପ୍ରଶ୍ନ – କିଏ ” ବନ୍ଦେ ମାତରଂ ” ରାଷ୍ଟ୍ରୀୟ ଗୀତ ରଚନା କରିଥିଲେ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ପାଠ ପଢିଥିବା ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜ୍ଞାନ ର ଜଗତ ରେ ଯେତେ ପିଲା ମାନେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ଅନେକ ମାତ୍ର ରେ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ କିନ୍ତୁ ଏହି ପରି କିଛି ପ୍ରଶ୍ନ ର ଉତ୍ତମ ଜାଣିବା ଆବଶ୍ୟକ ଅଟେ l ଆମେ ମାନେ ଜାଣିବା ପାଇଁ ବହୁତ ଅନେକ ନୂଆ ନୂଆ ପ୍ରଶ୍ନ ସହିତ ତାହାର ଉତ୍ତର ମଧ୍ୟ ରହି ଅଛି l

ଆମେ ଯେତେ ଅଧିକ ସାଧାରଣ ଜ୍ଞାନ ଜାଣିବା ଆମେ ଦୁନିଆ ବିଷୟ ରେ ସେତେ ଅଧିକ କଥା ଜାଣିବା l ଏମିତି କିଛି ସାଧାରଣ ଜ୍ଞାନ ଜାଣିଲେ l ଆମେ ନୂଆ ନୂଆ କଥା ଓ ଦେଶ ଦୁନିଆ ବିଷୟ ରେ ଅଧିକ କଥା ଜାଣି ପାରିବା ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ବିଷୟ ରେ ଜାଣିବା l

1.୨୦୦୮ ମସିହା ଆଇ.ପି.ଏଲ୍ ର ବିଜେତା କିଏ ?
ଉ. ରାଜସ୍ଥାନ ରୋୟାଲ୍ସ l

2.ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ ?
ଉ. ଡକ୍ଟର ରାଜଗୋପାଳାଚାରୀ l

3.ଉତ୍ତର ମେରୁ ରେ ପହଞ୍ଚି ଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉ. ପ୍ରୀତି ସେନଗୁପ୍ତା l

4.ଭାରତର ବୃହତ୍ତମ ଚିଡ଼ିଆଖାନା ଟି କେଉଁଟି?
ଉ. ଆଲିପୁର୍, କୋଲକାତା l

5.କିଏ ଭାରତର କୁଳବୁଦ୍ଧ ରୂପେ ପରିଚିତ ?
ଉ.ଦାଦା ଭାଇ ନରୋଜୀ l

6.ଭାରତର କେଉଁ ରାଜ୍ୟକୁ ପଞ୍ଚନଦୀର୍ ଦେଶ କୁହାଯାଏ?
ଉ.ପଞ୍ଜାବ l

7.ରବୀନ୍ଦ୍ରନାଥ ଟାଗୋର ଙ୍କ ସମାଧିପୀଠ କେଉଁ ଠାରେ ଅବସ୍ଥିତ ?
ଉ. ଶାନ୍ତିନିକେତନ l

8.ସ୍ଥଳସେନାର କର୍ଣ୍ଣାଲ୍,ବାୟୁସେନା ର ଗ୍ରୁପ୍ କ୍ୟାପଟେନ ସହ ନୌସେନା ର କେଉଁ ପଦବୀ ସମକକ୍ଷ ଅଟେ ?
ଉ.କ୍ୟାପଟେନ l

9.ଭାରତର ସର୍ବାଧିକ ନଗର ଯୁକ୍ତ ରାଜ୍ୟଟି କିଏ ?
ଉ. ଉତ୍ତରପ୍ରଦେଶ

10.ଭାରତର କେଉଁ କେନ୍ଦ୍ରଶାସିତ ଅଞ୍ଚଳ ଟି ସବୁ ଠାରୁ ସାକ୍ଷର ?
ଉ. ଚଣ୍ଡିଗଡ l

11.ଭାରତରେ ଲାଲ୍ ତ୍ରିଭୁଜ ଟି କେଉଁ ସଙ୍କେତ କୁ ବୁଝାଇ ଥାଏ ?
ଉ.ପରିବାର ନିୟୋଜନ l

12.ସୁଦାମା ମନ୍ଦିର କେଉଁ ଠାରେ ଅବସ୍ଥିତ ?
ଉ.ପୋରବନ୍ଦର l

13.ଭାରତର କେଉଁ ରାଜ୍ୟ ରେ ହାତୀ ମାନେ ଅଧିକ ଅଛନ୍ତି?
ଉତ୍ତର:ଏହାର ଉତ୍ତର ହେଉଛି,ଭାରତର କର୍ଣ୍ଣାଟକ ରାଜ୍ୟରେ ହାତୀ ମାନେ ଅଧିକ ଅଛନ୍ତି।

14. କିଏ” ବନ୍ଦେ ମାତରଂ ” ରାଷ୍ଟ୍ରୀୟ ଗୀତ ରଚନା କରି ଥିଲେ ?
ଉତ୍ତର:- ବଙ୍କିମଚନ୍ଦ୍ର ଚାଟାର୍ଜୀ ଲେଖି ଥିଲେ

ଏହି ପରି ଅନେକ ପ୍ରଶ୍ନ ର ଉତ୍ତମ ଜାଣିବା ସମସ୍ତ ଙ୍କର ନିତ୍ୟାନ୍ତ ଆବଶ୍ୟକ ଅଟେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।