ସାବାଡ଼ ହେବେ ଉଦ୍ଧତ ପୋଲିସ ! ଏଣିକି ବାଇକ ଚାଳକଙ୍କ ଦେହରେ ହାତ ଲଗେଇ ପାରିବେ ନାହିଁ ଟ୍ରାଫିକ ପୋଲିସ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ରାତିରେ ଗାଡି ଚାଳକ ମାନଙ୍କ ଦେହରେ ହାତ ମାରି ପାରିବ ନାହିଁ ପୋଲିସ୍। ଗୋଟିଏ ଦିନ ରେ ଏକ ରୁ ଅଧିକ ଥର କାଟି ପାରିବେ ନାହିଁ ଚାଲାଣ । କେବେ ନା କେବେ କେଉଁଠି ନା କେଉଁଠି ଆପଣ ଟ୍ରାଫିକ ପୋଲିସ ଙ୍କ ହାବୁଡ ରେ ପଡ଼ିଥିବେ । ଏମିତି ସମୟ ରେ ଅନେକ ପୋଲିସ୍ କର୍ମୀ ଆପଣ ଙ୍କୁ ଚେକିଙ୍ଗ ଆଳ ରେ ବହୁତ୍ ସମୟ ରୋକିବା ପାଇଁ ଚେଷ୍ଟା କରିଥିବେ । ଏପରିକି କେତେ ଥର ଆପଣ ଙ୍କ ହାତ ମଧ୍ୟ ଧରି ପକେଇ ଥିବେ ତ ଆଉ କେତେବେଳେ ଚଳନ୍ତା ଗାଡି ରୁ ଚାବି ଛଡ଼ାଇବା ପାଇଁ ଚେଷ୍ଟା କରି ଥିବେ।

ହେଲେ ଏଭଳି କରିବା ସମ୍ପୂର୍ଣ ରୂପେ ଭୁଲ୍ ଅଟେ । କାରଣ ଏଭଳି କରିବା ଦ୍ୱାରା ଆପଣ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇ ପାରେ ଯାହାର ଅଭିଯୋଗ ମଧ୍ୟ ଆପଣ କରି ପାରିବେ। ତେଣୁ ଏଭଳି ପରିସ୍ଥିତି କୁ ଦୃଷ୍ଟି ରେ ରଖି ଆଜି ଆମେ ଆପଣ ଙ୍କୁ କିଛି ନିୟମ ବିଷୟ ରେ ଜଣାଇବୁ ଯାହାକୁ ଆପଣ ଜାଣି ରଖିବା ନିହାତି ଆବଶ୍ୟକ ଅଟେ ।

ନିୟମ ଭାଙ୍ଗିଲେ ବି ଗାଡି ରୁ ଚାବି କାଢି ପାରିବେ ନାହିଁ ପୋଲିସ୍। ସାମାନ୍ୟ ପରିସ୍ଥିତି ରେ ଟ୍ରାଫିକ ପୋଲିସ କୁ କେବଳ ଏତିକି ଅଧିକାର ଦିଆ ଯାଇଛି ଯେଉଁଥିରେ ସେ କେବଳ ଆପଣ ଙ୍କୁ ଇଶରା କରି ରୋକି ପାରିବେ । କିନ୍ତୁ ସେ ଆପଣ ଙ୍କ ସହିତ କୌଣସି ପ୍ରକାର ଜୋର୍ ଜବରଦସ୍ତି କରି ପାରିବେ ନାହିଁ । ଏପରିକି ବିନା ବର୍ଦି ରେ କୌଣସି ବି ପୋଲିସ ଅଧିକାରୀ ଆପଣ ଙ୍କୁ ବିଚ୍ ରାସ୍ତା ରେ ରୋକି ପାରିବେ ନାହିଁ କି ଚାଲାଣ ବି କାଟି ପାରିବେ ନାହିଁ ।

ସେହିପରି ଟ୍ରାଫିକ ନିୟମ ଉଲଙ୍ଘନ କଲେ ମଧ୍ୟ ଚାଳକ ମାନଙ୍କ ଠାରୁ ମୋଟା ଅଙ୍କର ଚାଲାଣ କଟା ଯାଇଥାଏ । କିନ୍ତୁ ଯଦି ଆପଣଙ୍କ ଗାଡି ର ଗୋଟିଏ ଦିନ ରେ ଚାଲାଣ କଟାଯାଇ ଥାଏ ତେବେ ସାରା ଦିନ ଆପଣ ଙ୍କ ଠାରୁ ଆଉ ଚାଲାଣ କାଟି ପାରିବେ ନାହିଁ କୌଣସି ବି ପୋଲିସ୍ ଅଧିକାରୀ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତି ରେ ଗାଡି ଚାବି ନେଇ ପାରିବେ ପୋଲିସ୍ ;

କୌଣସି ବି ପରିସ୍ଥିତି ରେ ପୋଲିସ୍ କୁ ଆପଣ ଙ୍କ ଗାଡି ଚାବି ନେବାର ଅଧିକାର ନାହିଁ । ଟ୍ରାଫିକ ନିୟମ ଉଲଙ୍ଘନ କଲେ ପୋଲିସ୍ ଅଫିସର୍ ଆପଣ ଙ୍କୁ ଅଟକାଇ ପାରନ୍ତି ସତ ହେଲେ କୌଣସି ବି ପରିସ୍ଥିତି ପୋଲିସ୍ ଅଧିକାରୀ ଆପଣଙ୍କ ଗାଡି ର ଚାବି ନେଇ ପାରିବେ ନାହିଁ ।

1-କେଉଁ ପରିସ୍ଥିତି ରେ ଗାଡି କୁ ଅଟକ ରଖି ପାରିବେ ପୋଲିସ୍ ;

2- ଆପଣ ଙ୍କ ଗାଡି କୌଣସି ଅବୈଧ ଢଙ୍ଗରେ ପଡି ରହିଥିଲେ ।।

3- ଆପଣ ଙ୍କ ଗାଡି ରେ ନୋ ପାର୍କିଂ ଜୋନ ରେ ରଖାଯାଇ ଥିଲେ

4- ଆପଣ ଙ୍କ ଗାଡି ଏଭଳି ସ୍ଥାନ ରେ ରଖାଯାଇ ଅଛି ଯାହାଦ୍ବାରା ବାକି ଗାଡି ଗୁଡିକ ଯିବାରେ ଅସୁବିଧା ହେଉଛି ।।

ତେବେ ଏଭଳି ପରିସ୍ଥିତି ରେ ଆପଣଙ୍କ ଗାଡି କୁ ଟ୍ରାଫିକ ପୋଲିସ ଉଠାଇ ନେଇପାରେ।। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।