ହେଡ ଫୋନ ବ୍ୟବହାର କରୁଥିଲେ ଏହି ଖବରଟି କୁ ନିଶ୍ଚିତ ଭାବରେ ପଢନ୍ତୁ, ସତ୍ୟ ଘଟଣା ଉପରେ ଆଧାରିତ ଏବଂ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

ୟିଅର୍ ଫୋନ୍ ବା ହେଡ ଫୋନ୍ ର ବ୍ୟବହାର ଆମେ କରିଥାଉ । ଆଉ ଏହି ସବୁ ସମ୍ଭବ ହୋଇ ପାରିଛି ଟେକ୍ନୋଲୋଜି ପାଇଁ ସୋ ଟେକ୍ନୋଲୋଜି କୁ ଧନ୍ୟବାଦ୍ କରିବା କଥା ଯେ କିପରି ଏକ ଛୋଟ କଲିଙ୍ଗ ମାଧ୍ୟମ ରେ ଆମେ ଫୋନ୍ କରି ପାରୁଛୁ , ଗୀତ ଶୁଣି ପାରୁଚେ ଆହୁରି ଅନେକ କିଛି କାର୍ଯ୍ୟ କରି ପାରୁଛେ । ତେବେ ଜାଣି ଥିବେ ଯେ ଯେଉଁ ଜିନିଷ ଆମକୁ ଫାଇଦା ଦେଉଥିବ ସେ ମଧ୍ୟ କିଛି କ୍ଷତି ପହଞ୍ଚାଇ ଥିବ ।

ତେବେ ହେଡ ଫୋନ୍ ବ୍ୟବହାର କରିବାର ବହୁତ୍ କିଛି କ୍ଷତି ମଧ୍ୟ ହୋଇଥାଏ ଯାହା ଆଜି ଆମେ ଜାଣିବା।ତେବେ ଆସନ୍ତୁ ଜାଣିବା ୟିଅର୍ ଫୋନ୍ ବା ହେଡ ଫୋନ୍ ର ବ୍ୟବହାର ଦ୍ଵାରା ଆମର କଣ ସବୁ କ୍ଷତି ହୋଇଥାଏ ;

ସବୁଠୁ ପ୍ରଥମ ହେଉଛି ଶୁଣିବା ଶକ୍ତି ହ୍ରାସ ହୋଇଥାଏ , ତେବେ ଆମେ ସମସ୍ତେ ୟିଅର୍ ଫୋନ୍ ବା ହେଡ ଫୋନ୍ ର ବ୍ୟବହାର ଦ୍ଵାରା ଲାଉଡ ମିୟୁଯିକ ସୁଣିଥାଉ । ଆମ ସମସ୍ତ ଙ୍କୁ ଲାଉଡ ମିୟୁଯିକ ଶୁଣିବାକୁ ଭଲ ଲାଗେ କିନ୍ତୁ ଏହା ଆମର ଇଣ୍ଟରନଲ ଇଞ୍ଜୁରି କରିଥାଏ । ତେବେ ଏହା ଆପଣ ନିଜ ଫୋନ୍ ରେ ବି ନୋଟିସ୍ କରିଥିବେ ଯେ ଯେତେବେଳେ ଆପଣ ଅଧିକ ସାଉଣ୍ଡ ଦେଇ ଥାଆନ୍ତି ସେତେବେଳେ ଆପଣ ଙ୍କୁ ଏକ ୱର୍ନ ମେସେଜ ଆସିଥାଏ ।

ଯେଉଁଥିରେ ଲେଖା ଥାଏ ଯେ ଅଧିକ ସାଉଣ୍ଡ ରେ ଶୁଣିବା ଦ୍ଵାରା ଆପଣ ଙ୍କ କାନ ପ୍ରତି କ୍ଷତିକାରକ ଓ ଏହା ଆପଣ ଙ୍କ ଶୁଣିବା ଶକ୍ତି ଉପରେ ପ୍ରଭାବ ପକାଇ ଥାଏ। କିନ୍ତୁ ଆମେ ଏହି ମେସେଜ କୁ ଅଣଦେଖା କରି ଅଧିକ ସାଉଣ୍ଡ ରେ ଗୀତ ଶୁଣି ଥାଉ । ତେବେ ଏମିତି କରିବା ଦ୍ୱାରା ଆପଣ ଙ୍କ କାନ ର ଶୁଣିବା ଶକ୍ତି ହ୍ରାସ ହୋଇଥାଏ ଓ ଏମିତି ଏକ ସମୟ ଆସିଥାଏ ଯେବେ ଧୀରେ ଧୀରେ ହୋଇ ଆପଣ ଙ୍କ କାନ କୁ ଜମା ବି କିଛି ଶୁଣା ଜାଏ ନାହିଁ । କାରଣ ଆମେ ୟୀଅର ଫୋନ୍ ଓ ହେଡ ଫୋନ୍ ଦେବା ଆପଣ ଙ୍କ ଅଭ୍ୟାସ ରେ ପରିଣତ ହୋଇଯାଇ ଥାଏ ।

ତେବେ ଆପଣ ପିଲା ବେଳେ ଶୁଣି ଥିବେ ଯେ ଆମ କାନ ରେ ଏକ ପରଦା ଥାଏ ଯାହାକୁ ଇଅର୍ ଡ୍ରମ କୁହାଯାଏ ତେବେ ଆମେ ଯେତେବେଳେ ୟୀଅର ଫୋନ୍ ଓ ହେଡ ଫୋନ୍ ଦେଇଥାଉ ତାହା ଆମ କାନର ଇଅର୍ ଡ୍ରମ ର କିଛି ଦୂରରେ ରହିଥାଏ ତେବେ ଯଦି ସେହି ପରଦା ଫାଟି ଜାଏ ତେବେ ଆମେ ଶୁଣିବା ଶକ୍ତି ହରାଇ ବସି ଥାଆନ୍ତି ।ତେବେ ଏମିତି ରେ ଯଦି ପ୍ରତିଦିନ ୭-୮ ଘଣ୍ଟା ୟୀଅର ଫୋନ୍ ଓ ହେଡ ଫୋନ୍ ଅଧିକ ସାଉଣ୍ଡ ରେ ଗୀତ ଶୁଣନ୍ତି ତେବେ ଏହା ଆପଣଙ୍କ କାନ ଖରାପ୍ ହୋଇ ଯିବାର ସମ୍ଭାବନା ଥାଏ ।

ତେଣୁ ଆପଣ ଯେତେ ସମ୍ଭବ କମ୍ ୟୀଅର ଫୋନ୍ ଓ ହେଡ ଫୋନ୍ ବ୍ୟବହାର କରନ୍ତୁ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।