୧ ଟଙ୍କା ଦେଲେ ମିଳିବ ୭ ଲକ୍ଷ ଜାଣନ୍ତୁ ପୁରା ପକ୍ରିୟା, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

0

ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି। ହଁ ଆଜ୍ଞା ଆପଣ ମାନେ ବର୍ତ୍ତମାନ ଧନୀ ହେବାକୁ ଯାଉଛନ୍ତି। କଥାଟି ମିଛ ନୁହେଁ ଯଦି ଆପଣଙ୍କ ପାଖରେ ପୁରୁଣା ଟଙ୍କା ଅଛି ବିକ୍ରି କରି ଲକ୍ଷ ପତି ହୋଇ ପାରନ୍ତି। ତେବେ ବନ୍ଧଗଣ ଆଜି ଆମେ ଆପଣଙ୍କୁ ପୁରୁଣା ଟଙ୍କା କିପରି ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ଆଜି ଆମେ ଆପଣ ମାନଙ୍କୁ କହିବୁ। ଅନେକ ଲୋକ ଅଛନ୍ତି ଯେଉଁ ମାନେ ପୁରୁଣା ଜିନିଷ କିଣିବା ଉପରେ ରୁଚି ରଖିଥାନ୍ତି ବିଶେଷ କରି ପୁରୁଣା ଟଙ୍କା ଯଦି ଆପଣଙ୍କ ପାଖରେ ଅଛି ଆପଣ ମାନେ ବିକ୍ରି କରିପାରିବେ।

ଆଜକୁ ପ୍ରାୟ ୨୬ ବର୍ଷ ପୂର୍ବେ ପୁରୁଣା ୧ ଟଙ୍କା ନୋଟ କୁ ବନ୍ଧ କରାଯାଇଥିଲା। ଏହାପରେ ୨୦୧୫ ମସିହା ଜାନୁୟାରୀ ମାସରେ ଏଥିରେ ଅନେକ ସଂସ୍କରଣ କରାଯାଇଥିଲା। ଏହାପରେ ମାର୍କେଟରେ ଏହାର ପ୍ରଚଳନ କରାଯାଇଥିଲା। ତେବେ ୧୯୩୫ ମସିହାରେ ଚାଲିଥିଲା ବ୍ରିଟିଶ ଶାସନ ରେ ଏହି ନୋଟକୁ ପ୍ରଚଳନ କରାଯାଇଥିଲା ଯଦି ଆପଣଙ୍କ ପାଖରେ ଏହି ନୋଟ ଅଛି ତାହାଲେ ଆପଣ ୭ ଲକ୍ଷ ଟଙ୍କା ପାଇପାରିବେ। ମନେ ରଖନ୍ତୁ ଏହି ନୋଟରେ ଜେ ଡବ୍ଲୁ କେଲିଙ୍କ ଦସ୍ତଖତ ରହିଥିବା ଆବଶ୍ୟକ ଏହାପରେ ଯାଇ ଆପଣ ବିକ୍ରି କରିପାରିବେ। ଏହା ବ୍ୟତୀତ ଆପଣଙ୍କ ପାଖରେ ଯଦି ୧୯୫୭ ମହିସାର ପୁରୁଣା ଏକ ଟଙ୍କା ନୋଟ ଅଛି ତାହାଲେ ଆପଣ ମାନେ ଏହା ବିକ୍ରି କରି ୫୭ ହଜାର ଟଙ୍କା ପାଇପାରିବେ।

୧୯୫୭ ମହିସାର ପୁରୁଣା ଏକ ଟଙ୍କା ନୋଟ ବ୍ୟତୀତ ଯଦି ୧୯୫୭ ମହିସାର ପୁରୁଣା ଏକ ଟଙ୍କା ନୋଟ ଅଛି ତାହାଲେ ଆପଣ ୪୫ ହଜାର ଟଙ୍କାରେ ଏହା ବିକ୍ରି ମଧ୍ୟ କରିପାରିବେ। ଏହା ସେତେବେଳେ ବିକ୍ରି କରିପାରିବେ ଯଦି ଏହି ଏକ ଟଙ୍କା ନୋଟରେ ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ସଚିବ ହିରୁଭାଇ ଏମ୍ ପଟେଲଙ୍କ ଦସ୍ତଖତ ଥିବ ଏହା ବୈଧ ହେବ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଅଧୀନରେ ହିରୁଭାଇ ଏମ୍ ପଟେଲ କାର୍ଯ୍ୟ କରିଥିଲେ। ଯଦି ଆମେ ମସିହା କଥା ଦେଖିବା ତାହାଲେ ୧୯୭୭ ମସିହାରୁ ୧୯୭୯ ମଧ୍ୟରେ ଯଦି ଆପଣଙ୍କ ପାଖରେ କୌଣସି ବି ନୋଟ ଥାଏ ତେବେ ଆପଣ ମାନେ ଏହାକୁ ବିକ୍ରି କରିପାରିବେ।

ତେବେ ବନ୍ଧୁଗଣ ଏସବୁ ଟଙ୍କା ଆପଣ ମାନେ CoinBazzar ବିକ୍ରି କରିପାରିବେ। ପ୍ରଥମେ ଆପଣଙ୍କୁ ଏଥିରେ ଏକ ଆକାଉଣ୍ଟ ତିଆରି କରିବା ପାଇଁ ପଡ଼ିବ। ଆପଣଙ୍କ ନାଁ, ଇମେଲ ଆଇଡି, ମୋବାଇଲ ନମ୍ବର ଇତ୍ୟାଦି ଆପଣ ମାନେ ଦେବା ପାଇଁ ପଡ଼ିବ। ଏହାପରେ ଆପଣଙ୍କ ପାଖରେ ଥିବା ପୁରୁଣା ନୋଟକୁ ବିକ୍ରି କରିପାରିବେ। ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ତେବେ ଆଉ ଡେରି ନକରି ନୋଟ ବିକ୍ରି କରିବା ଆରମ୍ଭ କରିଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।