ହେ ପ୍ରଭୁ ! ୧୦ ବର୍ଷର ଝିଅ ବିକୁଥିଲା ମଦ, ଧରା ପଡିବା ପରେ ଏମିତି କଥା କହିଲା, କାନ୍ଦି ପକେଇଲେ ପୋ-ଲିସ ବାବୁ

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ।

ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଏହି ଭିଡିଓ ଟି ସବୁ ଠାରୁ ଭିନ୍ନ ଅଟେ । ଏହି ଭିଡିଓ ଟିକୁ ଆପଣ ଦେଖିଲେ ସମ୍ପୂର୍ଣ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ ।ତେବେ କଣ ରହିଛି ଏହି ଭିଡିଓ ରେ ଆସନ୍ତୁ ଜାଣିବା  ।

ଘଟଣା ଟି ଆସିଛି ଝାଡ଼ଖଣ୍ଡ ର ଗୁମାଲ ଜିଲ୍ଲା ରୁ । ସେଠାରେ ଏକ ଦଶ ବର୍ଷ ଝିଅ ମଦ ବ୍ୟବସାୟ କରୁଥିଲା । ପୋଲିସ ର ଚଢ଼ଉ ବେଳେ ଝିଅ ଟିକୁ ପୋଲିସ୍ ଜବତ କରିଛି ।ତେବେ ଏତେ ଛୋଟ ବୟସ ରୁ ସେ ଏମିତି ଏକ ବ୍ୟବସାୟ କାହିଁକି କରିଛନ୍ତି ବୋଲି ପୋଲିସ ଯେତେବେଳେ ପଚାରିଲେ ଝିଅ ଟି ଯାହା ଉତ୍ତର ଦେଲା ଶୁଣିଲେ ଆଖିରେ ଲୁହ ରହିବ ନାହିଁ। ଝିଅ ଟି ପୋଲିସ୍ କୁ ଅତି ଡରି ଥିବା ଅବସ୍ଥା ରେ ଉତ୍ତର କହିଲା ଯେ ଘରେ ତାଙ୍କ ଘରେ ଖାଇବା ପାଇଁ କିଛି ନାହିଁ । ଘରେ ତାର ରୋଗୀ ବାପା ମା ଓ ସେମାନଙ୍କୁ ଖୋଇବା ପାଇଁ ନିରୀହ ଅସହାୟ ଝିଅ ଟି ଏମିତି ଏକ ପନ୍ଥା ଆପଣେଇ ଅଛନ୍ତି।

ତେବେ ଝିଅ ଟିର ଏମିତି ଉତ୍ତର ରେ ଥାନା ଅଧିକାରୀ ପଚାରିଲେ ଯେ ତୁମେ ତ ଏହି ବ୍ୟବସାୟର ବିକଳ୍ପ ରେ ଅନ୍ୟ କିଛି ବ୍ୟବସାୟ କରି ପାରି ଥାନ୍ତ ଏହାର ଉତ୍ତର ରେ ଝିଅ ଟି କହିଲା ଯେ ମଦ ଉଧାରରେ ମିଳିଗଲା । ଝିଅ ର ଏମିତି କାହାଣୀ ଶୁଣି ପୋଲିସ୍ ଅଧିକାରୀ ତାଙ୍କୁ ନିଜ ପକେଟ ରୁ ୧୦୦୦ ଟଙ୍କା କାଢି ଦେଲେ ଓ କହିଲେ ଏଥିରେ ପରିବା ବ୍ୟବସାୟ ଆରମ୍ଭ କର ଓ ଏହି ସବୁ ଆଇନ୍ ବିରୋଧ ବ୍ୟବସାୟ ରି ଦୂରେଇ ରୁହ ।

ଏହା ସହିତ ଥାନା ଅଧିକାରୀ ଜଣଙ୍କ ଝିଅ ଟିକୁ ସ୍କୁଲ୍ ଯାଇ ପାଠ ପଢିବା ପାଇଁ ମଧ୍ୟ ଉପଦେଶ ଦେଲେ ଓ କହିଲେ ଯେ ତୁମେ ପାଠ ପଢିବା ଆରମ୍ଭ କର ଓ ଯଦି ତୁମର ପାଠ ପଢ଼ାରେ କିଛି ସମସ୍ୟା କିମ୍ବା ବାଧା ସୃଷ୍ଟି ହୁଏ ତେବେ ମତେ ଆସି ସାକ୍ଷାତ୍ କର । ତୁମ ପଢା ର ସମସ୍ତ ଦାୟିତ୍ବ ମୁ ବହନ କରିବି। ଏହା ଶୁଣି ଝିଅ ଟି ନିଜ ଭୁଲ୍ ବୁଝି ପାରିଲା ଓ ଥାନା ଅଧିକାରୀ ଙ୍କ ସାମ୍ନା ରେ ଉଠ ବସ ହୋଇ ଭୁଲ୍ ମାଗିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।