ହେ ଭଗବାନ ! ୧୦ ଦିନରେ ଯୁବତୀ ହେଲେ ଗର୍ଭବତୀ, ପ୍ରଥମେ ଇଣ୍ଟରନେଟରେ ବନ୍ଧୁତା ପରେ ପ୍ରେମ…

0

ବର୍ତ୍ତମାନ ସମୟରେ ଯୁବପିଢ଼ିମାନେ ପ୍ରେମ ସମ୍ପର୍କ ରଖିବା ଗୋଟିଏ ସାଧାରଣ କଥା ହୋଇଯାଇଛି।ଏହି ଯୁବପିଢିମାନେ ଅଜାଣତରେ ବହୁତ ଭୁଲ କରିଦେଇଥାନ୍ତି। ଯୌବନ ବୟସରେ ସାଧାରଣତଃ ସମସ୍ତେ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥାନ୍ତି।ଏବେ ଟେକ୍ନୋଲୋଜିର ଯୁଗ, ଆଉ ସମସ୍ତେ ଏହାର ବ୍ୟବହାରରେ ସ୍ମାର୍ଟ ହୋଇଗଲେଣି। ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତେ ଅଜଣା ପିଲାଙ୍କ ସହ ବନ୍ଧୁତା ସମ୍ପନ୍ନ ସ୍ଥାପନ କରିଥାନ୍ତି।

ସେହିପରି ଆଜି ଆପଣଙ୍କୁ ଗୋଟିଏ ଘଟଣା ସମ୍ପର୍କରେ କହିବୁ। ଏହି ଘଟଣାରେ ୧୦ ଦିନର ପ୍ରେମ କରିବା ପରେ ଯୁବତୀଙ୍କ ସହ ଯାହାସବୁ ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ୧୦ ଦିନ ଭିତରେ ଝିଅ ହୋଇଗଲା ଗର୍ଭବତୀ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା, ଗର୍ଭବତୀ ହେବାର କାରଣବର୍ତମାନ ଚାଲିଛି ଇଣ୍ଟରନେଟ ଦୁନିଆ, ଏବେ ଯାହା ଘଟୁଛି ଜାଣିଲେ ଚମକି ପଡିବେ।

ଟେକ୍ନୋଲୋଜି ଯୁଗରେ ଅନଲାଇନ ଦୁନିଆରେ ସମ୍ପର୍କ ବାନ୍ଧିବା ପାଇଁ ସମସ୍ତେ ଆଗ୍ରହୀ। ଏହି ଦୁଇଜଣ ପ୍ରେମୀ ଯୁଗଳ ଜାଣିନଥିଲେ ଦୁହେଁ ଦୁହିଁଙ୍କୁ।ସୋସିଆଲ ମିଡିଆରେ ବନ୍ଧୁତା ହେବାପରେ ଧୀରେ ଧୀରେ ପ୍ରେମ ପାଇଁ ଆଗ୍ରହୀ ହେଲେ।କିଛି ଦିନର କଥାବାର୍ତା ହେବାପରେ ପ୍ରେମ ହୋଇଯାଇଥିଲା।ଅଳ୍ପଦିନ ଭିତରେ ସେମାନେ ଶାରୀରିକ ସମ୍ପର୍କ ଆଡ଼କୁ ଆଗେଇ ଥିଲେ।

ସବଦିନ କଥା ହେବାପରେ ସେମାନେ ପ୍ରେମରେ ବଶୀଭୂତ ହୋଇ ସେ ଅଲଗା ଦୁନିଆକୁ ପଳେଇଥିଲେ।ପରେ ପ୍ରେମିକ ଜଣଙ୍କ ଶରୀରିକ ସମ୍ପର୍କ ରଖିବା ପାଇଁ ପ୍ରେମିକାକୁ ବାଧ୍ୟ କରିଥିଲେ। ଅମାନ୍ୟ ନ କରି ସେ ଦୁହେଁ ସମ୍ବନ୍ଧ ରଖିଥିଲେ। କିଛିଦିନ ଭିତରେ ଅଜାଣତରେ ଗର୍ଭବତୀ ହୋଇଯାଇଥିଲେ।

ପ୍ରେମିକା ଠାରୁ ଶୁଣିଲା ପରେ ପ୍ରେମିକ କହିଥିଲେ ସେ ପିଲାଟିକୁ ନଷ୍ଟ କରିଦେବା ପାଇଁ କିନ୍ତୁ ପ୍ରେମିକା ନଷ୍ଟ କରିବାକୁ ରାଜି ନଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ପରେ ପ୍ରେମିକ ତାଙ୍କ ପ୍ରେମିକାଙ୍କି ହତ୍ୟା କରିଦେଇଥିଲେ। ପୋଲିସ ଏ ଖବର ପାଇବା ପରେ ଯୋଜନା ମାଧ୍ୟମରେ ସେ ଯୁବକ କିମ୍ବା ପ୍ରେମିକ କୁ ଧରିଥିଲେ।

ଏହିଭଳି ଭୁଲ ବର୍ତମାନ ସମୟରେ ଦେଖାଦେଇଛି। ଯୁବପୀଢ଼ିମାନେ ଏହି ଭୁଲ କରିବା ପରେ ବହୁତ ଅସୁବିଧାର ସମ୍ମୁଖୀନ କରିଥାନ୍ତି।ଇଣ୍ଟରନେଟରେ ରେ ନ ଦେଖିକି ଅଜଣା ପିଲାଙ୍କ ସହ କଥାବାର୍ତା ହେଉଛନ୍ତି। ଧୀରେ ଧୀରେ ଅତି ନିକଟତର ହୋଇ ଅଜାଣତରେ କିଛି କରିଦେଇଥାନ୍ତି।କିଛି ଦିନପରେ ଝିଅ ଗର୍ଭବତୀ ହୋଇଯାଉଛନ୍ତି ଏବଂ ପ୍ରେମିକ ଜଣଙ୍କ ନସ୍ତକରିବା ପାଇଁ ବାଧ୍ୟ କରିଥାନ୍ତି କିନ୍ତୁ ପ୍ରେମିକା ରାଜି ହୋଇନଥାନ୍ତି ।

ଶେଷରେ ଏହିପରି ଘଟଣା ସବୁ ଦେଖାଦେଇଥାଏ।ବର୍ତମାନ ସମୟରେ ଏମିତି ଘଟଣା ସବୁବେଳେ ଘଟୁଛି।ଏହାପାଇ ଦୁନିଆସାରା ହେଉଛନ୍ତି ଅଶାନ୍ତି।ଏହି ଇଣ୍ଟରନେଟ ମାଧ୍ୟମରେ ଦୁନିଆରେ ବହୁତସାରା କାମ ହଉଛି କିନ୍ତୁ ଏହା ଖରାପ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।