୧୦ ଟି ବଛା ବଛା ସାଧୁବାଣୀ ଅନୁଚିନ୍ତା, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ – Odia Bayagita

0

ମନୁଷ୍ୟ ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସମାଜର କେତେକ ନୀତି ପରମ୍ପରାକୁ ମାନି ଚଳିବା ଉଚିତ । ତେବେ ଯାଇ ଆମ ଜୀବନରେ ଆସିବାକୁ ଥିବା ସମସ୍ୟା ମାନଙ୍କର ସାମ୍ନା ଭଲ ଭାବରେ କରି ପାରିଥାଉ । ଆମ ଜୀବନରେ କୌଣସି ପ୍ରକାର ଅସୁବିଧା ମଧ୍ୟ ଦେଖାଯାଏ ନାହିଁ , ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ କେତେ ଗୁଡିଏ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଜଣେଇବୁ । ଯାହା ଆପଣ ମାନଙ୍କ ଜୀବନରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. କୌଣସି ଘରେ ଯେତେ ଆୟ କଲେ ମଧ୍ୟ ଅର୍ଥ ନିଅଣ୍ଟ ହେଉଥାଏ ବା ଆର୍ଥିକ ସମସ୍ୟା ଲାଗି ରହୁଥାଏ , ତେବେ ଆପଣ ମାନେ ଏକ ଛୋଟ ପିତ୍ତଳ ଢାଳରେ କଏନ ଗୁଡିକ ଭର୍ତ୍ତି କରି ପଶ୍ଚିମ ପାଖ ଘରରେ ସେହି ଢାଳ ଟିକୁ ରଖିଦିଅନ୍ତୁ । ପ୍ରତିଦିନ ସକାଳେ ଉଠି ସେହି ଢାଳାଟିକୁ ମୁଣ୍ଡିଆ ମାରନ୍ତୁ , ଦେଖିବେ ଆପଣଙ୍କର ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ ।

2. ମନେ ରଖନ୍ତୁ ଭୁଲରେ ମଧ୍ୟ ଠାକୁର ଘରେ ଗୋଟିକିଆ ଶଙ୍ଖ ରଖନ୍ତୁ ନାହିଁ , ଯଦି ଶଙ୍ଖ ରଖୁଛନ୍ତି ତେବେ ଯୋଡିକିଆ ଶଙ୍ଖ ରଖନ୍ତୁ । ଏହାକଲେ ଆପଣ ମାନଙ୍କର ମଙ୍ଗଳ ହେବା ସହ ଘରର ଉନ୍ନତି ମଧ୍ୟ ହେବ ।

3. ଯେଉଁ ମାନଙ୍କ ପରିବାରରେ ସର୍ବଦା ଅଶାନ୍ତି ବା କଳିଝଗଡା ଲାଗି ରହୁଥାଏ , ତେବେ ଭୋଜନ ଘରର ଉତ୍ତର ଦିଗର କାନ୍ଥରେ ଯୋଡିଏ ମାଛର ଚିତ୍ର କରି ଦିଅନ୍ତୁ । ଦେଖିବେ ଆପଣଙ୍କର ଘରେ ଅଶାନ୍ତି ଦୂର ହୋଇଯିବ ଏବଂ ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟା ରହିଥିଲେ ତାହା ମଧ୍ୟ ଦୂର ହେବ ।

4. ଭୋଜନ କରୁଥିବା ସମୟରେ ନିଜର ବାମ ହାତ ପାଦ ରେ ରଖନ୍ତୁ ନାହିଁ ଏବଂ ଖାଇଲା ବେଳେ ମୁଣ୍ଡରେ ଗାମୁଛା ଟୋପି ବା ଲୁଗା ଦେଇ ଭୋଜନ କରନ୍ତୁ ନାହିଁ ।

5. ସର୍ବଦା ଟେନସନ ଭିତରେ ରହୁଥିଲେ , ତାହା ଦୂର କରିବା ପାଇଁ ଆପଣ ମାନେ ଏକ ବାଉଁଶ ତିଆରି 2ଟି ବଂଶୀ କୁ ଆପଣଙ୍କ ଘରର ଡ୍ରଇଙ୍ଗରୁମରେ ରଖନ୍ତୁ । ଏହା କରିବା ଦ୍ୱାରା ମାନସିକ ଅଶାନ୍ତି କେବେ ଭୋଗିବେ ନାହିଁ ଏବଂ ମନ ସର୍ବଦା ପ୍ରଫୁଲ୍ଲ ରହିବ ।

6. କୌଣସି ବ୍ୟକ୍ତିଙ୍କୁ ବିଷଧର ସାପ ଦଂଶନ କରିଥିଲେ , ତୁରନ୍ତ 12 ବର୍ଷରୁ ଉର୍ଦ୍ଧ କୌଣସି ପୁରୁଷ ଲୋକ ଙ୍କୁ ଡାକି ପରିସ୍ରା ର ପ୍ରଥମ ଧାର ତଳକୁ ପକାଇ ଦିଅନ୍ତୁ । ତାପରେ ଅନ୍ୟ ଏକ ପାତ୍ରରେ ପରିସ୍ରାକୁ ସଂଗ୍ରହ କରି ସଙ୍ଗେ ସଙ୍ଗେ ଦଂଶନ କରିଥିବା ଲୋକଙ୍କୁ ପିଆଇ ଦିଅନ୍ତୁ ।

7. କୌଣସି ବ୍ୟକ୍ତିଙ୍କୁ ବିରୁଡି କିମ୍ୱା ବିଛା କାମୁଡି ଦେଇଥାଏ , ତେବେ ଡାହାଣ ପଟ କୁ ବିଛା ଦଂଶନ କରେ ତାହାଲେ ବାମ ପଟ ଆଖିରେ ଲୁଣ ପାଣି ପକାଇ ଦେବେ । ଏହା କରିବା ଦ୍ୱାରା ସଙ୍ଗେ ସଙ୍ଗେ କଷ୍ଟ ଦୂର ହୋଇଯିବ ।

8. ଛୁଆ ଜନ୍ମ ହେବା ପରଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସର୍ବଦା ଥଣ୍ଡା ଲାଗି ରହିଥାଏ , ତେଣୁ ଛୁଆକୁ ପ୍ରତ୍ୟେକ ଦିନ ତୁଳସୀ ପତ୍ରରସ ଏବଂ ମହୁ ମିଶାଇ ପିଆନ୍ତୁ । ଥଣ୍ଡା ଆଦୌ ହେବ ନାହିଁ ।

9. ମୋଟାପଣ କୁ କମାଇବା ପାଇଁ 3 ମାସ ପର୍ଯ୍ୟନ୍ତ କଳଥ ଡାଲି ଖାଆନ୍ତୁ , ଆପଣଙ୍କ ଶରୀରର ମୋଟାପଣ ଖୁବ୍ ଶୀଘ୍ର କମିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।