EXCLUSIVE ; ୧୦୦ ଘଣ୍ଟାର ଅପରେସନ ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ…

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ମ ଆଉ ଏଠାରେ ଏକ ଶିଶୁ ନିକଟ ରେ ଏମିତି ଘଟଣା ନଜରକୁ ଆସିଛି ଯାହାକୁ ନେଇ ସାରା ଦେଶ ଚେଇଁ ରହିଛି। ଆଉ ଏପଟେ ବାଳକ ରାହୁଲ ଶୋଇପଡ଼ିଲାଣି ଯାହା ଏବେ ଶୁଣିବାକୁ ମିଳିଛି। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ।

ସୂଚନା ଅନୁସାରେ ଏଭଳି ଏକ ଘଟଣା ଛତିଶଗଡ଼ ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ରାହୁଲ ନାମରେ ଜଣେ 11 ବର୍ଷର ବିକଳାଙ୍ଗ ପିଲା ଘର ପାଖରେ ବାପା ଖୋଳି ଥିବା ଗର୍ତ୍ତ ରେ ପଡିଯାଇଥିଲେ। ତେବେ ଏହି ବରୱେଲ ଗଭୀର ହାରାହାରି 80 ଫୁଟରୁ ଅଧିକ ଗଭୀର ହେବ ଏଥିରେ ଅନେକ ପରିଶ୍ରମ କରିବା ପାଇଁ ପଡିଥିଲା। ଦେଶର ସବୁଠାରୁ ବଡ଼ ଅପରେସନ ବୋଲି କୁହାଯାଉଛି। ଯାହାକି ଏଥିରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅନେକ କିଛି କଷ୍ଟ ର ସମୂଖୀନ ହୋଇଥିଲା। ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସେ ଯେମିତି ହେଲେ ବି ଉଦ୍ଧାର କରିବେ ବୋଲି କହିଥିଲେ।

ଏହାପରେ ଏଥିରେ ଅନେକ କିଛି ଅତ୍ୟଧୁନିକ ଯନ୍ତ୍ର ପାତି ନିୟଜିତ ହୋଇଥିଲା। ଏହା ପରେ ତାଙ୍କୁ ଦୀର୍ଘ ୧୦୦ ଘଣ୍ଟା ପରେ ଯାଇ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା କଥା ଯେ ସେ ସୁସ୍ତ ଅଛନ୍ତି। ତେବେ ଆପଣ ମାନଙ୍କ ମନ ମଧ୍ୟରେ ଏକ ପ୍ରକାର ପ୍ରଶ୍ନ ଅସୁଥିବ ଯେ ଏତେ ଘଣ୍ଟାର ଅପରେସନ ରେ କେତେ ଟଙ୍କା ଖର୍ଚ ହୋଇଥିବ। ତେବେ ଏଠାରେ ଆମେ କହି ରଖୁଛୁ ଯେ ତାଙ୍କ ଉଦ୍ଧାର କାମରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ ହୋଇଛି।

ଛତିଶଗଡ଼ ମୁଖମନ୍ତ୍ରି କହିଛନ୍ତି ଯେ ଏହି ପିଲା ପଛରେ ଥିବା ସମସ୍ତ ଖର୍ଚ୍ଚ ଅତ୍ୟାଧୁନିକ ଯନ୍ତ୍ରପାତି ପାଇଁ ହୋଇଛି। ସେଥିପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଛି। ଯାହାବି ହେଉ ଏଭଳି ଖବର ଯେ କେବଳ ଛତିଶଗଡ଼ ରେ ସୀମିତ ହୋଇ ରହିନାହିଁ। ବରଂ ସମଗ୍ର ଭାରତରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ଯାହାବି ହେଉ ଆମେ ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି। ସେ ଖୁବଶୀଘ୍ର ହୋଇ ଘରକୁ ଫେରୁ ଆମେ ଏତିକି ପ୍ରାର୍ଥନା କରୁଛି। ଏଭଳି ଖବର ବର୍ତ୍ତମାନ ସମେତ ସମଗ୍ର ବିଶ୍ୱ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାବି ହେଉ ସେ ସୁରକ୍ଷିତ ଅଛନ୍ତି। ଆଗକୁ ତାଙ୍କ ଚିକିତ୍ସା ପାଇଁ ଯେତିକି ପଇସା ଲାଗିବ ତାହାକୁ ସବୁ ସରକାର ବହନ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment