ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ବିଶେଷ କରିକି ଫେକ ଫୋନ କୋଲ କୁ ନେଇକି ଅନେକ ପ୍ରକାରର ଘଟଣା ମାନ ଆପଣଙ୍କ ସାମ୍ନାକୁ ଆସିଥାଏ | ଆଉ ଯେଉଁଠି ମିଛ ରେ ଆମର ଜରୁରୀ କାଳିନ ସେବାକୁ ଯୋଗାଇ ଦେଇଥିବା 108,102 ଭଳି କୋଲ ସେଣ୍ଟର କୁ କୋଲ କରି ହଇରାଣ କରିବାକୁ ଲାଗିଥାନ୍ତି ଲୋକ ମାନଙ୍କୁ | ଆଉ ସେମାନଙ୍କୁ ବିନା କାରଣରେ ସମୟ ନଷ୍ଟ କରିଥାନ୍ତି ବୋଲି କୁହାଯାଉଛି | ବର୍ତ୍ତମାନ ସେହିଭଳି ଏକ ଫେକ କୋଲ ଆସିଛି | ଆଉ ଯେଉଁଠି ଫୋନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି ସରକାର ଙ୍କ ତରଫରୁ ଜରୁରୀ କାଳିନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ମାନ କରାଯାଇଛି | ଆଉ ଯେଉଁଠି ନିର୍ଦିଷ୍ଟ ଫୋନ ନମ୍ବର ମଧ୍ୟ ଦିଆଯାଇଛି ଯାହା ଫଳରେ ଲୋକ ମାନେ ଅସୁବିଧା ହେବେ ବା କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଲେ ସେହି ନମ୍ବର ରେ କୋଲ କରି ଜରୁରୀ ସେବା ର ସୁବିଧା ଗୁଡିକ ପାଇପାରିବେ ବୋଲି ମଧ୍ୟ କୁହାଯାଇଛି | ଆଉ ଯାହା ସେହି ଅଞ୍ଚଳରେ ଥିବା ନିକଟସ୍ଥ କୋଲ ସେଣ୍ଟର କୁ ଲାଗିଥାଏ ବୋଲି ମଧ୍ୟ କୁହାଯାଇଛି |
ଆଉ ଯେଉଁଠି 102,108 ନମ୍ବର ଲୋକ ଙ୍କ ସେବା ପାଇଁ ଲାଗୁଥିବା ବେଳେ କେତେକ ଲୋକ ଏହି ନମ୍ବର କୁ କୋଲ କରି ମଜା ଉଡାଇବା ପାଇଁ ଲାଗୁଛନ୍ତି | ଆଉ କୋଲ ସେଣ୍ଟର ରେ ଥିବା ଲୋକ ଙ୍କ ସହିତ ଖରାପ ଭାଷାରେ କଥା ହେଉଥିବାର ଘଟଣା ଭାଇରାଲ ହେବା ରେ ଲାଗିଛି | ତେବେ ଏହି କଥା ଟି ପ୍ରଥମ ଥର ପାଇଁ ଘଟିନାହିଁ | ଏହିଭଳି ଘଟଣା ବାରମ୍ବାର ଘଟୁଛି | ଆଉ ବିଶେଷ କରିକି ଏହି ଘଟଣା ରେ ଅସୁବିଧାର ଶିକାର ହେଉଛନ୍ତି କୋଲ ସେଣ୍ଟର ରେ ଥିବା ମହିଳା ମାନେ | ଆଉ ସେହି ମାନଙ୍କ ପାଖକୁ ବେଶୀ କୋଲ ଆସିଥାଏ ବୋଲି କୁହାଯାଉଛି |
ତେବେ ବାରମ୍ବାର ଏହିଭଳି କୋଲ ଆସୁଛି ଆଉ ଏହି ଘଟଣା ପାଇଁ କୋଲ ଧରିକି ଙ୍କ ନମ୍ବର ଆଉ ନାଁ କୁ ଟ୍ରାକ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ଣ ଥିଲା ସହିଦ ନଗର ଥାନା ରେ | ଆଉ ଯେଉଁଥିପାଇଁ ଏହିଭଳି ଭୁଲ କୁ ବାରମ୍ବାର କରୁଛନ୍ତି ଲୋକ ମାନେ | ବାପା ମା ମାନେ ଛୋଟ ପିଲା ମାନଙ୍କୁ ଫୋନ ଦେବା ଫଳରେ ସେମାନେ ମଧ୍ୟ ଏହି ନମ୍ବର କୁ ଲଗାଇ ଲାଇନ କୁ ବିଜି କରୁଛନ୍ତି | ଯାହା ଫଳରେ ଜରୁରୀ ଥିବା ଲୋକ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।