୧୧ ବର୍ଷର କୁଆଁରୀ ଝିଅ ବିନା କାରଣରେ ହେଲେ ଗର୍ଭବତୀ, କାରଣ ଜାଣିବା ପରେ ଡାକ୍ତର ମଧ୍ୟ ହୋଇଗଲେ ଆଶ୍ଟର୍ଯ୍ୟ…

0

ବର୍ତ୍ତମାନ ବିଜ୍ଞାନ ଯୁଗରେ ମନୁଷ୍ୟ ପ୍ରତିଦିନ କିଛିନା କିଛି ଉଦ୍ଭାବନ କରୁଛି। ଏହି ଉଦ୍ଭାବନ କରିବା କ୍ଷେତ୍ରରେ ଅନେକ ନୂଆ ନୂଆ ଘଟଣା ସାମନାକୁ ଆସିଥାଏ। ଆଜିକାଲି ଦୁନିଆରେ ଅନେକ ଏପରି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଆମକୁ ଆଶ୍ଚଯ୍ୟ ଚକିତ କରିଥାଏ। ବର୍ତ୍ତମାନ ସୋସିଆଲ ମିଡ଼ିଆର ପ୍ରଭାବ ଫଳରେ ଆମେ ଖୁବ ଶୀଘ୍ର ଯେକୌଣସି ଘଟଣା ସମ୍ୱନ୍ଧରେ ଜାଣିପାରିଥାଉ। ଯଦି କିଛି ଆଶ୍ଚଯ୍ୟକର ଘଟଣା ଘଟିଲା, ସେହି ଘଟଣା ଆମେ ସୋସିଆଲ ମିଡିଆରେ ସେୟାର କରିଥାଉ ଏବଂ ଖୁବ ଶୀଘ୍ର ତାହା ମୋବାଇଲ ରୁ ମୋବାଇଲ ଘୁରିବୁଲେ।

ତେବେ ସୋସିଆଲ ମିଡିଆରେ ଏହିପରି ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳେ। ଜଣେ ୧୧ବର୍ଷ ଝିଅର ଗର୍ଭବତୀ ହେବା ଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା, ଏହି ୧୧ବର୍ଷ ଝିଅର ଗର୍ଭବତୀ ହେବା ପଛର ରହସ୍ୟ, ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ।

ତେବେ ଏହି ୧୧ବର୍ଷ ଝିଅର ଗର୍ଭବତୀ ହେବା ଘଟଣାଟି ଘଟିଛି ଅଷ୍ଟ୍ରେଲିଆର ଏକ ହସ୍ପିଟାଲରେ। ଏହି ଝିଅଟିର ନାମ ହେଉଛି ଚେରିସ୍ ରୋଜ୍ ଲାଭେଲ। ପ୍ରତିଦିନ ରୋଜ୍ ସାଧରଣ ପିଲାଙ୍କ ପରି ସେ ସ୍କୁଲ ଯାଏ, ଏବଂ ପାଠପଢି ସାରି ଘରକୁ ଫେରିଆସେ। ଦିନେ ହଠାତ ସ୍କୁଲରେ ବସିଥିବା ସମୟରେ ରୋଜ୍ ପେଟର ଯନ୍ତ୍ରଣା ଅନୁଭବ କରିଥିଲ ଏବଂ ଝିଅଟିକୁ ତୁରନ୍ତ ପାଖରେ ଥିବା ଏକ ହସ୍ପିଟାଲକୁ ନିଆଯାଇଥିଲା।

ଏହାପରେ ଡାକ୍ତର ଝିଅଟି ଘର୍ଭାବତୀ ଅଛି ବୋଲି ପରିବାର ଲୋକଙ୍କୁ ଜଣେଇ ଥିଲେ। ଏହା ପରେ ଝିଅଟିର ପେଟର ଆକାର ବଡ ହେବାକୁ ଲାଗିଲା। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ କାରଣ ୧୧ବର୍ଷର ଝିଅ ଘର୍ଭାବତୀ ହେବା ଅସମ୍ଭବ। ରୋଜ ନିଜେ ମଧ୍ୟ କିଛି ଜାଣିପାରୁନଥିଲେ।

କିନ୍ତୁ ପ୍ରକୃତରେ ଘଟଣା କିଛି ଅଲଗା ଥିଲା। ଏହା ପରେ ତାଙ୍କର ଅଭିଭାବକ ଝିଅକୁ ହସ୍ପିଟାଲ ନେଇଗଲେ, ଏବଂ ଡାକ୍ତର ଟେଷ୍ଟ କରି କହିଲେ ଗର୍ଭବତୀ ଆଛନ୍ତି। କିନ୍ତୁ ପୁନଶ୍ଚ ଯେତେବେଳେ ଏଣ୍ଡୋସ୍କୋପି ଟେଷ୍ଟ କଲେ ଜଣା ପଡ଼ିଲା ପ୍ରକୃତରେ ଝିଅର ପେଟରେ ଟ୍ୟୁମର ହୋଇଥିଲା। ଏହାର ପ୍ରଭାବରେ ଝିଅଟିର ପେଟ ଫୁଲିଥିଲା ଏବଂ ଯନ୍ତ୍ରଣା ମଧ୍ୟ ହେଉଥିଲା।

ଏହା ପରେ ଅନେକ ଚିକିତ୍ସା ଫିଜିଓ ଥେରାପି କରିବା ପାରେ ରୋଜ ସୁସ୍ଥ ଅନୁଭବ କରିଥିଲେ। ତାପରେ ଡାକ୍ତର ଝିଅଟିର ପେଟରେ ଥିବା ଟ୍ୟୁମର ବାହାର କରିବାରେ ସଫଳ ହୋଇଥିଲେ। ରୋଜ ବର୍ତ୍ତମାନ ପୁରାପୁରି ସୁସ୍ଥ ଅଛନ୍ତି। ପୁଣି ନିଜର ପୂର୍ବ ଅବସ୍ଥାକୁ ଫେରିଆସିଛନ୍ତି ଏବେ ସାଧରଣ ପିଲାଙ୍କ ପରି ସେ ସ୍କୁଲ ଯାଉଛି। ପ୍ରକୃତରେ ଘଟଣାଟି ଏହିପରି ଥିଲା ଯେ ଝିଅଟି ଘର୍ଭାବତୀ ନଥିଲେ, ଟ୍ୟୁମର ପାଇଁ ଝିଅଟିର ପେଟ ଫୁଲିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।