ଦେଖନ୍ତୁ Shocking ଭିଡ଼ିଓ : ୧୧୫ ଫୁଟ ଉଚ୍ଚର ଢେଉରେ ଫସିଲେ ଯୁବକ, ଦେଖନ୍ତୁ କେମିତି ବର୍ତିଲେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ଆଉ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ମଧ୍ୟ ଆମ ମାନଙ୍କ ସାମ୍ନା କୁ ଆସିଥାଏ, ଆଉ ଯେଉଁ ଭିଡ଼ିଓ ଗୁଡିକ ମଧ୍ୟରୁ କେତେକ ଏଭଳି ଭିଡ଼ିଓ ମାନ ରହିଛି ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ ଆଉ କେତେକ ଭିଡ଼ିଓ ଏମିତି ରହିଛି ଯାହା ଆମକୁ ଚମକାଇ ଦେବା ଭଳି ହୋଇଥାଏ | ଆଉ ଠିକ ସେହିଭଳି ଏକ ଭିଡ଼ିଓ ଟି ବର୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ ଭିଡ଼ିଓ ରେ 115 ଫୁଟ ର ଲହରୀ କୁ ପାର କରି ବ୍ୟକ୍ତି ଜଣଙ୍କର ସାହାସିକତା କୁ ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆଉ ଆପଣ ମାନେ ଜାଣିଥିବେ କି ପ୍ରକୃତି ସାମ୍ନା ରେ ମଣିଷ ର ଅସ୍ତିତ୍ୱ କିଛି ବି ନ ଥାଏ | ଆଉ ସମୁଦ୍ର ରେ ଆସୁଥିବା ବିରାଟ ବିରାଟ ଢେଉ କୁ ମଧ୍ୟ ଆମେ ଅନେକ ସମୟରେ ଦେଖିଲେ ଆମର ଲୋମ ଟାଙ୍କୁରୀ ଉଠିଥାଏ ଓ ଆମ ମନ ଏକ ଭୟ ମଧ୍ୟ ସୃଷ୍ଟି ହୋଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଏହି ସମୁଦ୍ର ର ଢେଉ କୁ ନେଇକି ଏକ ଭିଡ଼ିଓ ଟିଏ ଭାଇରାଲ ହେବାକୁ ଲାଗିଛି | ଆଉ ଯାହା କୁହାଯାଉଛି କି ଏହି ଭିଡ଼ିଓ କୁ ଯିଏ ବି ଦେଖିବା ସେ କିଛି ସମୟ ପାଇଁକି ଆଶ୍ଚର୍ଯ୍ୟ ହୋଇଯିବ ଆଉ ବ୍ୟକ୍ତି ଜଣଙ୍କର ସାହାସିକତା ପାଇଁ ଧନ୍ୟବାଦ ଦେବାକୁ ଲାଗିବ |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି 115 ଫୁଟ ରୁ ଆହୁରି ଉପରକୁ ମାଡ଼ି ଆସୁଛି ଢେଉ | ଆଉ ଯେଉଁ ଢେଉ କୁ ଦେଖିଲେ ଆପଣ ମାନଙ୍କୁ ଲାଗିବ ଯେମିତି ରାକ୍ଷସ ସାଜିକି ମଣିଷ ମାନଙ୍କ ଉପରକୁ ମାଡ଼ି ମାଡ଼ି ଆସୁଛି ସମୁଦ୍ର ର ଲହରୀ ଗୁଡିକ | ଆଉ ସେହି ଲହରୀ ଭିତରେ ସରଫୋର ରେ ସ୍କେଲ କରୁଛନ୍ତି ଯୁବକ ଜଣଙ୍କ | ଆଉ ଢେଉ ର ଉଚ୍ଚତା ଅଟେ ଅଧିକ ଥିଲା କି ଆପଣ ମାନଙ୍କୁ ଦେଖିଲେ ମଧ୍ୟ ଭୟ ଲାଗିବ |

କିନ୍ତୁ ଏହି ଭିଡ଼ିଓ ରେ ଯୁବକ ଜଣଙ୍କ ମନରେ ନା ଡର ନା ଭୟ କିଛି ବି ଦେଖିବାକୁ ମିଳିନି | ଆଉ ସମୁଦ୍ର ର ଲହରୀ ସହିତ ମଜା କରିବାକୁ ଲାଗିଛନ୍ତି ଯୁବକ ଜଣଙ୍କ, ଓ ଢେଉ ସହିତ ଉଠିବାକୁ ଲାଗିଛନ୍ତି ଉପରକୁ | କୁହାଯାଉଛି କି ଯଦି ଟିକିଏ ବି ଅସୁବିଧା ହୁଏ ତାହେଲେ ବ୍ୟକ୍ତି ଜଣଙ୍କର ଜୀବନ ମଧ୍ୟ ଯିବାର ସମ୍ଭାବନା ମଧ୍ୟ ରହିଛି |ଆଉ ଏହି ବ୍ୟକ୍ତି ଜଣଙ୍କର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଯାହାକୁ ଲୋକ ମାନେ ଦେଖିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment