OMG ! 115 ଫୁଟ ଉଚ୍ଚର ଢେଉରେ ଫସିଲେ ଯୁବକ, ଦେଖନ୍ତୁ କେମିତି ବର୍ତିଲେ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଡକାହନ୍ତୁ Video

ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଚମକାଇ ଦେଇଛି। ଏହି ଘଟଣା ସମୟରେ ଯେଉଁମାନେ ଦେଖୁଛନ୍ତି ସେହିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯାହା ଜୀବନ ପ୍ରତି ଭୟ ରହିଛି କାରଣ ସମୁଦ୍ର ଏତେ ବଡ଼ ଢେଉ ଦେଖିଲେ ଡର ଲାଗିଥାଏ ହେଲେ ତାଙ୍କର ଏମିତି ସାହାସିକତା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ଏମିତି କିଛି ଦୃଶ୍ୟ କୁ ଏବେ ୩ ମିଲିୟନ ଲୋକ ମଧ୍ୟ ଦେଖି ସାରିଲେଣି।

ଏହିଠାରେ ଏମିତି ଏକ ଦୃଶ୍ୟ ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖୁବାକୁ ପାଇଥିବେ। ଏମିତି କିଛି ଯାହା ସଦେଖୁବାକୁ ମିଳିଛି ତାହାକୁ ନେଇ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରରେ ଭାଇରଲ ଚାଲିଛି। ଏହି ଘଟଣା କୁ ନେଇ ସେଠାରେ ମଧ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହିଠାରେ ସେହି ଯୁବକ ଜଣଙ୍କ ଏମିତି କିଛି କରିଛନ୍ତି ଯାହା ପାଇଁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ମୋବାଇଲ ରୁ ମୋବାଇଲ ଘୁରି ବୁଲିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ନଜର ରେ ଆସିଥିବ। ଏହି ଘଟଣା ସମୟରେ ଯେଉଁମାନେ ଦେଖୁଥିଲେ ସେହିମାନେ ମଧ୍ୟ ଚମକି ପଡ଼ିଥିଲେ।

ଏହିଠାରେ ଦେଖୁବାକୁ ମିଳିଛି ଯେ ଏମିତି କିଛି ରହସ୍ୟ ମୟ କାର୍ଯ୍ୟ ଯାହା ଆପଣ ମାନେ ମଧ୍ୟ ଦେଖିବା ପରେ ଡରି ଯିବେ ଯାହା ସେହି ଯୁବକ ଜଣଙ୍କ କରିଛନ୍ତି ତାହା ଅତି ବିପଦଜନକ। ଏହି ଠାରେ ବ୍ୟକ୍ତି ଏମିତି କିଛି କରିଛନ୍ତି ତାହା ଜଣେ ଦେଖିଲେ ଖାଲି ଆଖିରେ ପ୍ରଥମେ ବିଶ୍ୱାସ ମଧ୍ୟ କରିବେ ନାହିଁ। ଆଉ ଏହି ଘଟଣା ଟି ଏମିତି କିଛି ଭୟଙ୍କର ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ସେହି ଯୁବକ ଏଠାରେ ସମୁଦ୍ର ର ଲହରୀ ସହିତ ପ୍ରତିଯୋଗିତା ଭାବରେ ଖେଳୁଛି ଯାହା ଆପଣ ମାନେ ମଧ୍ୟ ଭାବିବେ ଏହା ଏକ ସିନେମା ର। ଆଉ କହିବାକୁ ଗଲେ ସେହି ଯୁବକ ଜଣଙ୍କ ସମୁଦ୍ରର ଢେଉ ସହ ଆଗ ରେ ଖେଳୁଛି ଏବଂ ସେ ୧୧୫ ଫୁଟ ର ଉଚ୍ଚତା ରେ ଆସିବା ବେଳେ ଏହି ଯୁବକ ଟି ଏମିତି କିଛି କରିଛନ୍ତି ଯାହା କୁ କେହି ଜଣେ ବ୍ୟକ୍ତି ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆରେ ଛାଡି ଦେଇଛନ୍ତି।

ଆଉ ଏହିଠାରେ ଯୁବକ ଟି ଏମିତି କିଛି କରିଛନ୍ତି ତାହା କୌଣସି ଫିଲ୍ମ ପାଖରୁ କମ ନୁହେଁ ଯାହା ଆପଣ ମାନେ ଦେଖିଲେ ସହଜରେ ବିଶ୍ୱାସ କରିବେ ନାହିଁ। ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି ଯାହା ଆପଣ ମାନେ ଦେଖିଲେ ଜାଣି ପାରିବେ। ହେଲେ ସେହି ଯୁବକ ଜଣଙ୍କ ଜୀବନ କୁ ମଧ୍ୟ ଭୟ ରହିଥିବ ହେଲେ ଏହା ପଛରେ ତାଙ୍କର ଏକ ସାହାସିକତା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment