ବଡ ଘୋଷଣା ! ୧୨୧ ଟଙ୍କା ରେ ହେବ ଝିଅ ବାହାଘର ! ଆଜି ହିଁ ଏହି ପଲିସି କରନ୍ତୁ ଆଉ ଧୁମ୍ ଧାମରେ କରନ୍ତୁ ନିଜ ଝିଅ ବାହାଘର, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଝିଅ ବିବାହ କିପରି କରିବେ, ଏତେ ଟଙ୍କା କୋଉଠୁ ଆଣିବେ ଏନେଇ ଚିନ୍ତା ରେ ଅଛନ୍ତି କି ? ତେବେ ଆପଣ ଙ୍କ ର ଏହି ଚିନ୍ତା କୁ ବର୍ତ୍ତମାନ ଦୂର କରିବ ଏଲାଇସି । ତେବେ କେମିତି କରିବ ଓ କେମିତି ଆପଣ ଏହି ଯୋଜନା ର ଫାଇଦା ଉଠାଇ ପାରିବେ ଆସନ୍ତୁ ଜାଣିବା ; ଆଜି କାଲି ର ଏହି ମହଙ୍ଗା ଯୁଗ ରେ ସାଧାରଣ ଝିଅ ବାହାଘର କରିବା ପାଇଁ ଲୋକ ମାନେ ଖୁବ୍ ଚିନ୍ତା ରେ ଥାଆନ୍ତି।

ଦିନକୁ ଦିନ ସବୁ ଜିନିଷ ମହଙ୍ଗା ହେବାକୁ ଲାଗିଛି ଆଉ ପ୍ରାୟତଃ ବାପା ମା ମାନେ କିପରି ନିଜ ଝିଅ ର ବାହାଘର ଭଲରେ କରିବେ ଏନେଇ ଚିନ୍ତା ରେ ଥାଆନ୍ତି । ତେବେ ଆପଣ ଙ୍କ ର ଏହି ସମସ୍ୟା କୁ ବର୍ତମାନ ଦୁର କରିବା ପାଇଁ ଜୀବନ ବିମା ନିଗମ ଏକ ନୂଆ ପଲିସି ଆରମ୍ଭ କରିଛି ଯାହାର ନାମ ରହିଛି କନ୍ୟାଦାନ ପଲିସି ।

ତେବେ ଆପଣ ମାନେ ଜାଣି ଥିବେ ଆମ ଦେଶର ସବୁଠୁ ବଡ଼ ଓ ସରକାରୀ ବୀମା କମ୍ପାନୀ ଏଲାଇଶି ସବୁବେଳେ ଆପଣଙ୍କ ସୁବିଧା ପାଇଁ ଓ ଲାଭ ପାଇଁ ନୂଆ ନୂଆ ପଲିସି ନେଇ ଆସିଥା। ସେମିତି ବର୍ତ୍ତମାନ ବାପା ମା ଙ୍କ ଝିଅ ବିବାହ ର ଚିନ୍ତା ଦୁର କରିବା ପାଇଁ ନେଇ ଆସିଛି ଏକ ନୂଆ ପଲିସି ଯାହାର ନାମ ରହିଛି କନ୍ୟାଦାନ ପଲିସି ।

ଏହି ପଲିସି ରେ ଆପଣ ଙ୍କୁ ଭବିଷ୍ୟତ ରେ ନିଜ ଝିଅ ବିବାହ ପାଇଁ ପ୍ରତିଦିନ ୧୨୧ ଟଙ୍କା ଜମା କରିବା ପାଇଁ ପଡ଼ିବ ଯାହାର ପ୍ରତିବଦଳ ରେ କମ୍ପାନୀ ଆପଣଙ୍କୁ ଏକ ମୋଟା ଅଙ୍କର ଟଙ୍କା ପ୍ରଦାନ କରିବ। ତେବେ ପ୍ରତିଦିନ ୧୨୧ ଟଙ୍କା ହିସାବ ରେ ଆପଣ ଙ୍କୁ ମାସିକ ୩୬୦୦ ଟଙ୍କା ବିନିଯୋଗ କରିବା ପାଇଁ ପଡ଼ିବ । ଆଉ ପଲିସି ର ଅବଧି ଅନୁସାରେ ଆପଣଙ୍କୁ ୨୫ ବର୍ଷ ପରେ ୨୭ ଲକ୍ଷ ଟଙ୍କା ମିଳିବ।

ତେବେ ଏହି ପଲିସି ନେବା ପାଇ ଆପଣଙ୍କ ମିନିମାମ୍ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ ଓ ଆପଣ ଙ୍କ ଝିଅ ର ବୟସ ଅତି କମ୍ ରେ ଏକ ବର୍ଷ ହୋଇଥିବା ଆବଶ୍ୟକ ଅଟେ । ତେବେ ଏହି ପଲିସି ର ଅବଧି ୨୫ ବର୍ଷ ରହିଛି କିନ୍ତୁ ଆପଣ ଙ୍କୁ ୨୨ ବର୍ଷର ପ୍ରିମିୟମ ଦେବା ପାଇଁ ପଡ଼ିବ ଏହା ସହିତ ଏହି ପଲିସି ରେ ନୋମୋନି ରହିଥିବା ବ୍ୟକ୍ତି ଙ୍କୁ ମଧ୍ୟ ୨୭ ଲକ୍ଷ ଟଙ୍କା ମିଳିବ । ଯଦି ଏହି ପଲିସି ର ଅବଧି ର ସମୟ ସୀମା ମଧ୍ୟରେ ଯଦି ଆପଣଙ୍କ ମୃତ୍ୟୁ ହୋଇ ଯାଇଛି ତେବେ ଆଉ ପ୍ରିମିୟମ ରାଶି ଦେବା ପାଇଁ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଏହି ପଲିସି ର ଫାଇଦା ବର୍ତ୍ତମାନ ଉତ୍ତର ପ୍ରଦେଶରେ ଅନେକ ଲୋକ ନେଇ ସାରିଲେଣି । ଏହି ପଲିସି ରେ ଆପଣ ନିଜର ଆଧାର କାର୍ଡ, ଆୟ ପ୍ରମାଣ ପତ୍ର, ପରିଚୟ ପତ୍ର, ଆଡ୍ରେସ୍ ପ୍ରୁଫ୍ ଓ ପାସପୋର୍ଟ ସାଇଜ ଫଟୋ ଦକୁମେଣ୍ଟ ହିସାବ ରେ ଦାଖଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।