୧୩ ବର୍ଷ ର ଛାତ୍ର ସହ ୪୧ ଥର ସମ୍ବନ୍ଧ ରଖି ଶିକ୍ଷୟତ୍ରୀ ହେଲେ ଗର୍ଭବତୀ, ଆଉ ତା’ ପରେ ଛାତ୍ର ଜଣକ ହୋଇଗଲେ…

0

ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଆପଣ ନିୟମିତ ଭାବରେ ଅବଗତ ହେଉଥିବେ। କାରଣ ଆଜିର ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି। ଯେଉଁଥି ପାଇଁ କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ମଧ୍ୟ ମଣିଷ ପଛାଉ ନାହିଁ।ଆଉ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ମଧ୍ୟ ଉଲ୍ଲେଖନୀୟ ଅଟେ।

ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ସମାଜର ଏକ ଭିନ୍ନ ଅଙ୍ଗକୁ ଦର୍ଶାଉଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ଯାହା ଜଣେ ଶିକ୍ଷକ ଏବଂ ଛାତ୍ର ଭିତରେ ଥିବା ପବିତ୍ର ସମ୍ପର୍କକୁ କଳୁଷିତ କରୁଛି। କୁହା ଯାଉଛି ଆଜିର ମଣିଷ ବହୁତ୍ ପ୍ରଗତିଶୀଳ।ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଯଥେଷ୍ଟ ଉନ୍ନତି ଘଟିଛି। ସେଥିପାଇଁ ମଣିଷ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ ମନେ କରୁଛି। ପୁନଶ୍ଚ ଗ୍ରହରୁ ଗ୍ରହାନ୍ତାର ଯାତ୍ରା ର ସାଫଲ୍ୟତା ମନରେ ସୃଷ୍ଟି କରୁଚି ଦୁର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଂକାର।

ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ର ପୃଷ୍ଠରେ ଯାଇ ଘର କରିବାର ସ୍ବପ୍ନ ମଧ୍ୟ ଦେଖି ସାରିଲାଣି।କିନ୍ତୁ ମାନସିକତା ରେ ପରିବର୍ତ୍ତନ ଏଯାବତ୍ ଦେଖାଯାଉ ନାହିଁ। ଯେଉଁ ପାଇଁ ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କ ମଧ୍ୟ ତାର ମହତ୍ୱ ଏବଂ ଗୁରୁତ୍ଵ ହରାଉଛି ଆଜିର ଦୁନିଆରେ। ଯେଉଁ ଘଟଣା ଏଠାରେ ଦୃଶ୍ୟମାନ ହେଉଛି। ଉକ୍ତ ଘଟଣାଟି ଅତ୍ୟନ୍ତ ନିନ୍ଦନୀୟ ହୋଇଥିବା ବେଳେ ଏଠାରେ ଜଣେ ୧୩ ବର୍ଷର ଛାତ୍ର ଙ୍କ ସହିତ ଶିକ୍ଷୟତ୍ରୀ ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଶିକ୍ଷୟତ୍ରୀ ଜଣଙ୍କ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଇଚ୍ଛା କରିଛନ୍ତି ଏବଂ ବହୁବାର ସମ୍ପର୍କ ସ୍ଥାପନ କରିଛନ୍ତି ମଧ୍ୟ।

ପରେ ପରିବାର ପକ୍ଷରୁ ଏ ସମ୍ପର୍କରେ ଜାଣିବା ପରେ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଛାତ୍ର ପ୍ରତି ଯୌନ ଶୋଷୋଣ ର ଅଭିଯୋଗ ଦାଖଲ କରା ଯାଇଛି। ଶିକ୍ଷୟତ୍ରୀ ଙ୍କ ଏହିଭଳି ହରକତ ସାମ୍ନାକୁ ଆସିବା ପରେ ତାଙ୍କୁ ସ୍କୁଲ୍ ରୁ ବିଦା କରା ଯାଇଛି ଏବଂ ତାଙ୍କର ଏହିଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା ମଧ୍ୟ କରା ଯାଇଛି।ଏବେ ପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରି ନଥିବା ବେଲେ କିନ୍ତୁ ପରିବାର ପକ୍ଷରୁ ଏହାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।