ବନ୍ଧୁଗଣ ସ୍ବାମୀ ସ୍ତ୍ରୀ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ଏବଂ ସାତ ଜନ୍ମର ସମ୍ପର୍କ ବୋଲି କୁହା ଯାଇଥାଏ।ସ୍ବାମୀ ସ୍ତ୍ରୀ ପାଇଁ ସବୁଠାରୁ ବଡ ସମ୍ପତ୍ତି ସଦୃଶ ହୋଇଥାଏ। କିନ୍ତୁ ସ୍ବାମୀ ସୁରକ୍ଷା ଦେବା ପରିବର୍ତ୍ତେ ଯଦି ସୈତାନ୍ ପାଲଟି ଯାଏ ତେବେ ସ୍ତ୍ରୀ କାହାକୁ ଆଉ ଭରସା କରିବ। ନିଜର ନୈତିକତା ଏବଂ ସଂଯମତା କୁ ହରାଇ ଯଦି ଜଣେ ସ୍ଵାମୀ ଅସଭ୍ୟ କାର୍ଯ୍ଯ କଲାପ କରେ ତେବେ ସ୍ତ୍ରୀ ଏହାର ପ୍ରତିବାଦ କାହାକୁ କହିବ। ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।
ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।
ତେବେ ସେହିଭଳି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ। ସେମିତି ଏକ ନିନ୍ଦନୀୟ ଲଜ୍ୟା କର ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ନିଶ୍ଚିତ।ବେଦୀ ରେ ହାତ ଧରି ବାହା ହୋଇଥିବା ସ୍ଵାମୀ ଯିଏକି ସାତ ଜନ୍ମର ସୁରକ୍ଷା ପାଇଁ ଶପଥ ନେଇଥିଲା। ହେଲେ ଏହି ପାସାଣ୍ଡ ସ୍ବାମୀ ଏମିତି କାମ କରିଛି ଯାହାକୁ ଶୁଣିଲେ ଆପଣଙ୍କୁ ଲାଜ ଲାଗିବ ଏବଂ ମୁଣ୍ଡ ତଳକୁ ନଇଁ ଯିବ। ଏହି ଘଟଣାରେ ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କ ସହ1 ଝଗଡ଼ା ଲାଗିବା ପରେ ତାଙ୍କୁ ହଇରାଣ କରିବା ପୂର୍ବକ ଶେଷରେ ତାଙ୍କ ସ୍ତ୍ରୀଙ୍କ ଗାଧୋଇବା ଘରେ କ୍ୟାମେରା ଲଗାଇ ଦେଇଥିଲେ।
ମହିଳା ଜଣଙ୍କ ଗାଧୋଉଥିବା ବେଳେ ଯେତେବେଳେ ସେ ତାଙ୍କ ଶରୀରରେ କ୍ରିମ ଲଗାଉଥିଲେ ସେତେବେଳ ବାଥ୍ ରୁମ ରେ ଲାଗିଥିବା ଏହି କ୍ୟାମେରା ଉପରେ ତାଙ୍କର ନଜର ପଡ଼ିଥିଲା।ବାଥରୁମର ଗୋଟିଏ କୋଣରେ ଏକ ଅନ୍ଧାରରେ ଏହି କ୍ୟାମେରା ରହିଥିଲା, ଯେଉଁଥିରେ ଗାଧୋଇଥିବାର ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିଲା।ମହିଳା ଜଣକ ଏହାକୁ ନେଇ ତାଙ୍କ ସ୍ୱାମୀଙ୍କୁ ପଚାରିବା ପରେ ଏହାକୁ ଅଣଦେଖା କରିଥିଲେ।ପରେ ଏହି ଘଟଣା ସଂପର୍କରେ ମହିଳା ଜଣଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାକୁ ଦେଖି ସ୍ୱାମୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଲୋକେ କହିଛନ୍ତି।ନ୍ୟୁଜ୍ ଏଜେନ୍ସି ‘ଦି ସନ୍’ର ରିପୋର୍ଟ ରେ ଏହି ଖବର ପ୍ରକାଶ ପାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।