୧୪ ବର୍ଷ ସ୍କୁଲ ଛାତ୍ର ପ୍ରେମରେ ପଡିଲେ ମାଷ୍ଟ୍ରାଣୀ, ଟିଉସନ ଡାକି ରଖୁଥିଲେ ଶାରୀରିକ ସମ୍ପର୍କ, ଧରା ପଡ଼ିବା ପରେ ଯାହା ହେଲା…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ସମ୍ପର୍କ ଅଟେ। ଯେମିତି ମାଆ ତାର ଛୁଆକୁ ଭଲ ଶିକ୍ଷା ଓ ସଂସ୍କାର ଦେଇଥାଏ। ଠିକ ସେମିତି ଗୁରୁ ମଧ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ଭଲ ପାଠ ପଢେଇବାର ଶିକ୍ଷା ଦେଇ ଥାଏ। ଯଦି ପିଲା ମାନେ ପାଠ ନ ପଢି ଖରାପ ପ୍ରତି ମନ ନିବେଶ କରନ୍ତି, ତା ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ, ସେମାନଙ୍କୁ ଭଲ ବାଟକୁ ଆଣି ବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଶିକ୍ଷୟତ୍ରୀ ଅଛନ୍ତି ଯେ ଗୁରୁ ଓ ଶିଷ୍ୟର ସମ୍ପର୍କକୁ ପାଦରେ ଆଡେଇ ଦେଉଛନ୍ତି। ସେମାନେ ନୃଶଂସ ଭଳି ବ୍ୟବହାର କରୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ସ୍କୁଲ ଶିକ୍ଷୟତ୍ରୀ ଜଣେ ନାବାଳକ ଛାତ୍ରଙ୍କ ସହ ଜୋର ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଆମେରିକାର କାଲିଫର୍ଣ୍ଣିଆ ସହରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। କ୍ରିଷ୍ଟଲ ଜାକସନ ନାମକ ଜଣେ ବିବାହିତ ମହିଳା ମାଉଣ୍ଟ ନ୍ୟୁ ଇଣ୍ଡିପେଣ୍ଡଣ୍ଟ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି ଓ ଏଥିସହ ଟ୍ୟୁସନ ମଧ୍ୟ କରନ୍ତି। ସେହି ଶିକ୍ଷୟତ୍ରୀ ଜଣଙ୍କର ଛାତ୍ର ମାନଙ୍କ ଉପରେ ଖରାପ ନଜର ରହିଥାଏ। ସେହି ଟ୍ୟୁସନର ଜଣେ ୧୪ ବର୍ଷୀୟ ନାବାଳକ ଛାତ୍ରଟି ତାଙ୍କୁ ସୁନ୍ଦର ଦିଶିବା ସହିତ ଏକ ତରଫା ପ୍ରେମ ମଧ୍ୟ କରୁଥିଲେ।

ତେବେ ସେହି ପିଲାଟି ପାଇଁ ପୁରା ପାଗଳ ହୋଇ ଯାଇଥଲେ। ଛାତ୍ରଟି ଯେତେ ମନା କରିବା ସ୍ୱତେ ମଧ୍ୟ ତାଙ୍କ ସହ ଜୋର ଜବରଦସ୍ତ କରି ୩ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ଏହି ଘଟଣାଟି ଶିଶୁ କଲ୍ୟାଣ ଅଧିକାରୀ ଜାଣିବା ପରେ, ଶିକ୍ଷୟତ୍ରୀଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଓ ଏଥିସହ ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।