ହଁ ଦର୍ଶକ ବନ୍ଧୁ କଥା ଟି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଯାହା ଏବେ ସୋସିଆଲ ମିଡିଆରେ ଏହି ଦୁଃଖଦ ଘଟଣା ଟି ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ଅନୁଯାୟୀ ଘରେ 19 ଦିନ ର ପୁଅ କୁ ସବୁଦିନ ପାଇଁ ତାର ବାପା ଆର ପାରି କୁ ଚାଲିଯାଇଛନ୍ତି | ତେବେ ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ରେ ଥିବା ଲୋ ୟୁନିଭେର୍ସିଟି ସମ୍ମୁଖରେ | ତାହେଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ କଣ ହେଇଥିଲା ସେଦିନ କାହିଁକି 19 ଦିନ ର ପୁଅ କୁ ଛାଡି ତାର ବାପା ସବୁଦିନ ପାଇଁ ଆରପାରି କୁ ଚାଲିଯାଇଛି ସେ ବିଷୟରେ ଜାଣିବା |
ତେବେ ମିଳିଥିବା ସୂଚନା ଅନୁଯାୟୀ କଟକ 7 ନମ୍ବର ସେକ୍ଟର ରେ ରହୁଥିବା ନିରାକାର ବେଦାନ୍ତ ଜଣେ ସ୍ବିଗୀ ବୟ ଭାବରେ କାମ କରୁଥିଲେ | ଲୋକଙ୍କର ଅଡର ମୁତାବକ ସେ ଲୋକଙ୍କ ଘରେ ଖାଦ୍ୟ ବଢାଇବା ତାଙ୍କର କାମ ଥିଲା | ତେବେ ସବୁଦିନ ପରି ଶନିବାର ଦିନ ମଧ୍ୟ ସେ ଘରୁ ତାଙ୍କର 19 ଦିନ ପୁଅ ଓ ସ୍ତ୍ରୀ କୁ ଛାଡି ଫେରି ଆସିବେ କହି ଯାଇଥିଲେ ହେଲେ ଆଉ ଫେରି ନଥିଲେ | 19 ଦିନ ର ପୁଅ ଆଉ ଦିନ ପରେ ତାର ଏକୁଶିଆ ପାଳନ ହେଇଥାନ୍ତା ଘରେ ଭୋଜି ଭାତ ଭଳି ବିଭିନ୍ନ ଅନୁଷ୍ଠାନ ହେଇଥାନ୍ତା | ହେଲେ କିଏ ଜାଣିଥିଲା ମୃତ୍ୟୁ ଯେ ଏମିତି ତାଙ୍କର ବାଟ ଜଗିଛି ବୋଲି | ମନରେ ଥିବା ସବୁ ଆଶା ଓ ସ୍ବପ୍ନ ସେଇ ସ୍ବପ୍ନ ରେ ରହିଯିବ ବୋଲି | ଘରେ 19 ଦିନ ର ପୁଅ ତାର ମା ଙ୍କ ସହିତ ତାରିଣୀ ଙ୍କ ମନ୍ଦିର ଯାଇ ସେଠାରେ ପୂଜା କାର୍ଯ୍ୟ ସାରି ଘରକୁ ଫେରିଥିଲା ହେଲେ ସେହି ଦେଖା ଯେ ପୁଅ ର ଶେଷ ଦେଖା ତାହା କେହି ଜାଣିନଥିଲେ |
ସବୁଦିନ ପରି ସେ ଦିନ ମଧ୍ୟ ନିରାକାର ବେଦାନ୍ତ ତାଙ୍କର 19 ଦିନ ର ପୁଅ ଓ ସ୍ତ୍ରୀ କୁ କହିଥିଲେ ମୁଁ ଶୀଘ୍ର ଫେରି ଆସିବି ହେଲେ ସେ ଆଉ ଫେରି ନିଥିଲେ | ଶନିବାର ଦିନ ରାତିରେ ସେ ତାଙ୍କର କାମ ସାରି ଫେରୁଥିବା ବେଳେ କଟକ ରେ ଥିବା ଲୋ ୟୁନିଭେର୍ସିଟି ସମ୍ମୁଖରେ ତାଙ୍କୁ କେହି ଜଣେ ଅଜଣା ଗାଡି ଧୋକା ମାରିଥିବାରୁ ତାଙ୍କର ମୃତ୍ୟୁ ହେଇଛି ବୋଲି କୁହାଯାଉଛି | ତେବେ ପୋଲିସ ଖବର ପାଇ ଯେତେବେଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସେତେବେଳେ ଦେଖିଥିଲେ ସେତେବେଳେ ନିରାକାର ବେଦାନ୍ତ ଙ୍କ ଶରୀର କ୍ଷତ ବିକ୍ଷତ ହେଇ ତାଙ୍କର ମୃତ୍ୟୁ ଶରୀର ପଡିଥିଲା | ତାପରେ ଘଟଣା ସ୍ଥଳକୁ ସାଇନଟିଫିକ ଟିମ ଆସି ଘଟଣା ର ତଦନ୍ତ ଆରମ୍ଭ କରିବା ସହିତ ମୃତ ଶରୀର କୁ ବ୍ୟବଛେଦ ପାଇଁ ପଠାଇଥିଲେ |
ତାହାଲେ ଏବେ ଜାଣିବାକୁ ବାକି ରହିଛି ଯେ ପୋଲିସ କଣ ସେ ଅଜଣା ଗାଡି କୁ ଧରିପାରିବ କି ନାହିଁ ସେ ବିଷୟରେ ତଦନ୍ତ ଚାଲିଛି ଓ ସମସ୍ତ ଙ୍କ ନଜର ପୋଲିସ ଉପରେ ଅଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।