ହିନ୍ଦୁ ଶାସ୍ତ୍ର ପରମ୍ପରାର ଚଳନ ଅନୁସାରେ ଜ୍ୟୋତିଷ୍କ ଶାସ୍ତ୍ରକୁ ପ୍ରାଧାନ୍ୟ ମାନ୍ୟତା ଦିଆ ଯାଇ ଥାଏ | ଯୋଉଁଥି ପାଇଁ ମନୁଷ୍ୟର ଜନ୍ମରୁ ଆରମ୍ଭ କରି ତାର ମୃତ୍ୟୁ ପର୍ଯ୍ୟନ୍ତ ଭାଗ୍ୟ ଭବିଷ୍ୟ ଜାଣିବାକୁ ପାଇଁ ଜ୍ୟୋତିଷ୍କ ପାଖକୁ ଯାଇଥାଉ | ଏ କଥା ସତ୍ୟ ଯେ ମନୁଷ୍ୟ ତାର କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ |ଆମେ ବିଶେଷତଃ ବାର ଗୋଟି ରାଶିରୁ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟ ନିର୍ଦ୍ଧାରିତ କରିଥାଉ | ଏବଂ ସେ ସେଇ ନିର୍ଧାରଣର କୌଣସି ତ୍ରୁଟି ଥିଲେ ତାର ରିଷ୍ଟ ଖଣ୍ଡନ ପାଇଁ ଆମେ ବିଭିନ୍ନ ଦେବା ଦେଵୀଙ୍କ ପୂଜା ପଦ୍ଧତି କରିଥାଉ |ତତ ସହିତ ଜ୍ୟୋତିଷ୍କଙ୍କର ସହାୟତା ଲୋଡିଥାଉ |ଗ୍ରହ ମାନଙ୍କ ଗତି ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କର ସ୍ଥିତି ଦେଖା ଯାଇଥାଏ |ତେବେ 2022 ରୁ 2040 ମସିହା ରେ ଶନି ଗ୍ରହ ଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି ।ଏଥିପାଇଁ କିଛି ରାଶି ମାନଙ୍କ ଉପରେ ଶନି ଦେବ ଙ୍କ କୃପା ପଡ଼ିବାକୁ ଯାଉଛି ଏବଂ ଏହି ରାଶି ମାନଙ୍କ ଭାଗ୍ୟ ଚମକି ବାକୁ ଯାଉଛି । ଆସନ୍ତୁ ଜାଣିବାକୁ ଏହି ରାଶି ମାନଙ୍କ ବିଷୟରେ….
ବିଛା ରାଶି –
ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଚାକିରୀ ଆଶାୟୀ ଙ୍କୁ ଚାକିରି ମିଳିବ । ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ । ନୂତନ କାର୍ଯ୍ୟରେ ଶୁଭ ଫଳ ପାଇବେ |
କୁମ୍ଭ ରାଶି:-
ଭଗବାନ୍ ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନ ରେ ସମ୍ମାନିତ ହେବେ ।
ମୀନ ରାଶି –
ଏହି ରାଶିର ବ୍ୟକ୍ତି ମାନେ ବିବାହ ବନ୍ଧନରେ ବାନ୍ଧି ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେ।ଏବଂ ବିଦେଶ ଗସ୍ତର ସୁଯୋଗ ମିଳିପାରେ |
ମେଷ ରାଶି –
ଏହି ରାଶିର ବ୍ୟକ୍ତି ମାନଙ୍କୁ ଶନି ଦେବଙ୍କ କୃପାରୁ ଆପଣ ଯଦି କୌଣସି ନୂତନ କାର୍ଯ୍ୟରେ ହାତ ଲଗାଉଛନ୍ତି ତେବେ ତାହା ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।ପାରିବାରିକ ଶାନ୍ତି ଦେଖା ଦେବ |
କନ୍ୟା ରାଶି:-
ପଞ୍ଚମ ରେ ହେଉଛି କନ୍ୟା ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ ।ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।