ହେ ଭଗବାନ ! 2023 ରେ ସମଗ୍ର ବିଶ୍ୱ ଦେଖିବ ୯୯ ମହାବାତ୍ୟା ର ଝଲକ, ୪୫୦ କି. ମି ରେ ବହିବ ପବନ । ସମସ୍ତଙ୍କୁ ସେୟାର କରି ଜଣାଇ ଦିଅନ୍ତୁ…

0

ଦର୍ଶକ ବନ୍ଧୁ ପୁଣିଥରେ ମାଳିକା ବିଶାରଦ ଶାରଦା ପ୍ରସାଦ ଙ୍କ ମାଳିକା ର ବର୍ଣ୍ଣନା କୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ଯାହା ୬୦୦ ବର୍ଷ ତଳର ମାଳିକା ଵିଚାର ଅଟେ। ଯାହା ଜାଣିଲେ ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି। ଆଗତ ଭବିଷ୍ୟତ କୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନ ରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ।

ତେବେ ସେହିଭଳି ବର୍ତ୍ତମାନ ସମୟରେ ଲୋକଙ୍କ ଭାବାବେଗ ଏବଂ କାର୍ଯ୍ୟକଳାପ କୁ ନେଇ ଶହ ଶହ ବର୍ଷ ତଳେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ସେହି ବିଷୟରେ ଆମେ ସମ୍ୟକ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା।

ଆପଣ ତ ଜାଣିଛନ୍ତି କଳିଯୁଗ ଆମକୁ କେତେ ଦୁଃଖ ଦେଲାଣି। ରୋଗ ବ୍ୟାଧି, ମହାମାରୀ, ବନ୍ୟା ବାତ୍ୟା, ଭୂମିକମ୍ପ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଏ ଯୁଗରେ ଲୋକେ ଦେଖିଲେଣି ଓ ସହିଲେଣି ମଧ୍ୟ।ତେବେ କଳିଯୁଗ ରେ ସବୁ ଆଉ କଣ କଣ ହେବା କଥା ମହାପୁରୁଷ କହିଛନ୍ତି କି ନାହିଁ। କେଉଁ କେଉଁ ସମସ୍ୟା ଦେଇ ମଣିଷ ସମାଜକୁ ଗତି କରିବାକୁ ପଡ଼ିବ ଏବଂ ଏହାକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ପଡିବ ସେକଥା ମଧ୍ୟ ଜାଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ନିଶ୍ଚିତ ରହିଛି। କାରଣ କଳୀର କରାଳ କାୟା ମଧ୍ୟରେ ରହି ଲୋକେ ହନ୍ତସନ୍ତ ହୋଇ ପଡିଲେଣି। ଆମେ ଆମର କୁକର୍ମ ର ଫଳ ଭୋଗୁଛୁ।

ଅନ୍ୟାୟ ଅନୀତି ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି ତାହା ଦ୍ଵାରା ଲୋକ ମାନଙ୍କ ବ୍ୟବହାର ଏବଂ ଉଚ୍ଚାରଣ ରେ ମଧ୍ୟ ପରିବର୍ତ୍ତନ ଘଟୁଛି। କୌଣସି ରୋଗକୁ ସିନା ଚିକିତ୍ସା କିମ୍ବା ଭାକ୍ସି ନ ଦ୍ବାରା ଭଲ କରିହେବ କିନ୍ତୁ ମଣିଷ ମନରେ ଥିବା ରୋଗକୁ ଭଲ କରିବା ପାଇଁ ପବିତ୍ରତା ଆଣିବା ପାଇଁ ଆମକୁ ନିଜକୁ ମାନସିକ ସ୍ତରରେ ପବିତ୍ର ହେବାକୁ ପଡିବ ଏବଂ ସଜାଗ ହେବାକୁ ପଡ଼ିବ।

ଅନେକ ବିପତ୍ତି ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡ଼ିବ।କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବ। କୃଷକ ମାନେ ଧୀରେ ଧୀରେ କୃଷି କାର୍ଯ୍ୟ ପ୍ରତି ନିରୁତ୍ସାହିତ ହେବେ।ଆଉ ଏହିଭଳି ସମୟ ଆସିବ ୨୦୨୩ ମସିହା ପାଖରୁ।ଏହିଭଳି ଏକ ସମସ୍ୟା, ବିପଦକୁ ଆମକୁ ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼ିବ। ପୁଣିଥରେ ୧୯୯୯ ମସିହାର ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଦି ଦେଖାଦେବ।

ଲୋକେ ବିପଦଗ୍ରସ୍ଥ ହେବେ। ଭୂମିକମ୍ପ ଏବଂ ବିପର୍ଯ୍ୟୟ ଘଟି ବହୁ ଉଚ୍ଚରେ ପାଣି ମାଡିବ। ଧନ ଜୀବନ କ୍ଷତିଗ୍ରସ୍ତ ହେବ। ତେବେ ମାଳିକା ରେ ବର୍ଣ୍ଣନା ଅନୁସାରେ ୨୦୨୩ ମସିହା ରେ ହିଁ ଏହିଭଳି ବିପର୍ଯ୍ୟୟ କୁ ସାମ୍ନା କରିବ ସାରା ବିଶ୍ବ।ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବ ସାରା ବିଶ୍ୱରେ ଆଉ ଏଥିପ୍ରତି ସଚେତନ ରହିବାକୁ ମାଳିକା ର ଚେତାବନୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।