“୨୧ ନମ୍ବର ବେଡ଼ର ଇଞ୍ଜେକ୍ସନ ୨୨ ନମ୍ବର ବେଡ଼ରେ ଦେଇଦେଲେ..କି ଇଞ୍ଜେକ୍ସନ ଥିଲା ଆମେ ଏପର୍ଯ୍ୟନ୍ତ ଜାଣିପାରୁନୁ”… ଏ ନେଇ କଣ କହୁଛନ୍ତି ଏହି ଯୁବକ, ଦେଖନ୍ତୁ video

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି | ତେବେ ଆମେ ମାନେ ଜାଣିଛୁ କି ଡକ୍ଟର ଙ୍କୁ ଆମେ ଦେବତା ବୋଲି ମାନିଥାଉ କାରଣ ଡାକ୍ତର ମାନେ ରୋଗୀ ମାନଙ୍କୁ ଦେଖନ୍ତି ଓ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ମଧ୍ୟ କରିଥାନ୍ତି | ଆଉ ମରଣ ମୁହଁରୁ ସେମାନଙ୍କୁ ଉଦ୍ଧାର କରିଥାନ୍ତି | ତେବେ ସେ ଡାକ୍ତର ହେଉ ବା ନର୍ସ ଯଦି ସେମାନେ କାମରେ ଟିକିଏ ବି ଗଡବଡ କରିଥାନ୍ତି, ତାହେଲେ ସେହି ରୋଗୀର ଜୀବନ ଯିବାର ମଧ୍ୟ ସମ୍ଭାବନା ଥାଏ | ତାହେଲେ ସେହିଭଳି ଏକ ଘଟଣା ଘଟିଛି ଯେଉଁଠି 21 ନମ୍ବର ବେଡ ରେ ଥିବା ରୋଗୀର ବେଡ ରେ ଇଞ୍ଜେକ୍ସନ ଦେବା ବଦଳରେ ଡାକ୍ତର ଜଣ ଙ୍କ 22 ନମ୍ବର ବେଡ ରେ ଇଞ୍ଜେକ୍ସନ ଦେଇ ଦେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଅଭିଯୋଗ ଆଣିଛନ୍ତି ଆକାଶ ରାଉତ, ଆଉ ଯେଉଁଟାଗୀ ସେ କହିଛନ୍ତି କି ତାଙ୍କର ମା ଙ୍କୁ ଜ୍ୱର ହୋଇଥିଲା | ଆଉ ଯେଉଁଥିପାଇଁ ତାଙ୍କୁ ନେଇକି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଆକାଶ | ଆଉ ତାଙ୍କର ଜ୍ୱର ପରେ ରକ୍ତ ପରୀକ୍ଷା କରିବାରୁ ଜଣା ପଡିଥିଲା କି ତାଙ୍କୁ ନିମୋନିଆ ହୋଇଛି ବୋଲି ତାହା ପରେ ତାଙ୍କୁ ସେଠାରେ ଚିକିତ୍ସା କରା ମଧ୍ୟ ଯାଉଥିଲା |

ଆଉ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବା ପରେ ଆକାଶ ଙ୍କ ମା ଙ୍କର ପୁଣି ଥରେ ECG ଟେଷ୍ଟ କରାଯାଇଥିଲା | ଆଉ ଯେଉଁଥିରୁ ଜଣା ପଡିଥିଲା କି ତାଙ୍କର କିଡ଼ନୀ ରେ ପାଣି ଜମା ହୋଇ ଯାଇଥିଲା , ଆଉ ଯେଉଁଥିପାଇଁ ଡାକ୍ତର ଆକାଶ ଙ୍କର ମା ଙ୍କୁ 6 ମାସ ମେଡ଼ିସିନ କନ୍ତିନିଉ କରିବାକୁ କହିଥିଲେ | ଆଉ ଯେଉଁଥିପାଇଁ ସେମାନେ ହସ୍ପିଟାଲ ରେ ମଧ୍ୟ ରହୁଥିଲେ | ତେବେ ତାଙ୍କର ମା 22 ନମ୍ବର ବେଡ ରେ ରହୁଥିବା ବେଳେ ନର୍ସ ଜଣଙ୍କ 21 ନମ୍ବର ବେଡ ରେ ଇଞ୍ଜେକ୍ସନ ଦେବା ବଦଳରେ 22 ନମ୍ବର ବେଡ ରେ ଅର୍ଥାତ ତାଙ୍କ ମା ଙ୍କୁ ଇଞ୍ଜେକ୍ସନ ଦେଇ ଦେଇଛନ୍ତି |

ଆଉ ଭୁଲ ଇଞ୍ଜେକ୍ସନ ଦେଇଥିବାରୁ ଆକାଶ ଙ୍କର ମା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା | ଆଉ ଏହି ଘଟଣା ବିଷୟରେ ଡାକ୍ତର ଙ୍କୁ ପଚାରିବାରୁ ସେ ଗ୍ୟାସ ପାଇଁ ଇଞ୍ଜେକ୍ସନ ଦେଇଛନ୍ତି ବୋଲି ମିଛ କହିଥିଲେ | ଆଉ ତାହା ପରେ ସେ ନର୍ସ ଙ୍କ ସହିତ କେଉଁ ଇଞ୍ଜେକ୍ସନ ଦେଇଛନ୍ତି ବୋଲି କଥା ହେଇଛନ୍ତି ବୋଲି ମିଛ କହିଥିଲେ |

କାରଣ ଭୁଲ ଇଞ୍ଜେକ୍ସନ ଦେଇଥିବା ନର୍ସ ଜଣଙ୍କ ବାର୍ଥରୁମ ରେ ଲୁଚିକି ଥିଲେ | ତେବେ ଡାକ୍ତର ଆଉ ନର୍ସ ଙ୍କର ଏହିଭଳି ମିଛ ଆଜି ଆକାଶ ଙ୍କ ମା ଙ୍କର ଜୀବନ ମଧ୍ୟ ନେଇ ପାରିଥାନ୍ତା | କିନ୍ତୁ ବର୍ତ୍ତମାନ ରୋଗୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ସୂଚନା ମିଳିଛି, ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment