26 ମେ, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ରାହୁଙ୍କର ଶୁଭ ସଂଯୋଗ, ଏହି 4 ଟି ରାଶିର ଖୋଲିଲା ଭାଗ୍ୟ, ହେଇଯିବେ ମାଲାମାଲ

0

ଏ ବର୍ଷର ଚନ୍ଦ୍ର ଗ୍ରହଣ ଏଇ ମାସ 26 ତାରିଖରେ ହେବାକୁ ଯାଉଛି ଏବଂ ଭାରତର ପ୍ରଥମ ଚନ୍ଦ୍ର ଗ୍ରହଣ ହେଉଛି ଏଇ ଗ୍ରହଣ । ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ସାରା ଭାରତରେ ଦେଖାଯିବ ନାହିଁ , ଏହା ମାତ୍ର କିଛି ସ୍ଥାନରେ ଦେଖିବାକୁ ମିଳିବ । ଏହି ଗ୍ରହଣ ପାଇଁ କିଛି ରାଶି ମାନଙ୍କର ଗ୍ରହ ଚଳନ ପ୍ରଭାବିତ ହେବାକୁ ଯାଉଛି ।

12 ଗୋଟି ରାଶି ମାନଙ୍କ ମଧ୍ୟରୁ 4 ଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ ଏବଂ ଏହାର ସମୟ 5 ଘଣ୍ଟା 1 ମିନିଟ ଯାଏ ରହିବ । ତେବେ ଆସନ୍ତୁ ଜାଣିବା ସେହି 4 ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଯେଉଁମାନେ ଏହି ଚନ୍ଦ୍ର ଗ୍ରହଣ ପରେ ଉପକୃତ ହେବାକୁ ଯାଉଛନ୍ତି ।

1 ମେଷରାଶି 

ଆପଣ ଏହି ଚନ୍ଦ୍ର ଗ୍ରହଣ ପରେ ଅଧିକ ରୁ ଅଧିକ ନିଜର ବ୍ୟାପାର ବଢାଇ ପାରିବେ , ଚାକିରୀ କ୍ଷେତ୍ରରେ ଉନ୍ନତି ନିଶ୍ଚୟ ହେବ । ଆପଣ ନିଜ ପରିବାର ଲୋକଙ୍କୁ ଭଲ ସମୟ ଦେବେ , ଆପଣ ଏହି ସମୟ ଭିତରେ ଯାହା ଚାହିଁବେ ତାହା ପାଇ ପାଇବେ । ଏହି ସମୟ ମଧ୍ୟରେ ଆପଣ ନିଜ ଦେହର ଯତ୍ନ ନିଅନ୍ତୁ । ଅପଣଙ୍କୁ ଅଧିକ ଧନ ଲାଭର ଯୋଗ ମଧ୍ୟ ରହିଛି , ମାତ୍ର ଆପଣ ଏହାକୁ ଦେଖି ଚାହିଁ ଖର୍ଚ୍ଚ କରିବେ ।

2 ମିଥୁନରାଶି 

ଆପଣ ନିଜର ବୈବାହିକ ଜୀବନରେ ଖୁସୀ ରହିବେ , ଆପଣ ନିଜକୁ ଶାନ୍ତି ଦେବା ପାଇଁ କିଛି ସମୟ ଧ୍ୟାନ କରି ପାରିବେ । ନିଜ ଇଚ୍ଛା ଅନୁସାରେ ସବୁ ଜିନିଷ ପାଇ ପାରିବେ ମାତ୍ର ଆପଣ ନିଜକୁ ଅଧିକ ଚିନ୍ତାରେ ରଖି ମନକୁ ଅଶାନ୍ତ କରନ୍ତୁ ନି । ଆପଣ ନିଜର ଆତ୍ମ ବିଶ୍ୱାସକୁ ତ୍ୱରାନ୍ୱିତ କରାନ୍ତୁ ।

3 ସିଂହରାଶି 

ଆପଣ ନିଜର ଚିନ୍ତାକୁ ନେଇ କାହା ସହ କଥା ହୋଇ ପାରନ୍ତି , ଆପଣ ନିଜର ପୈତୃକ ସମ୍ପତ୍ତିରୁ ମଧ୍ୟ ଏକ ବଡ ଲାଭ ପାଇବାକୁ ଯାଉଛନ୍ତି । ଆପଣ ନିଜକୁ କାହା ସହ ତୁଳନା କରନ୍ତୁନୀ , ନିଜର ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଅଧିକ ଭଲ ହେବ । ନିଜ ପରିବାର ଲୋକ ମାନଙ୍କ ସହିତ ଭଲ ସମୟ ବିତାଇବେ ଏବଂ ଆପଣ ନିଜର କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ ।

4 ବିଛାରାଶି

ଆପଣ ନିଜର ଗାଡି ଚଳାଇବା ପାଇଁ ଏକ ଚାଳକ ରଖନ୍ତୁ , ନିଜେ ବାହାନ ଚଳାଇବା କମ କରି ଦିଅନ୍ତୁ । ଆପଣ ନିଜର ଭଗବାନଙ୍କୁ ସ୍ମରଣ କରି ନିଜ କାମ କରି ଚାଲନ୍ତୁ , ନିଶ୍ଚିତ ଭାବରେ ସଫଳ ହେବେ । ଆପଣ ଏହି ସମୟରେ ସମସ୍ତ ସୁଖ ସୁବିଧା ପାଇଲେ ମଧ୍ୟ ଆପଣ ନିଜକୁ ବିବାଦରୁ ଦୂରେଇ ରଖନ୍ତୁ । ଆପଣଙ୍କ ଉପରେ ଏହି ଗ୍ରହଣର ଅଧିକ ପ୍ରଭାବ ପଡି ବାକୁ ଯାଉଛି , ଏହି ସମୟଟି ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଅପଣଙ୍କର ବିବାହର ଯୋଗ ମଧ୍ୟ ବନୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।