OMG ! ୨୮୮ ଚକିଆ ଟ୍ରକ୍, ଗାଡ଼ି ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ କଥା ଟି ଶୁଣିକି ଆପଣ ମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ସତ,288 ଚକିଆ ଟ୍ରକ ଏବେ ଆମ କଟକ ସହର ର ରାଜ ରାସ୍ତାରେ ଚାଲିଛି , ଆଉ ଗାଡିକୁ ଦେଖିବା ପାଇଁ ଲାଗିଛି ଲୋକ ମାନଙ୍କର ଭିଡ, ଯାହା ସୂଚନା ମିଳିଛି କି ଗାଡିଟି ର ଓଜନ 650 ହଜାର ଟନ, ଏହି ଗାଡିଟି ଗଲା ବେଳେ ରାସ୍ତା ଟ୍ରାଫିକ ର ସମସ୍ୟା ଦେଖିବାକୁ ମିଳିଥିଲା |

ଏହି ଟ୍ରକ ଟି ଜଳଜାହାଜ ଦେଇ ଗୁଜୁରାଟ ରୁ ପାରାଦ୍ୱୀପ ଆସିଥିଲା ଆଉ ସେଠୁ ମେସିନ ନେଇ ଅନୁଗୁଳ ସାର କାରଖାନାକୁ ଯାଉଛି | ଟ୍ରକ ଟି କୌଣସି ସାଧାରଣ ଟ୍ରକ ନୁହଁ ଏହା ର ଓଜନ ଆଉ 288 ଟି ଚକ ଦେଖି ଯିଏ ହେଲେ ବି ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଟ୍ରକଟି ଯାହା ଜଣା ପଡିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଶା ଘାଇ ଉଣା ନଦୀ ପାଖରେ ଥିଲା ଆଉ ଏହି ଦୀର୍ଘ ପାଞ୍ଚ ଦିନ ହେଲା ଆସିକି ରହିଥିଲା , ଯାହା ଏବେ ଏହି 288 ଚକିଆ ଟ୍ରକ ଟି ଉଣା ନଦୀ ପାଖରେ କେନ୍ଦ୍ରାପଡ଼ା ସାଲେପୁର ରୋଡ଼ ଦେଇକି ଆସିକି ବର୍ତମାନ କଟକ ଜିଲ୍ଲାର ଜଗତ ପୂର୍ଵ ସ୍ଥିତ ଜୁରୂପା ନଦୀ କୂଳରେ ଅଛି |

ବର୍ତ୍ତମାନ ଏହି ଗାଡିଟି ଆଗକୁ ଯିବାକୁ ହେଲେ ଆର.ଟି.ଓ ର ପରାମର୍ଶ ନେବା ସହିତ , ଏହି ଯାନ ଟି ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ତା ମଧ୍ୟ କରିବା ପାଇଁ ପଡିବ | କାରଣ ଆମର ଏହି ସାଧାରଣ ରାସ୍ତାରେ 288 ଚକିଆ ଜାଣଟି ଯିବା ସମ୍ଭବ ନୁହଁ ଯାହା ଫଳରେ ରାସ୍ତାର ମଧ୍ୟ କ୍ଷତି ହେଇପାରେ ବୋଲି କୁହାଯାଇଛି , ଆଉ ମଧ୍ୟ ସରକାର ଙ୍କ ତତ୍ୱା ବଧାନ ରେ ଏହି ଗାଡି ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ |

ତେବେ ସେହି ଟ୍ରକ ସହ ଆସିଥିବା ଲୋକଙ୍କ ଠାରୁ ଯାହା ସୂଚନା ମିଳୁଛି କି ଏହି 288 ଚଳିଆ ଯାନ ଟି ପାଞ୍ଚ ଦିନ ହେଲା ଆସିଛି ଏବଂ ଏହି ଗାଡିଟି ରାସ୍ତାରେ 15-25 କିଲୋ ମିଟର ବେଗ ରେ ଆସିଛି ଆଉ ମଧ୍ୟ ଏହି ଗାଡି ସହିତ 30-35 ଜଣ ଲୋକ ଆସିଛନ୍ତି, ଓ ଏହି ଟ୍ରକ ଟି ଗୁଜୁରାଟ ରୁ ଜଳ ଜାହାଜ ଯୋଗେ ପାରାଦ୍ୱୀପ ରେ ପହଂଚିଛି ବୋଲି ଗାଡି ସହିତ ଆସିଥିବା ଲୋକଟି କହିଛି |

କଟକ ର ରାଜରାସ୍ତା ଉପରେ 288 ଚକିଆ ଯାନ କୁ ପ୍ରଥମ ଥର ପାଇଁ ଦେଖି ଲୋକ ମାନଙ୍କର ଭିଡ ଜମିଛି , ଆଉ ମଧ୍ୟ ଗାଡିଟି ରାସ୍ତାରେ ଯିବା ଫଳରେ ଟ୍ରାଫିକ ମଧ୍ୟ ବହୁତ ଭିଡ ହେବାରେ ଲାଗିଛି , ଯାହା ଏବେ ସେସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment