୩ ଦିନ ଗୋଟେ ମୁଠା ଖାଇ ଦିଅନ୍ତୁ ଏହି ଜିନିଷ, ପୁରା ଜୀବନ ସୁଗାର, କୋଲେଷ୍ଟ୍ରଲ, ମୋଟାପଣ, ଅନିଦ୍ରା ଓ ହାର୍ଟ ଆଟାକ ରୋଗ କେବେବି ହେବ ନାହିଁ

0

ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ମଧ୍ୟ ଠିକ ଭାବରେ ହୋଇ ଥାଏ। ଯଦି ଆପଣମାନଙ୍କ ଶରୀରରେ କୌଣସି ରୋଗ ନଥାଏ, ତାହେଲେ ଆପଣ ମାନେ ସାରା ଜୀବନ ଖୁସିରେ କାଟିବେ। ଯଦି ଆପଣ ମାନଙ୍କ ଶରୀରରେ ଗୋଟେ ଛୋଟ ରୋଗଟି ଥାଏ, ତା ହେଲେ ଆପଣ ମାନେ ସାରା ଜୀବନ ଅତି ଦୁଃଖ କଷ୍ଟରେ ବିତାଇବେ। ଆପଣ ମାନଙ୍କ ପାଖରେ ଯେତେ ଧନ, ସମ୍ପତି ଏବଂ ଟଙ୍କା, ପଇସା ରହିଲେ ମଧ୍ୟ କୌଣସି ମୂଲ୍ୟ ରହିବା ନାହିଁ। ଯଦି ଶରୀରରେ କୌଣସି ନା କୌଣସି ରୋଗ ଦେଖା ଗଲେ ତାକୁ ନେଇ ସବୁବେଳେ ବିଚଳିତ ହେଉଥାଉ। ରୋଗ ଏଭଳି ଏକ ମାରାତ୍ମକ ଯାହାକି ଶରୀରର ସବୁ ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେବ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଜିନିଷ ବିଷୟରେ ଜଣାଇବୁ, ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ ମଧ୍ୟ କରିବେ। ସେହି ଜିନିଷଟି ହେଉଛି, ଏକ ଆୟୁରବେଦିକ ପଦାର୍ଥ ଯାହା ଫଳରେ କି ଆପଣ ମାନେ ବ୍ୟବହାର କରିବା ଦ୍ୱାରା କ୍ରଲେଷ୍ଟିର, ହୃଦଘାତ ଓ ଡ଼ାଇବେଟିସ ଆଦି ମାରାତ୍ମକ ରୋଗ ଭଲ ହେଇଯିବ ଏବଂ ଏହା ଜୀବନରେ ଆଉ ମଧ୍ୟ କେବେ ବି ହେବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଆୟୁର୍ବେଦିକ ପଦାର୍ଥ କେଉଁ ଭଳି ଭାବରେ ବ୍ୟବହାର କରିବା ଉଚିତ ଅଟେ।

ବନ୍ଧୁଗଣ ସେହି ଜିନିଷଟି ହେଉଛି ଆପଣ ମାନେ ଘରେ ବ୍ୟବହାର କରୁଥିବା କଖାରୁ ମଞ୍ଜି। ଏହି ସାଧାରଣ କଖାରୁ ମଞ୍ଜି ଦ୍ୱାରା ବହୁତ ବଡ଼ ବଡ଼ ମାରାତ୍ମକ ରୋଗକୁ ଭଲ କରି ଦେଇ ପାରିବ। ଏହି କଖାରୁ ମଞ୍ଜିରେ ସମ୍ପୂର୍ଣ ପରିମାଣରେ ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ପୋଷକ ତତ୍ତ୍ୱ ରହି ଥାଏ, ଯାହା ଫଳରେ କି ଆମ ଶରୀର ପାଇଁ ବହୁତ ଉପକାରୀ ଓ ଲାଭବାନ ମଧ୍ୟ ହୋଇ ଥାଏ।

ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏହି କଖାରୁ ମଞ୍ଜିକୁ ପାଣିରେ ଭିଜାଇ ଦିଅନ୍ତୁ ଏବଂ ସକାଳେ ଉଠି ସାରି ଖାଲି ପେଟରେ ପ୍ରଥମେ ଏଥିରୁ ମୁଠାଏ ଖାଇ ଦିଅନ୍ତୁ। ପ୍ରତିଦିନ ନିୟମିତ ଭାବରେ ୨୧ ଦିନ ଖାଇବା ଦ୍ୱାରା ଶରୀରରେ ଡାଇବେଟିସ, କ୍ରଲେଷ୍ଟର,ଅନିଦ୍ରା ରୋଗ ଏବଂ ପେଟ ରୋଗ ଆଦି ମୂଳରୁ ଭଲ ହୋଇ ଯାଇଥାଏ। ଏହି ଭଳି କାର୍ଯ୍ୟ କଲେ ଭବିଷ୍ୟତରେ ମଧ୍ୟ ରୋଗ ହେବାର ସମ୍ଭାବନା ଦେଖା ଦେବ ନାହିଁ। ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଚାଁହୁ ଥାନ୍ତି, ତେବେ ଏହି କଖାରୁ ମଞ୍ଜିରୁ ମୁଠାଏ ଖାଇ ଦିଅନ୍ତୁ। ବନ୍ଧୁଗଣ ନିଜ ସ୍ୱାସ୍ଥ୍ୟ ନିଜ ହାତରେ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ସବୁବେଳେ ନିରୋଗ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।