୩ କୋଟି ଦିଅ, ନହେଲେ ତା ଅନ୍ତରଂଗ ଭିଡ଼ିଓ ଭାଇରାଲ କରିଦେବି… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି କେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ଗୁମର ଅର୍ଚ୍ଚନା ଙ୍କ ନା ରେ ପ୍ରକାଶ ପାଇବାରେ ଲାଗିଛି | ଆଉ ଯାହା ଫଳରେ ଭଦ୍ର ମୁଖା ପିନ୍ଧି ନେତା, ରାଜନେତା, ବିଲଡର ଓ ପ୍ରଯୋଜକ ମାନଙ୍କୁ ବ୍ଲାକ ମେଲିଙ୍ଗ କରିକି କେଉଁଭଳି ଭାବରେ ଟଙ୍କା ଆଦାୟ କରୁଥିଲେ ସେ ବିଷୟରେ ମଧ୍ୟ ସମସ୍ତ ତଥ୍ୟ ଜଣା ପଡିଛି | ତେବେ ଏଠାରେ ଦେଖୁବାକୁ ମିଳିଛି କି ଅକ୍ଷୟ ପରିଜା ଙ୍କୁ ପୋଲିସ ଗିରଫ କରିବା ପର ପାଖରୁ ଅର୍ଚନା ଙ୍କ ସତ ର ପାରା୍ଦାଫାଶ ହେବାରେ ଲାଗିଛି | ତେବେ ଆସନ୍ତି ବର୍ତ୍ତମାନ ଆମେ ଜାଣିବା କି ବ୍ଲାକ ମେଲର ଅର୍ଚନା ଯେଉଁ ଭଳି ଭାବରେ ଅକ୍ଷୟ ପରିଜା ଙ୍କୁ ଫୋସାଇଥିଲେ |

ତେବେ ମିଳିଥିବା ସୂଚନା ଅନୁସାରେ ଆମେ ଯାହା ଜାଣିବାକୁ ପାଇଥିଲୁ କି ଅକ୍ଷୟ ପରିଜା ଅର୍ଚନା ନାମକ ଝିଅ ଜଣଙ୍କୁ ଫ୍ଲିମ ରେ ହିରୋଇନ କରେଇବାର ମିଛ ବାହାନା ଦେଖାଇ ଯୁବତୀ ଜଣଙ୍କ ସହିତ ଗୋଟିଏ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଦେଉଥିଲେ | ଆଉ ଯାହାର ଭିଡିଓ ଆଉ ଫୋଟ ଏବେ ସୋସିଆଲ ମିଡିଆରେ ମଧ୍ୟ ଚାରିଆଡେ ଘୁରି ବୁଲିବା ସହିତ ଅକ୍ଷୟ ପରିଜା ଙ୍କର ଉଲଗ୍ନ ଭିଡିଓ ଆଉ ଫୋଟ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା | ଆଉ ଯେଉଁଥିପାଇଁ ପୋଲିସ ସମ୍ପୂର୍ଣ୍ଣ ଘାଟଣା ର ତଦନ୍ତ ଆରମ୍ଭ କରିଥିଲା | ଆଉ ଅକ୍ଷୟ ପରିଜା ମଧ୍ୟ ସତ୍ୟ କୁ ପ୍ରକାଶ କରିଥିଲେ |

ତେବେ ତାଙ୍କର କହିବା କଥା କି ଫ୍ଲିମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ବିଷୟରେ କିଛି ଏକ୍ସକ୍ଲୁସିଭ କପି ମିଳିଛି | ଆଉ ଯେଉଁଠି ହନିଟ୍ରାପ ରେ ଫୋସାଇ ଅକ୍ଷୟ ପରିଜା ଙ୍କୁ ମାଗିଥିଲେ 3 କଟି ଟଙ୍କା ଆଉ ଟଙ୍କା ନ ଦେଲେ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ ଅର୍ଚନା |ତେବେ ଯାହା କହିଛନ୍ତି ଅକ୍ଷୟ ପରିଜା କି ପ୍ରଥମେ ଅର୍ଚନା ନିଜକୁ ଏଇ ସି ପି ବୋଲି କହିଥିଲା | ଆଉ ଜଣେ ମହିଳା ଙ୍କୁ କାମ ରେ ନିୟଜିତ କରେଇଥିଲା |

ତାହା ବ୍ୟତୀତ ଅକ୍ଷୟ ପରିଜା କୁ ପାଖକୁ ଡାକି ଟଙ୍କା ମାଗିଥିଲା ଆଉ ତାହା ନ ଦେଲେ ଅକ୍ଷୟ ଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ ଆଉ ଭିଡିଓ ଭାଇରାଲ କରାଇ ଦେବାର ଧମକ ମଧ୍ୟ ଦେଇଥିଲା | ତାହା ବ୍ୟତୀତ ଟଙ୍କା 3 କୋଟି ନ ଦେବା ପର୍ଯ୍ୟନ୍ତ ଭୁବନେଶ୍ୱର ଛାଡୁକି ନ ଯିବା ପାଇଁ ମଧ୍ୟ ଧମକ ଦେଇଥିଲା ଅର୍ଚନା ନାଗ ଆଉ ତାହା ନ ହେଲେ ହାଣି କି ଟିକ ଟିକ କରିଦେବ ବୋଲି ମଧ୍ୟ କହିଥିଲା |ଆଉ ଯାହା ପରେ ସଂମ୍ମାନ ହାନି ର ଭୟରେ ଘାଟଣା କୁ ସମାଧାନ କରିବା ପାଇଁ ଚାହୁଁଥିଲେ ଅକ୍ଷୟ କିନ୍ତୁ 3 କୋଟି ମାଗିଥିଲେ ଅର୍ଚନା | ତେବେ ଅର୍ଚନା ଅନ୍ୟ ଜଣେ ମହିଳା ଙ୍କୁ ତାଙ୍କ ସହିତ ହନିଟ୍ରାପ ରେ ଫୋସାଇବାକୁ ଚାହୁଁଥିବା କଥା କହିଛନ୍ତି ଅକ୍ଷୟ ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment