୪୦୦୦ କୋଟି ଟଙ୍କାର ମହଲରେ ରହୁଛନ୍ତି ମୋଦିଙ୍କ ମନ୍ତ୍ରୀ ! କାନ୍ଥରେ ଦିଆଯାଇଛି ସୁନା ରୂପାର ଲେପ, ଘର ଭିତର ଦୃଶ୍ୟ ଦେଖିଲେ ହୋସ ଉଡିଯିବ….

0

ଦେଶରେ ଅନେକ ଲୋକ ମାନେ ଧନୀ ଶ୍ରେଣୀର ରହି ଥାଆନ୍ତି। ସେମାନେ ସବୁବେଳ ପାଇଁ ବିଳାସପୂର୍ଣ୍ଣରେ ଜୀବନ କଟାଇ ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ୪ ହଜାର କୋଟି ଟଙ୍କାର ମହଲରେ ମୋଦିଙ୍କ ମନ୍ତ୍ରୀ ରହୁଛନ୍ତି। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନିଧା ହେଉଛନ୍ତି ମୋଦିଙ୍କ ମନ୍ତ୍ରୀ, ସେ ବିଳାସ ମୟ ମହଲରେ ରହୁଛନ୍ତି। ସେ ମୋଦି ସରକାରରେ ବେଶ ସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଛନ୍ତି।

ୱାରଲିଆ ସିନଧାର ରାଜବଂଶ ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ୱାରଲୀୟର ସିନଧିଆ ବଂଶକୁ ରାଜ ପରିବାରକୁ ଲୋକ ମାନେ ଆସନ୍ତି। ଆଉ ତାଙ୍କୁ ଲୋକ ମାନେ ମହାରାଜା ଭାବରେ ମାନୁଛନ୍ତି। ୱାରଲୀୟରରେ ଥିବା ଏହି ବିଳାସ ମୟର ନାଁ ଜୟ ବିଳାସ ରହିଛି। ଏହା ୧୮୭୪ ମସିହାରେ ଏହି ମହଲ ନିର୍ମାଣ କରା ଯାଇଥିଲା। ସେହି ସମୟରେ ଜୟା ଜରାଵ ସିନଧିଆ ମହାରାଜା ଭାବରେ ଏହି ମହଲର ନିର୍ମାଣ କରିଥିଲେ। ମହଲର ଡିଜାଇନ ବ୍ରିଟେନର ପ୍ରସିଦ୍ଧ ଡିଜାଇନର ମାଇକେଲ ଫିଲୋସ ପ୍ରସ୍ତୁତ କରିଥିଲେ।

ଏହି ବିଶାଳ କାୟ ମହଲକୁ ଗ୍ରୀସ ଜର୍ଜ ଓ ପ୍ରିନସେସ ମ୍ୟାରୀଙ୍କ ସ୍ୱାଗତ ପାଇଁ କରା ଯାଇଥିଲା। ୧୮୭୬ ମସିହାରେ ସେମାନେ ଭାରତ ଆସିଥିଲେ। ଜୟ ବିଳାସ ପ୍ୟାଲେସରେ ୪୦୦ କୋଠୋରୀ ରହିଛି। ତିନି ମହଲ ବିଶିଷ୍ଟ ଏହି ଭବ୍ୟ ମହଲ ଭିତରେ ପାର୍ଶ୍ୱକୁ ଆକର୍ଷଣୀୟ କରିବାକୁ ୫୬୦ କିଲୋର ସୁନା ଲେପ ଦିଆ ଯାଇଛି। ୪୦୦ କୋଠୋରୀ ମଧ୍ୟରୁ ୪୦ ଟି କୋଠୋରିକୁ ମ୍ୟୁଜିୟମ କରା ଯାଇଛି। ମ୍ୟୁଜିୟମ ଭିତରେ ଏଭଳି କିଛି ସାମଗ୍ରୀ ରହିଛି, ଯାହାକି ସିନଧିଆ ରାଜବଂଶର ସମୃଦ୍ଧିକୁ ଦର୍ଶାଇ ଥାଏ। ସେଥିରେ ଝାନସି ରାଣୀଙ୍କ ଛତା, ୱରଙ୍ଗଜେବ ଓ ଶାହାଜନଙ୍କ ଅସ୍ତ୍ର ରହିଛି। ଏହା ସହିତ ଦେଶ ଓ ବିଦେଶ ଅନେକ କଳାକୃତି ସ୍ଥାନ ପାଇଛି।

ଏହି ମହଲରେ ଲାଗିଥିବା ଝୁମର ଶୋଭା କରାଇଛି। ଏହି ମହଲ ଭିତରେ ଦୁଇଟି ଝୁମର ଲାଗିଛି ଯାହାର ଓଜନ ୩ ହଜାର ୫୦୦ କିଲୋ ଗ୍ରାମରୁ ଅଧିକ ହେବ। ଏହି ସୁନ୍ଦର ଝୁମରକୁ ବେଲଜିୟମ କଳାକାର ନିର୍ମାଣ କରିଥିଲେ। ଜୟ ବିଳାସ ମହଲ ସଂଗ୍ରହାଳୟରେ ରୂପାର ରେଳ ରହିଛି। ଏହି ରୂପା ଟ୍ରେନର ଟ୍ରାକ ଡାଇନିଙ୍ଗ ଟେବୁଲ ଉପରେ ରହିଛି। ଯେ କୌଣସି ବିଶିଷ୍ଠ ଅତିଥି ଆସିଲେ, ସେହି ଡାଇନିଙ୍ଗ ଟେବୁଲର ରୂପା ରେଳରେ ଖାଦ୍ୟ ପରସା ଯାଇଥାଏ। ଏହି ମହଲ ମଧ୍ୟରେ ଏକ ଦରବାର ହଲ ମଧ୍ୟ ରହିଛି। ଯେତେବେଳେ ଏହାର ନିର୍ମାଣ ହୋଇଥିଲା, ସେଥିପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବର୍ତ୍ତମାନ ଏହି ମହଲର ମୂଲ୍ୟ ୪୦୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ଏଠାକୁ ବୁଲିବାକୁ ଆସୁଥିବା ଭାରତୀୟ ବ୍ୟକ୍ତିଙ୍କୁ ୧୫୦ ଟଙ୍କାର ଟିକେଟ ଓ ବିଦେଶୀ ବ୍ୟକ୍ତିଙ୍କୁ ୮୦୦ କୋଟି ଟଙ୍କାର ଟିକେଟ କାଟିବାକୁ ପଡିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।