ଦେଖନ୍ତୁ Shocking ଭିଡିଓ : ୫ ଘଣ୍ଟା ପରେ ହସ୍ପିଟାଲ କହିଲା ମରିଗଲା ଶୁଣନ୍ତୁ ରୋଗୀ ମୃତ୍ୟୁ ପରେ ବ୍ୟକ୍ତି ଜଣଙ୍କ କହିଲେ କିଛି ଏମିତି…ଯାହା ଆପଣଙ୍କ ନିଦ ହଜେଇ ଦେବ, ନିଆଁ ପରି ଭାଇରାଲ ହେଉଛି ଏହି Video

0

ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥାଏ , ତାହା ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ସହିତ ଜଡିତ ରହି ଘଟଣା ସମ୍ପର୍କରେ ଜାଣିବାକୁ ପାଉଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ମଧ୍ୟ ଶୁଣିବାକୁ ପାଉଥିବେ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଉଥିବ । ତେବେ ନିକଟରେ ଏକ ଦୃଶ୍ୟ ଇଣ୍ଟରନେଟରେ ଦେଖିବାକୁ ମିଳୁଛି , ବର୍ତ୍ତମାନ କୋରନା ର ସମୟ ଯାହା ସାରା ଦେଶରେ ନିଜର କାୟା ବିସ୍ତାର କରିଛି । ଏହି କୋରନା ସଂକ୍ରମଣରେ ଅନେକ ଲୋକମାନେ ମଧ୍ୟ ଜୀବନ ହରାଉଛନ୍ତି । ତେବେ ସରକରା ଏଥି ନିମନ୍ତେ ରାଜ୍ୟରେ ଲକଡାଉନ ମଧ୍ୟ କରିଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ।

ଘଟଣାଟି ହେଉଛି ପାରଳାଖେମୁଣ୍ଡି ର ଅଟେ , ସୂଚନା ଅନୁସାରେ ଜଣେ ବ୍ୟକ୍ତି ଙ୍କ ଶଳା ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ସେଥିପାଇଁ ବ୍ୟକ୍ତି ଜଣକ 7 ତାରିଖ ଦିନ ହସ୍ପିଟାଲ ନେଇ ସେଠାରେ ତାଙ୍କ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରଦିନ ସକାଳା ତାଙ୍କ ଶଳା ଫୋନ କରି କହିଥିଲେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉ ନାହାିଁ । ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ , ଓ ସେ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିଶ୍ଚାର୍ଯା ହୋଇ ଘରକୁ ଫେରୁଛନ୍ତି ।

ବ୍ୟକ୍ତି ଜଣକ କହିବା ଅନୁସାରେ ତା ପରଦିନ ଶଳାଙ୍କ ପାଖରୁ କୌଣସି ଫୋନ ଆସିନଥିଲା । କିନ୍ତୁ ହଠାତ୍ ହସ୍ପିଟାଲ କତୃପକ୍ଷ ତରଫରୁ ଏକ ଫୋନ କଲ ଆସିଥିଲା । ସେ ସୂଚନା ଦେଇଥିଲେ ଯେ ତାଙ୍କ ଶଳା ଆଉ ନାହାନ୍ତି । ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଥିଲେ ତେବେ ତାଙ୍କର ମୃତ୍ୟୁ କିପରି ଘଟିଲା । ଏ ବିଷୟରେ ହସ୍ପିଟାଲ କତୃପକ୍ଷଙ୍କୁ ମଧ୍ୟ ପ୍ରଶ୍ନ କରିଥଲେ । କତୃପକ୍ଷ ଉତ୍ତର ଦେଇଥିଲେ କି ଅକ୍ସିଜେନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି ।

ପରିବାର ଲୋକମାନେ ଡେଡ୍ ବଡି କୁ ଦେଖିବା ପାଇଁ ଚାହିଁଥିଲେ କିନ୍ତୁ ହସ୍ପିଟାଲ କତୃପକ୍ଷ ଡେଡ୍ ବଡି ଦେଖିବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସେ ଅସୁସ୍ଥ ହେବା ଯୋଗୁଁ ତାଙ୍କର କୋରନା ଟେଷ୍ଟ ମଧ୍ୟ କରାଯାଇଥିଲା । ସେଥିରେ ରିପୋର୍ଟ ନେଗେଟିଭ ଆସିଥିଲା , କିନ୍ତୁ ବର୍ତ୍ତମାନ ସମୟରେ ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ ମୃତକଙ୍କ ମୃତ୍ୟୁ ପଛରେ ହସ୍ପିଟାଲ କତୃପକ୍ଷଙ୍କ ହାତ ଅଛି । ବୋଧହୁଏ ମୃତକଙ୍କ ଶରୀରରୁ କିଡୀନି , ଆଖି , ଲିଭର ଆଦି ଅଙ୍ଗ କାଢି ନିଆଯାଇଛି ବୋଲି ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ସମୟରେ ପରିବାର ଲୋକଙ୍କୁ ଡେଡ୍ ବଡି ନ ଦେଖିଲେ ହସ୍ପିଟାଲ ସାମ୍ନାରେ ରାଲି କରି ଗଣ୍ଡଗୋଳ କରିବେ ବୋଲି ଧମକ୍ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।