Online ପ୍ରେମ ବିବାହିତା ମହିଳା ଙ୍କୁ କଲା ମତୁଆଲା ! ୫ ଟି ଛୁଆଙ୍କୁ ଛାଡି ଅନ୍ୟ ପୁରୁଷର ହାତ ଧରି ଚାଲିଗଲା ମାଆ… ଦେଖନ୍ତୁ Video

ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସୁଛୁ ଯେଉଁଠାରେ ପ୍ରେମ ସମ୍ପର୍କ ପାଇଁ ମଣିଷ କିଛି ବି କରି ପାରେ। ପ୍ରେମ ପାଇଁ କେଉଁଠି ଜୀବନ ଚାଲି ଯାଉଛି ତ କେଉଁଠି ନିର୍ଯ୍ୟାତନା ଦିଆ ଯାଉଛି ହେଲେ ଏଠାରେ ଏମିତି ଏକ ଦୃଶ୍ୟ ଦେଖି ଆଖି ଥରି ଉଠୁଛି। ଆଉ ଏହିଠାରେ ନିଜ ପେଟ ରେ ୧୦ ମାସ ଧରି ଗର୍ଭ ଧାରଣ କରିଥିବା ମାଆ ନିଜ ୫ ଟି ଛୁଆ ମାନଙ୍କୁ ଛାଡିବା ପରେ ଯାହା ହେଲା ଆପଣ ମାନେ ଶେଷ ଯାଏ ଦେଖିଲେ ଜାଣି ପାରିବେ।

ଏହିଠାରେ ଏକ ଅଭାବନୀୟ ଘଟଣା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ବେଳେ ଏମିତି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହିଠାରେ ଜଣେ ଜନ୍ମ କଲା ମାଆ ନିଜର ସ୍ୱାର୍ଥ ପାଇଁ ଛୁଆ ମାନଙ୍କୁ ବେସାହାରା କରି ଦେଲି ଚାଲି ଗଲେ। ଏବେ ଏହି ଘଟଣା ରେ ଦେଖିବାକୁ ମିଳିଛି ସେହି ଛୁଆ ମାନଙ୍କର ଏକ ଦୁଃଖଦ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହି ସମୟରେ ଯାହା ନଜର କୁ ଆସିଛି ତାହାକୁ ଦେଖିବା ପରେ ଆପଣ ମାନଙ୍କ ଆଖିରେ ମଧ୍ୟ ଅଶ୍ରୁ ପଳେଇ ଆସିବ।

ଆଉ ଏବେ ଏଠାରେ ଅଭାବନୀୟ ଅବସ୍ଥା ସେହି ଛୁଆ ମାନଙ୍କ ପାଖରେ ଦେଖିବା ପରେ ସମସ୍ତେ ସେମାନଙ୍କ ପାଇଁ ଆହଃ କହୁଛନ୍ତି। ଆଉ ଏଠାରେ ଜଣେ ମାଆ ପ୍ରେମ ଜାଲ ରେ ପଡି ଜନ୍ମ କରିଥିବା ଛୁଆ ମାନଙ୍କ ମୁଁହଁ ରେ ଲୁହ ଦେଇ ଚାଲିଗଲା। ଯାହାର କାରଣ ନିଜର ପ୍ରେମ । ସେ ଅନ୍ୟ ଏକ ପୁରୁଷ ପାଇଁ ନିଜ ଛୁଆ ମାନଙ୍କୁ ଅନାଥ କରିଦେଲା। ବର୍ତ୍ତମାନ ସମୟରେ ସେହି ଛୁଆ ମାନେ ଯେପରି ରହୁଛନ୍ତି ତାହା ଆପଣ ମାନେ ଏଠାରେ ଦେଖିଥିବେ। ଆଉ ଦିନେ ଦିନେ ସେମାନେ ମଧ୍ୟ ଖାଇବାକୁ ପାଉ ନାହାଁନ୍ତି। ନିଜେ ନିଜେ ହାତ ରେ ରୋଷେଇ କରି ବଡ଼ ଭାଇ ସମସ୍ତଙ୍କୁ ଖାଇବାକୁ ଦେଇଥାଏ। ଆଉ ଏବେ ଖାଲି ଭାତ ସାଙ୍ଗ କୁ ଲୁଣ ଲଗେଇ ଖାଉଛନ୍ତି ଏହି ୫ ଜଣ ଛୁଆ ମାନେ। ଏତେ ଛୋଟ ବୟସରେ ବାପା ଆର ପାରିକୁ ଯିବା ପରେ ଜନ୍ମ କରିଥିବା ମାଆ ଥିଲା ଯିଏ ସବୁର ରକ୍ଷଣା ବେକ୍ଷଣ କରୁଥିଲେ ହେଲେ ପରବର୍ତୀ ସମୟରେ ଏମିତି କରିଦେଲା ଯାହା ସେମାନଙ୍କର ଜୀବନ ଅନ୍ଧାର ଭିତରକୁ ଚାଲିଗଲା।

ଏଠାରେ ସେହି ଛୁଆ ଜଣେ କହୁଛି ଯେ କିଛି ବର୍ଷ ତଳେ ତାଙ୍କ ବାପାଙ୍କର ଜୀବନ ଚାଲିଗଲା ଏବଂ ସେମାନେ ମାଆଙ୍କ ପାଖରେ ରହୁଥିଲେ। ଏବେ ମାଆ କୁଆଡେ ଚାଲିଗଲା ଯାହା ସେମାନେ ଜାଣି ନାହାଁନ୍ତି। ଆଉ ଯାହା ସୂଚନା ମିଳିଛି ମାଆ ଅନ୍ୟ କେଉଁ ପୁରୁଷ ସହିତ ପ୍ରେମ ସମ୍ପର୍କ ରେ ପଳେଇଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସେହି ଛୁଆ ମାନଙ୍କର ଏମିତି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ମାନେ ସରକାର ଙ୍କ ସମସ୍ତ ସୁବିଧା ଯୋଗାଇବା ନେଇ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment