ସରକାର ଙ୍କର କଡା ନିୟମ – ୫୦ ବର୍ଷ ଛୁଇଁଲେ ଚାକିରିରୁ ହେବେ ବିଦା… ଶୀଘ୍ର ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ଏପରି ଏକ ନିୟମ ସରକାରୀ ଚାକିରିଆ କର୍ମଚାରୀ ମାନଙ୍କ ଉପରେ ଲାଗୁ ହୋଇଛି ଯାହାକୁ ନେଇକି ଚାକିରିଆ ମାନେ ପ୍ରକାଶ କରିଛନ୍ତି ଅସନ୍ତୋଷ | ତେବେ ସରକାରଙ୍କ ତରଫରୁ ଚାକିରିଆ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଲାଗୁ କରି ଆସୁଛନ୍ତି ଆମ ଭାରତ ସରକାର | ତେବେ କଣ ଏମିତି ନିୟମ ଲାଗୁ କରିଛନ୍ତି ଉତ୍ତର ପ୍ରଦେଶ ସରକାର ଯାହାକୁ ନେଇ ଖୁସି ନାହାନ୍ତି, ଆମ ଚାକିରିଆ କର୍ମଚାରୀ ମାନେ, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |

ଚାରିରିଆ ମାନଙ୍କ ପାଇଁ ଗୋଟିଏ ବଡ଼ ନିୟମ ଲାଗୁ କରିଛନ୍ତି ଆମ ସରକାର, ଏଣିକି ଆପଣଙ୍କ ବୟସ ଯଦି 50 କୁ ଛୁଇଁଛି ଆଉ ଆପଣ ଜଣେ ସରକାରୀ କର୍ମଚାରୀ ହୋଇଥାନ୍ତି, ତାହେଲେ ଆପଣଙ୍କୁ ନେବାକୁ ପଡିବ ଚାକିରିରୁ ଅବସର | ବୟସ ସହିତ ଚାକିରିରୁ ଅବସର କୁ କୋମାଇଦେଲେ ସରକାର |ତେବେ ଆଗରୁ ଏହି ଚାକିରିରୁ ବୟସ ସୀମା 60 ରୁ 62 ବର୍ଷ ଥିଲା ବେଳେ ଏବେ ସେହି ଚାକିରିରୁ ଅବଧିକୁ କୋମାଇ 50 କରାଯାଇଛି | ଯାହାକୁ ନେଇ ଚାରିରିଆ ମାନେ ଖୁସି ନାହାନ୍ତି ଓ ସେମାନଙ୍କ ମନରେ ସୃଷ୍ଟି ହୋଇଛି ଅସନ୍ତୋଷ |

ତେବେ ଚାକିରିଆ ମାନଙ୍କର ବୟସ ସୀମାକୁ କମାଇ 50 କରିବା ପାଇଁ ନିୟମ ଲାଗୁ କରିଛନ୍ତି ଆମ ଉତ୍ତର ପ୍ରଦେଶ ର ସରକାର ଯୋଗୀ ଆଦିତ୍ୟନାଥ |ଆଉ ଯାହା ପଶି ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସରକାରୀ କର୍ମଚାରୀ ମାନେ |ତେବେ ସରକାର ଙ୍କ ଏପରି ନିଷ୍ପତି ରେ ଖୁସି ନାହାନ୍ତି ଚାକିରିଆ ମାନେ | ଆଉ ଚାକିରିର ବୟସ ସୀମା କୁ 50 କରିଦେବାରୁ କୁହୁଳି ବାକୁ ଲାଗିଛନ୍ତି ଚାକିରିଆ ମାନେ |ଆଉ ଯୋଗୀ ସରକାରୀ 50 ବର୍ଷରୁ ବେଶି ସରକାରୀ କର୍ମଚାରୀ ମାନଙ୍କୁ ଚାକିରିରୁ ଅବସର ଦେବାକୁ ନିଷ୍ପତି ଦେଇଛନ୍ତି |

ତେବେ 2021 ସୁଦ୍ଧା ଦୁର୍ନୀତି ଗ୍ରସ୍ତ, ଶାରୀରିକ ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନ କରିବା ସ୍ଥିତିରେ ଥିବା କର୍ମଚାରୀ ଓ କୌଣସି ଯାଞ୍ଚ ରେ ଫୋସିଥିବା କର୍ମଚାରୀ ଙ୍କୁ ସରକାରୀ ବାଧ୍ୟତା ମୂଳକ ଅବସର ଦେଇକି ତାଙ୍କୁ ଅଗଷ୍ଟ 15 ସୁଦ୍ଧା ଚାକିରିରୁ ଅବସର ଦେଇଦେବା ପାଇଁ ସରକାର ଯୋଗୀ ଆଦିତ୍ୟନାଥ କହିଛନ୍ତି |ତେବେ ଅବସର କର୍ମଚାରୀ ଉପରେ ଆଉ ଗୋଟିଏ ରିପୋର୍ଟ ଲେଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦେଇଛନ୍ତି ଯୋଗୀ | ଆଉ ଏହି ନିର୍ଦେଶ ପାଇବା ପରେ ସରକାରୀ କର୍ମଚାରୀ ଙ୍କ ମନରେ ଗଭୀର ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଛି |

ଆଉ ଯାହାକୁ ନେଇକି ଖୁସି ନାହାନ୍ତି ସରକାରୀ କର୍ମଚାରୀ ମାନେ, ଆଉ ଯୋଗୀ ଙ୍କର ଏହି ନିଷ୍ପତ୍ତି କୁ ବିରୋଧ ମଧ୍ୟ କରଛନ୍ତି | ଯାହା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment