୫୭ ଜାତୀୟ ରାଜପଥରେ ଘଟିଲା ଭୟଙ୍କର ସିରିଜ ଦୁର୍ଘଟଣା… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ମୃତ୍ୟୁ ଯେ କେତେବେଳେ କେଉଁ ମୁହୂର୍ତ୍ତ ରେ ଆସିବ ସେ କଥା କେହି କରିପାରିବେ ନାହିଁ | ରାଜ୍ୟ ର ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ହେଲେ ଲୋକମାନେ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି କି ସେମାନେ ସତର୍କ ବି ହେଉନାହାଁନ୍ତି ଯାହା ଫଳ ରେ ଏମିତି ଦିନ କୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି, ଓ ଆଜିର ଯୁବ ପିଢ଼ି ମାନେ ସେମାନଙ୍କ ବହୁତ ଜୋର ରେ ବେପରୁଆ ଗାଡି ଚାଳନା ପାଇଁ ଆଜି ଏମିତି ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି |

ଏମିତି ଏକ ଅଭାବନୀୟ ଘଟଣା ଘଟିଛି 57 ନମ୍ବର ରାଜ୍ୟ ରାଜ ପଥରେ ରାଧାନାଥ ପୁର ଠାରେ ଏକ ଢ଼ାବା ସମ୍ମୁଖରେ, ବାପ ପୁଅ ବୁଲଲେଟ ରେ ଯାଉଥିଲା ବେଳେ ହଠାତ ଦୁର୍ତା ବେଗ ରେ ଏକକ କାର ଆସି ବୁଲଲେଟ କୁ ସାମ୍ନା ପଟୁ ଧୋକା ଦେଇଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ଆଗ ବାପା ଙ୍କ ଜୀବନ ଘଟଣା ସ୍ଥଳ ରେ ଚାଲିଯାଇଥିଲା ବେଳେ ପୁଅ ଙ୍କ ଜୀବନ ହସ୍ପିଟାଲ ରେ ଯାଇଥିଲା |

ହେଲେ ଏମିତି ଏକ ଘଟଣା ପାଇଁ କିଏ ଯେ ବେଶୀ ପରିମାଣ ଦାୟୀ ଏ କଥା ଏପର୍ୟ୍ଯନ୍ତ ଜଣା ପଡିନାହଁ ହେଲେ, ଓ ଘଟଣା ଟି କଣ ପାଇଁ ଘଟିଥିଲା ସେ କଥା ମଧ୍ୟ ସାମ୍ନା କୁ ଆସିନାହିଁ, ଦୁର୍ଘଟଣା ର କିଛି ସମୟ ପରେ oସେଠାରେ ଲୋକଙ୍କ ଗହଳି ଜମିଥିଲା ଓ ବାପା ପୁଅ ଙ୍କ ଜୀବନ ବଞ୍ଚାଇ ବା ପାଇଁ ଲୋକମାନେ ବହୁତ ଚେଷ୍ଟା କରିବା ସହିତ ସେମାନଙ୍କୁ ନେଇ ହସ୍ପିଟାଲ ରେ ପହଞ୍ଚାଇ ଥିଲେ ବୋଲି ଜଣା ପଡୁଛି, ହେଲେ ହସ୍ପିଟାଲ ପୁଅ ର ଜୀବନ ଯାଇଛି ବୋଲି ଡାକ୍ତର କହିଥିଲେ ଓ ବାପା ଙ୍କ ଜୀବନ ସେଇ ଘଟଣା ସ୍ଥଳ ରେ ଚାଲିଯାଇ ଥିଲା ବୋଲି କୁହା ଯାଉଛି, ହେଲେ ମୂର୍ତକଙ୍କ ପରିଚୟ ଏଯାଏ ମିଳିନି ବୋଲି କୁହା ଯାଉଥିବା ବେଳେ, ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ମାନେ କାର ଓ ଡ୍ରାଇଭର ଙ୍କୁ ଅଟକାଇ ରଖିଛନ୍ତି |

ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଡ୍ରାଇଭର କୁ ଅଟକାଇ ରଖିବା ସହିତ ତାଙ୍କ କାର କୁ ଅଟକ ରୋଖାଯାଇଛି, ପୋଲିସ ତାହାର ତଦନ୍ତ ଆରମ୍ଭ କରିସାରିଛ ହେଲେ ଏପର୍ଯନ୍ତ ଘଟଣା ଘଟିବାର ସଠିକ କାରଣ ଜଣା ପଡିନାହଁ, ହେଲେ ଏହା ଖୁବ ଶୀଘ୍ର ଜଣା ପଡ଼ିବ ବୋଲି କୁହା ଯାଇଛି | ତେଣୁ ଦର୍ଶକ ବନ୍ଧୁ ପ୍ରତେକ ଟା ଜୀବନ ଆମ ପାଇଁ ବହୁତ ମୂଲ୍ୟବାନ ତେଣୁ ଗାଡି ଚଳାଇବା ବେଳେ ଟିକେ ଧ୍ୟାନ ରଖି ଗାଡି ଚଳାଇବା ପାଇଁ ଆମର ଅନୁରଧ! |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment