ଦେଖନ୍ତୁ ଭିଡ଼ିଓ – ୬ ମାସ ଧରି କାମନାର ଭୋକ ମେଣ୍ଟାଉ ଥିଲା ଝିଅ ଦେହରେ, ଶେଷରେ ଝିଅଟି ଆଉ ସହ୍ୟ କରିନପାରି…

0

ଆମ ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଅନେକ ସମୟରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟୁଥିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି ଏବଂ ସମ୍ପର୍କ ର ଗୁରୁତ୍ଵ ଉପରେ ମଧ୍ୟ ପ୍ରଭାବ ପକାଉଛି।

ବାସ୍ତବରେ କହିବାକୁ ଗଲେ ଏ ଦୁନିଆରେ ସମ୍ପର୍କର ମୂଲ୍ୟବୋଧ ର ଯଥାର୍ଥତା ଅନେକାଂଶରେ ନାହିଁ କହିଲେ ଚଳେ।କୁହାଯାଏ ସୁରକ୍ଷା ଦେଉଥିବା ଲୋକ ଯଦି ନିଜେ ଫସଲ ଖାଇବ ତେବେ ସେଠାରେ ଆଉ କାହାକୁ ଦୋଷ ଦିଆଯିବ ବା ଦାୟୀ କରାଯିବ।

ତାହା ଭାଗ୍ୟର ବିଡମ୍ବନା ଛଡ଼ା ଆଉ କିଛି ନୁହଁ।ତେବେ ଦୁନିଆରେ ବାପା ମା ପାଖରେ ପିଲା ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ଏବଂ ସେମାନଙ୍କ ସ୍ନେହ ମମତା ଆଗରେ ସବୁ କିଛି ଦୁଷ୍ଟ ଶକ୍ତି ହେଉ କି ପ୍ରଭାବ ହାର ମାନିଥାଏ। କିନ୍ତୁ ଯଦି ବାପା ହୋଇ ଝିଅ ପ୍ରତି ଖରାପ୍ ବ୍ୟବହାର ପ୍ରଦର୍ଶନ କରିବ ଏବଂ ଝିଅକୁ ସୁରକ୍ଷା ଦେବା ବଦଳରେ ଯଦି ନିଜେ ଝିଅ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟି ଯିବ ତେବେ ସେଠାରେ ଆଉ କଣ କରାଯାଇ ପାରେ ଆପଣ ଥରେ ଭାବନ୍ତୁ।ଏମିତିରେ ଆଜିର ସମାଜରେ ଅଧିକାଂଶ କ୍ଷେତ୍ରରେ ସ୍ବାର୍ଥ ସମ୍ପନ୍ନ ସମାଜରେ, ଭଲପାଇବା ଏବଂ ଉତ୍ତମ ବୁଝାମଣା ର ଘୋର ଅଭାବ ଦେଖିବାକୁ ମିଳୁଛି।

କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ଅନେକ କରୁଛନ୍ତି ଅକଥନୀୟ ଅତ୍ୟାଚାର। ସମାଜ ଆଗରେ ଏହିଭଳି ଘଟଣା ଯେ କେତେ ଗ୍ରହଣୀୟ ତାହା ସମାଜ କହିବ କିନ୍ତୁ ଏହା କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦେବା କଥା। କାରଣ ଆମେ ହେଉଛୁ ମଣିଷ।ତେବେ ଆମେ ଆପଣଙ୍କୁ କହୁଚୁ ଏକ ଏମିତି ଘଟଣା ଯେଉଁଥିରେ ଝିଅ ପାଇଁ ବାପା ସାଜିଛି ସୈତାନ୍।

ବାପା ଝିଅର ପବିତ୍ର ସମ୍ପର୍କରେ କିପରି ଆସିଛି ଅନୈତିକତା ଏବଂ କୁତ୍ସିତ ମାନସିକତା ର ଭାବନା ତାହା ଏଠାରେ ସ୍ପଷ୍ଟ ଭାବରେ ଜଣା ପଡୁଛି। ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ନିଜର ୧୪ ବର୍ଷର ନାବାଳିକା ଝିଅ ସହିତ ଦୀର୍ଘ ୬ ମାସ ଧରି ବାପା କରୁଥିଲା ଦୁଷ୍କର୍ମ।ଏଥିରେ ସ୍ତ୍ରୀ ପ୍ରତିବାଦ କରିବାରୁ ସ୍ତ୍ରୀ କୁ ମଧ୍ୟ ମାଡ଼ ମାରିଥିଲା ସୈତାନ୍ ବାପା। ଶେଷରେ ଝିଅର ଅଭିଯୋଗ ପରେ ଏବେ ଜେଲ ଭିତରେ ତାର ଜୀବନ କାଟୁଛି ଏହି କାମୁକ, ସୈତାନ, ପାପୀ ବାପା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।