ଦେଖନ୍ତୁ Viral ଭିଡ଼ିଓ : ହେ ପ୍ରଭୁ ! ୭୦ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ବି ଛାଡିଲେଣି ଦୁଷ୍କର୍ମକାରୀ, ରାତି ସାରା କଲେ ଦୁଷ୍କର୍ମ, ଆଉ ତା’ପରେ….

0

ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଆମ ନଜର କୁ ଆସିଥାଏ। ଚୋରି, ଲୁଟ, ହତ୍ୟା, ଏବଂ ଦୁଷ୍କର୍ମ ଭଳି ଘଟଣା ପ୍ରତ୍ୟେକ ଦିନ ବଢି ବଢି ଚାଲିଛି। ଏହି ସବୁ ଘଟଣା ମଧ୍ୟରୁ ନାରୀ ‘ଦୁଷ୍କର୍ମ’ ଭଳି ଘଟଣା ନିତିଦିନିଆ ହୋଇଗଲାଣି। ବର୍ତ୍ତମାନ ସମାଜରେ ନାରୀ ମାନଙ୍କର ଇଜ୍ଜତ୍ ଲୁଟ୍ ହେଉଛି ଏହା ଦ୍ୱାରା ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି। ଲୋକ ମାନଙ୍କ ମାନସିକତାରେ ଏତେ ମାତ୍ରାରେ ପରିବର୍ତ୍ତନ ହେଉଛି, ଯେ ନିଜର ମାନବିକତା ଭୁଲି ଦୁଷ୍କର୍ମ କରିବା ପାଇଁ ପଛାଉ ନାହାନ୍ତି। ମାଆ ଭଉଣୀ ରାସ୍ତାରେ ଚାଲିବା ପାଇଁ ମଧ୍ୟ ସାହସ ଆସୁନାହିଁ, କାରଣ ପ୍ରତ୍ୟେକ ଦିନ ଏଭଳି ଘଟଣା ଦେଖିବା ପାଇଁ ମିଳୁଛି।

ତେବେ ଆଜି ଯେଉଁ ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଆପଣ ମାନେ ଜାଣିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ଜଣେ ୭୦ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଆପଣ ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ସାରିଲା ପରେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣଙ୍କ ମନ ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ଆସିବ ଯେ, ଏଭଳି ଲୋକ ସମାଜରେ ରହିବାର କୌଣସି ସ୍ଥାନ ନାହିଁ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା;

ତେବେ ଏଭଳି ଲଜ୍ୟାଜନକ ଘଟଣା ଘଟିଛି, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ, ସୂଚନା ଅନୁଯାୟୀ ବୃଦ୍ଧା ଙ୍କ ଘର ଗାନ୍ଧିଆ ଥାନା ନିକଟରେ, ତାଙ୍କ ନାତୁଣୀର ଦେହ ଖରାପ ଯୋଗୁଁ ତାଣୁ ହସ୍ପିଟାଲ ଆଣି ଥିଲେ। ଏବଂ ବୃଦ୍ଧା ଜଣଙ୍କ ତାଙ୍କ ନିଜ ନତୁଣୀ ପାଖରେ ଜଗି ରହିଥିଲେ। ଗତ ମଙ୍ଗଳବାର ରାତିରେ ଦୁଇଜଣ ଦୁର୍ଭୂତ ତାଙ୍କୁ ଡାକି ନେଇ ମେଡିକାଲ ଠାରୁ ଅଳ୍ପ ଦୂରରେ ଏକ ପଖରୀ ନିକଟରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ବୃଦ୍ଧା ଜଣଙ୍କ ଆତି ଗୁରୁତର ଅବସ୍ଥାରେ ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏବଂ ମଧ୍ୟ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି, ଏହା ପରେ ହସ୍ପିଟାଲରେ ଜଣେ କର୍ମ ଚାରି ପୋଲିସ କୁ ଖବର ଦେଇଥିଲେ।

ଏହା ପରେ ଟାଉନ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଆସି ଘଟଣା ର ତଦାରଖ କରୁଛନ୍ତି। ତେବେ ଅଭିଯୋଗ ଅନୁସାରେ ଠିକା ସଂସ୍ଥାରେ କାମ କରୁଥିବା ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛନ୍ତ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକୃତ ରେ ଯେଉଁ ଦୁଇଜଣ ସେହି ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ତାହା ଜଣା ପଡିନାହିଁ। ଯେଉଁ ଦୁଇଜଣ ଯୁବକକୁ ଧରିଛନ୍ତି, ସେମାନେ ଏ ପର୍ଯ୍ୟନ୍ତ କିଛି କହିନାହାନ୍ତି। ତେବେ ପୋଲିସ କହିଛନ୍ତି ଯେ ଦୋଷୀକୁ ଖୁବ୍ଶୀଘ୍ର ଦଣ୍ଡ ଦିଅ ଯିବ। ତେବେ ଆପଣ ମାନେ ହି ବିଚାର କରନ୍ତୁ ଦୋଷୀକୁ କେଉଁ ପ୍ରକାର ଦଣ୍ଡ ମିଲିବା ଉଛିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।